Browsing Category

ଓଡିଶା

ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼

କାମାକ୍ଷାନଗର ୧୮।୧୦ : ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼। କାହ୍ନୁ ସାହୁଙ୍କ ମଢିସାହି ସ୍ଥିତ ବାସଭବନ ଠାରେ ଥିବା ଗାଡି ଉପରକୁ ବୋମାମାଡ଼ ହୋଇଛି। ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ…

ବୁଧବାର ଶ୍ରୀମନ୍ଦିରରେ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ ୧୮।୧୦: ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ତେବେ ଏହି ବିଶେଷ ନୀତି ପାଇଁ ଭକ୍ତମାନେ ଅପରାହ୍ଣ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା…

ନକଲି ଔଷଧକୁ ନେଇ କିଛି ଅଭିଯୋଗ ଥିଲେ ସିଧା ଡଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ ଗ୍ରାହକ, ଦୋକାନରେ ଲାଗିଲା ନୋଟିସ

ଭୁବନେଶ୍ବର: ନକଲି ଔଷଧ ନିୟନ୍ତ୍ରଣ ପାଇଁ ଆଉ ପାଦେ ଆଗେଇଲେ ଔଷଧ ନିୟନ୍ତ୍ରକ ଅଧିକାରୀ। ଭୁବନେଶ୍ବରର ପ୍ରତି ଔଷଧ ଦୋକାନରେ ଲାଗିଲା ସଚେତନତାର ଲିଫ୍ ଲେଟ। ଯେଉଁଥିରେ ଔଷଧ ନିୟନ୍ତ୍ରକ ଅଧିକାରୀଙ୍କ ହ୍ବାର୍ଟସଆପ ନମ୍ବର ରହିଛି। ଯେଉଁ ଔଷଧକୁ ନେଇ ମନରେ ସନ୍ଦେହ ଓ ଅଭିଯୋଗ ରହିବ,…

ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା…

କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେନି ମୋକିମ

ଭୁବନେଶ୍ବର: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେ ନାହିଁ। ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିବେନି ବୋଲି କହିଲେ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ଥିଲେ ମୋକିମ।ଆଜି ସମଗ୍ର ଦେଶରେ କଂଗ୍ରେସର ପରବର୍ତ୍ତୀ…

ରାଜଧାନୀରୁ ନିର୍ଯାତିତା ନାବାଳିକା ଉଦ୍ଧାର

ଭୁବନେଶ୍ବର: ଆଜି ରାଜଧାନୀରୁ ଜଣେ ନିର୍ଯାତିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ, ଶ୍ରମ ଅଧିକାରୀ ଏବଂ ପୁଲିସର ମିଳିତ ପ୍ରୟାସରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାରରୁ ଉଦ୍ଧାର କରାଯାଇଛି। ପୀଡ଼ିତାଙ୍କୁ ସତ୍ୟ ଏନକ୍ଲେଭ ସ୍ଥିତ ରଶ୍ମୀରଂଜନ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୦ରେ ଲଘୁଚାପ

ଭୁବନେଶ୍ୱର: ଆଜି (ସୋମବାର) ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏବଂ ଏହା ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୩.୧ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର…

ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍‌ ୫ଜଣ ପ୍ରାର୍ଥୀ, ୧୩୪ଟି ବୁଥର ନାଁ ବଦଳିଛି: ନିର୍ବାଚନ କମିଶନଙ୍କ ସୂଚନା

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍‌ ୫ଜଣ ପ୍ରାର୍ଥୀ । ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ୫ଜଣ ପ୍ରାର୍ଥି ମଇଦାନରେ ଅଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ମୋଟ୍‌ ଭୋଟର ୨ ଲକ୍ଷ ୩୮ ହଜାର ୪୧୭ । ମୋଟ୍‌ ୨୫୨ ମତଦାନ କେନ୍ଦ୍ର କରାଯିବ । ୧୩୪ଟି…

ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ଅନୁଭବ ଏବଂ ବର୍ଷା

କଟକ, ୧୭/୧୦: କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜିବି ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ…

ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ

କଟକ, ୧୭/୧୦: ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଵୋର୍ଡ କର୍ତ୍ତୃପକ୍ଷ। ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ। ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ।…