Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଜପତିରେ ୬୩ଟି ଛେଳିକୁ ମାରିଦେଲା ଅଜଣା ଜନ୍ତୁ
ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡୀଗାଁ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ଗତକାଲି ବିଳମ୍ବିତ ରାତ୍ର ଅଜଣା ଜନ୍ତୁ ଶିକାରରେ ୬୩ଟି ଛେଳି ମରିଥିବା ବେଳେ ୨୮ଟି ଛେଳିର ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ସ୍ଥଳରେ ପ୍ରାଣୀଚିକିତ୍ସା ବିଭାଗର କର୍ମଚାରୀ ମାନେ ପହଞ୍ଚି!-->…
ଡକାୟତି ଯୋଜନା ବିଫଳ; ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ
ବାସୁଦେବପୁର ୦୪/୧୧: ବାସୁଦେବପୁର ଭଦ୍ରକ ରାସ୍ତାର ଚଉରା ଛକ ପାଖରେ ଡକାୟତ ଉଦ୍ୟମ ବିଫଳ ହେବାରୁ ମହିଳାଙ୍କୁ ଗୁଳିମାଡ଼। ଏହାପରେ ସମ୍ପୃକ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳିକାଣ୍ଡପେ ଆହତ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି!-->…
ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ଇଡି
ଭୁବନେଶ୍ବର: ବଢ଼ିଲା ବଡ଼ବଡ଼ିଆଙ୍କ ହାର୍ଟ ବିଟ୍ । କିଏ ବିଳିବିଳେଇଲେଣି ତ କିଏ ଖସିବାକୁ ଖୋଜିଲେଣି ବାଟ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତ୍ତିର ଚାଲିଛି ହିସାବ । ତଦନ୍ତ ଚଳାଇଛନ୍ତି ଇଡ଼ିର!-->…
ବଡ଼ଗଡ଼ରୁ ଶିଶୁ ଚୋରି ଘଟଣାରେ ମହିଳା ଅପହରଣକାରୀ ଗିରଫ
ଭୁବନେଶ୍ବର: ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣାରେ ଅପହରଣକାରୀ ମହିଳାକୁ ଗିରଫ କଲା ପୋଲିସ। ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥଲା। ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି। ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ!-->…
ଛତିଶା ନିଯୋଗ ବୈଠକରେ ରାଷ୍ଟ୍ରପତିଙ୍କ ଶ୍ରୀଜିଉ ଦର୍ଶନ ସମୟ ଧାର୍ଯ୍ୟ
ପୁରୀ ୦୪/୧୧: ଛତିଶା ନିଯୋଗ ବୈଠକ ଶେଷ। ରାଷ୍ଟ୍ରପତି ଅପରାହ୍ଣ ୧୨ ଟାରୁ ୧ ଟା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବାହ୍ଣ ୧୦ଟା ୩୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତି ମହାପ୍ରସାଦ ସେବନ!-->!-->!-->…
ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି: ପ୍ରମିଳା ମଲ୍ଲିକ
ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବିଜେଡି। ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି। ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଆସିଛି।
ଲୋକେ!-->!-->!-->…
ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ଲାଗିବ ନୂଆ କବାଟ, ଉତ୍ତରଦ୍ବାର ପଟେ ଯିବେ ଭକ୍ତ। ପଞ୍ଚୁକ ପରେ ପରେ ଆରମ୍ଭ ହେବ କାମ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ!-->…
ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କିମ୍ବା ସାମୁଦ୍ରିକ ଝଡ଼ !
ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ନେଇ ଓ୍ଵିଣ୍ଡି ପୂର୍ବାନୁମାନ କରିଛି । ଓ୍ଵିଣ୍ଡିର ଆମେରିକାନ୍ GFS ମଡେଲ୍ ସମ୍ଭାବ୍ୟ ବାତ୍ୟା ଆକଳନ କରିଛି ।
ସେପଟେ ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ଆକଳନ!-->!-->!-->…
ବନ ବଭାଗ କାର୍ଯ୍ୟାନୁଷ୍ଠାନ: ଦେଶୀ ବନ୍ଧୁକ ସହିତ ୨ ଅଭିଯୁକ୍ତ ଗିରଫ
ତେଲକୋଇ ୦୪/୧୧: ୨ଟି ଦେଶି ବନ୍ଧୁକ ସହ ଦୁଇ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ପରିଚୟ ଗୁରୁଚରଣ ନାୟକ, ଅଖିଳ ସାହୁ। ସେମାନେ ପଡ଼ିଆପଶି ଓ ବଳଭଦ୍ରପୁର ବାସିନ୍ଦା ବାଲି ଜଣାପଡ଼ିଛି। ବେଆଇନ ଭାବେ ଏମାନେ ଦେଶି ବନ୍ଧୁକ ରଖିଥିଲେ।
ବନ୍ୟଯନ୍ତୁ ଶିକାର!-->!-->!-->…
କ୍ୟାରି ବ୍ୟାଗ୍ ପାଇଁ ନେଇଥିଲେ ଅଧିକ ଟଙ୍କା; ୨୫ ହଜାର ଜୋରିମାନା ଦେବାକୁ ଖାଉଟି ଅଦାଲତର ନିର୍ଦ୍ଦେଶ
କଟକ ୦୪/୧୧ : କ୍ୟାରି ବ୍ୟାଗ ବାବଦରେ ଅଧିକ ଟଙ୍କା ରଖିଥିବା ଏକ ପ୍ରତିଷ୍ଠିତ ସପିଙ୍ଗ ମଲ କୁ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି। ୨୦୨୦ ଡିସେମ୍ବରରେ ଏଭଳି ଏକ ଘଟଣା ଘଟିଥିଲା। କଟକ ହରିପୁର ବାସିନ୍ଦା ପଦ୍ମଲୋଚନ ରାଉତ ଦୋଳମୁଣ୍ଡାଇରେ ଥିବା ବଜାର!-->…