Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର
ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ!-->…
ଖୁବ୍ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ
ଜୟପୁର: ଚଳିତ ମାସରେ ଜୟପୁରକୁ ଉଡ଼ିବ ବିମାନ। ଖୁବ୍ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ। ଜୟପୁରରୁ ବିମାନ ଉଡାଣ ଆରମ୍ଭ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ବ୍ୟୁରୋ ଅଫ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିଜ୍ ପକ୍ଷରୁ ସର୍ତ୍ତମୂଳକ ଅନୁମତି!-->…
ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର
ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ପୌର ପାଳିକା ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର ଏମ୍ଡି ନାସିର୍ । ରାଜଗାଙ୍ଗପୁର ଅଞ୍ଚଳର ଦୀପକ ଠାକୁର ନାମକ ଜଣେ ବ୍ୟକ୍ତିଙ୍କ ବାକି ଥିବା ଟିକସ କମାଇବାକୁ ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।
!-->!-->!-->…
ସମ୍ଭାବ୍ୟ ବାତ୍ୟା ନେଇ ଏସ୍ଆରସି ପକ୍ଷରୁ ୭ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ବି ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଏସ୍ଆରସି ପକ୍ଷରୁ ଆଜି ଚିଠି ଲେଖି ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ,!-->…
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଚେରୀ ନିକଟରେ ୧୬ ଟିକିଆ ହାତୀପଲ
ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ ଦେଖିବାକୁ ମିଳିଛି। ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଜଣାଯାଇଛି। ନନ୍ଦନକାନନ!-->…
ସ୍ତ୍ରୀ ବାପ ଘରକୁ ଚାଲିଯିବାରୁ ପେଟ କାଟି ସ୍ୱାମୀଙ୍କ ଆତ୍ମହତ୍ୟା
ଦେବଗଡ଼ ୧୯।୧୦ : ସ୍ତ୍ରୀ ବିରହରେ ସ୍ୱାମୀଙ୍କ ଆତ୍ମହତ୍ୟା । ନିଜ ପେଟ କାଟି ଆତ୍ମହତ୍ୟା କରିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ଗାଁର ସତ୍ୟବାନ ଦେହୁରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କଲା ଗାଁ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ପୁଅ!-->!-->!-->…
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ
କଟକ ୧୯/୧୦: ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଛି ହାଇକୋର୍ଟଙ୍କ ରାୟ । ତେବେ ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ମୁଁ କୃତଜ୍ଞ । ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନ ମଣ୍ଡଳୀର ଭୋଟର ଙ୍କ ପାଖରେ ମୁଁ ଋଣୀ । ଏହା!-->…
ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ
ଭୁବନେଶ୍ୱର ୧୯/୧୦: ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ରାଜୁ ଦାସ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଦଳରୁ ବାହାର କରାଗଲା ।
ସୂଚନା ଥାଉକି, ଧାମନଗର ଉପ-ନିର୍ବାଚନରେ ସ୍ୱାଧୀନ!-->!-->!-->…
ଇଡିରେ ହାଜର ହେଲେ ସୁଜାତା ପାଣିଗ୍ରାହୀ
ଭୁବନେଶ୍ବର ୧୯।୧୦ : ଇଡିରେ ହାଜର ହେଲେ ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ପୂର୍ବତନ IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ହାଜର ହେଲେ ସୁଜାତା।
ସେହିପରି ମଙ୍ଗଳବାର ପ୍ରଦୀପଙ୍କ ଝିଅ ଶ୍ରୁତି!-->!-->!-->…
ଦୀପୁ-ଓମ୍ ହତ୍ୟାକାଣ୍ତ ମାମଲା: ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ
କଟକ: ଦୀପୁ-ଓମ୍ ହତ୍ୟାକାଣ୍ତ ମାମଲାରେ ଚାଉଳିଆଗଞ୍ଜ ଥାନାର ତତ୍କାଳୀନ IIC ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ସମୟରେ ଅଜୟ ଦାସ ହାଜର ହୋଇ ସାକ୍ଷୀ ଦେଇଥିଲେ । ମାମଲାର ଶୁଣାଣି ବେଳେ ଅଜୟ ଦାସଙ୍କୁ ଅଭିଯୁକ୍ତଙ୍କ!-->…