Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସେକ୍ସ ରାକେଟ ଚଳାଉଥିବା କହି ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ: ୨ ୱେବ୍ ଚ୍ଯାନେଲ୍ ସାମ୍ବାଦିକ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ । ୨ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ୍।
ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ୨ ଲକ୍ଷ ଟଙ୍କା ମାଗିଥିଲେ । ଏହାପରେ ୭୦ହଜାର ଟଙ୍କା ଦାବି କରିଥିଲେ।!-->!-->!-->…
ହାତୀ ଆକ୍ରମଣରେ ଜଣେ ଗୁରୁତର
ଆଠମଲ୍ଲିକ ୧୭/୧୦: ଆଠମଲ୍ଲିକ ମାଧପୁର ରେଞ୍ଜର ଗୌତମପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗୁରୁତର । ଗୌତମପୁର ଗ୍ରାମର ସୁରଜିତ ତ୍ରିକୀ ତାଙ୍କ ଘରୁ ଯାଉଥିବା ସମୟରେ ଏକ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତେବେ ଘଟଣା ସ୍ଥାନରେ ମୁମୁର୍ଷୁ!-->…
ଭୁବନେଶ୍ୱରରୁ ଗଡ଼ିଲା ଦେଶର ପ୍ରଥମ ଆଲୁମିନିୟମ ୱାଗନ
ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ମାଲବାହୀ ୱାଗନ ଲୁହା ବଦଳରେ ଆଲୁମିନିୟମରୁ ନିର୍ମିତ ହୋଇଛି | ଆଉ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆରଡ଼ିଏସଓ, ବିଏସସିଓ ଓ ହିଣ୍ଡାଲକୋ ସହାୟତାରେ ଏହି ୱାଗନ!-->…
ଭୁବନେଶ୍ୱର ଆଇବିଏମର ନୂତନ କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ସମ୍ପ୍ରସାରିତ ହେଉଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର। ଆଜି ଭୁବନେଶ୍ୱରରେ O-Hubରେ ଆଇବିଏମ୍ର କ୍ଲାଏଣ୍ଟ ଇନୋଭେସନ ସେଣ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥିରେ ୫ଶହ ଜଣ କାମ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ!-->…
ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜର ମହୁଲପଡା ନିକଟସ୍ଥ ପାଟକୁରା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ଗଳିତ ମୃତଦେହ ଠାବ କରାଯାଇଛି। ଛୋଟ ଦନ୍ତା ହାତୀଟି ଅନ୍ୟ ଦନ୍ତାହାତୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ସଂନ୍ଦେହ କରାଯାଉଛି। ହାତୀର ମୃତଦେହ ନିକଟରେ ହାତୀ ପଲ ଜଗି ରହିଥିବାରୁ ବନ!-->…
ଯୌତୁକ କାରଣରୁ ନବବଧୂକୁ ହତ୍ୟା ଅଭିଯୋଗ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଯୌତୁକ ଜନିତ କାରଣରୁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଉଛନ୍ତି ସୁମିତ୍ରା ପରିଡା । ସୁମିତ୍ରା ଆଜକୁ ୬ ମାସ ତଳେ ଗଡ଼ପଳାଶୁଣି ଗାଁର ରଞ୍ଜିତ ବେହେରାକୁ!-->…
ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର
କେନ୍ଦୁଝର: ‘କଥାରେ ଅଛି ରଖେ ହରି ମାରେ କିଏ’। ବ୍ୟାଗ ଭିତରେ ୬ ଘଣ୍ଟା ସଂଘର୍ଷ ପରେ ନବଜାତକ ଶିଶୁ ଉଦ୍ଧାର । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗ୍ରାମ ନିକଟସ୍ଥ ନାଳରୁ। ଏକ ନବଜାତକକୁ ବ୍ୟାଗ ଭିତରୁ ପ୍ରାୟ ୬ ଘଣ୍ଟା ପରେ ସ୍ଥାନୀୟ!-->…
କାମାକ୍ଷାନଗରରେ ଯୁବକଙ୍କୁ ଗୁଳିକରି ହତ୍ୟା
କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲର କଙ୍କଣା ଗାଁ ନିକଟରେ ଯୁବକଙ୍କୁ ଗୁଳିକରି ହତ୍ୟା । ହତ୍ୟାର କାରଣ ଅସ୍ପଷ୍ଟ। ମୃତକ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ଗାଁର ମୀନକେତନ ଦଳେଇ । ମିନକେତନ ଯାଜପୁର ଜିଲ୍ଲା ଟାଟାମାଇନ୍ସରୁ!-->…
ସାଲେପୁରରେ ଡିବିୟୁ ଉଦଘାଟନ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସାରା ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ) ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ଏହି ଭଳି ଚାରୋଟି ୟୁନିଟ୍ ଓଡିଶାରେ ରହିଛି। ଏହି ୟୁନିଟ୍ ଗୁଡିକ କଟକ, ଖୋର୍ଦ୍ଧା, ପୁରୀ ଏବଂ କେନ୍ଦୁଝର!-->…
ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ଗିରଫ
କାମାକ୍ଷାନଗର : ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ!-->…