Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୨ରୁ ୩ଦିନ ମଧ୍ୟରେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ବର: ଅପସରିଯିବ ମୌସୁମୀ। ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ପଶ୍ଚିମ ଓ କେନ୍ଦ୍ର ଭାରତରୁ ଆଗାମୀ ୨ରୁ ୩ଦିନ ମଧ୍ୟରେ ଫେରିବ ମୌସୁମୀ। ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଓଡ଼ିଶା ସହ ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ!-->…
ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ବେଆଇନ୍ ଭାବେ ନିର୍ମିତ ୯ଟି ପ୍ଲଟ ଉଚ୍ଛେଦ
ଭୁବନେଶ୍ୱର: ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ଥିବା କିଛି ଘର ଭାଙ୍ଗୁଛି ବିଡିଏ।
ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ଅଧିନ ତ୍ରାହି ଅଚ୍ୟୁତ ନଗର ମୌଜାରେ ଥିବା ୯ଟି ପ୍ଲଟ ଉଚ୍ଛେଦ ହେଉଛି। ବେଆଇନ୍ ଭାବେ ନିର୍ମିତ ଘର ଗୁଡିକ ଭଙ୍ଗା!-->!-->!-->…
ବାଲିପଟା ଗାଁରେ ଆତଙ୍କ: କୁକୁର କାମୁଡାରେ ୧୩ ଆହତ, ଜଣେ ଶିଶୁ ମୃତ
ପାଟଣାଗଡ଼,୧୩/୧୦: ପାଟଣାଗଡ଼ ବ୍ଲକର ବାଲିପଟା ଗାଁରେ କୁକୁର ଆତଙ୍କ । ଆଜି ସକାଳୁ ବାଲିପଟାରେ ପ୍ରଥମେ ପାଗଳ କୁକୁର ସରପଞ୍ଚଙ୍କୁ କାମୁଡିବା ପରେ ଗାଁର ୧୩ ଜଣଙ୍କୁ ବୁଲି ବୁଲି କାମୁଡିଥିଲା । ପରେ ନିକଟରେ ଥିବା ଗାଁ କଲଙ୍ଗା ପାଲିକୁ ଯାଇ ଏକ ମହିଳାଙ୍କୁ ମଧ୍ୟ କାମୁଡି ଥିଲା । ପାଟଣାଗଡ଼!-->…
ନକଲି ଗୁଟଖା କାରଖାନା ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ସାମଗ୍ରୀ ଜବତ
ବ୍ରହ୍ମପୁର, ୧୩/୧୦: ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରୁ ବିପୁଳ ପରିମାଣର ଗୁଟଖା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ । ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡ ଧରଣର ନକଲି ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢାଉ କରିଥିଲା । ଏହି ଚଢ଼ାଉରେ ବିପୁଳ ପରିମାଣର!-->…
ସିଡିଏ ବଜାର କୋଲକାତା ସପିଙ୍ଗ ମଲ୍ ସିଲ୍
କଟକ ୧୩।୧୦ : ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ । ସିଲ୍ ହେଲା ସପିଙ୍ଗ ମଲ୍ । କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍କୁ ସିଲ୍ କରିଛନ୍ତି ସିଏମ୍ସି କର୍ତ୍ତୃପକ୍ଷ ।
ଖବର ଅନୁଯାୟୀ, ସପିଙ୍ଗ ମଲର ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ!-->!-->!-->…
ଜଗତପୁର କେନାଲରେ ତିନି ଛାତ୍ର ନିଖୋଜ ଘଟଣା, ମିଳିଲା ଆଉ ଜଣଙ୍କ ମୃତଦେହ
କଟକ ୧୩।୧୦ : ଜଗତପୁର କେନାଲରେ ତିନି ଛାତ୍ର ଭାସିଯିବା ଘଟଣା । ମିଳିଲା ଆଉ ଜଣେ ଯୁବକଙ୍କ ମୃତଦେହ । ମୃତକ ଚୌଦ୍ୱାର ମହାଜନପୁର ଗାଁର ବାଦଲ ସାହୁ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ଅନୁଯାୟୀ, ଚୌଦ୍ଵାର ରୁପଯାତ୍ରା!-->!-->!-->…
ଗୋଜବାୟାଣୀ ଛକରେ ଗୁଳିକାଣ୍ଡ ଘଟଣା, ୨୦ ଦିନ ପରେ ପାଞ୍ଚ ଅଭିଯୁକ୍ତ ଗିରଫ
ମାର୍ଶାଘାଇ ୧୩।୧୦ : ଗୁଳିକାଣ୍ଡ ଘଟଣାରେ ପାଞ୍ଚଜଣ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହତ ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଗିରଫ ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ସୂଚନା ।
ଗତ ୧୫ ତାରିଖରେ!-->!-->!-->…
ରାଜ୍ୟରେ ଆଉ ୭୭ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର!-->…
ନଷ୍ଟ ହେଲା ମାଲଖାନାରେ ଗଚ୍ଛିତ ଥିବା ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଓ ଭାଙ୍ଗ
ନିଶା ବେପାରୀଙ୍କ ବିରୋଧରେ ଓଡିଶା ପୋଲିସର ଜିରୋ ଟଲରାନ୍ସ। ନଷ୍ଟ ହେଲା ମାଲଖାନାରେ ଗଛିତ ଥିବା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ, ଭାଙ୍ଗ ନଷ୍ଟ କରାଯାଇଛି । ନଷ୍ଟ ବେଳେ ଉପସ୍ଥିତି ଥିଲେ ଓଡିଶା ପୋଲିସ ଓ STF ର ବରିଷ୍ଠ!-->…
୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍, ୨୨ଯାତ୍ରୀ ଆହତ
ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍। ୨୨ଯାତ୍ରୀ ଆହତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଓଲଟିଲା ବସ୍। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର!-->…