Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୨/୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍
କେନ୍ଦୁଝର ୧୨।୧୧ : କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍। କେନ୍ଦୁଝର ବାଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ଗଙ୍ଗୀଧରଙ୍କ ୫ଟି ଠିକଣାରେ ଚଢାଉ ଚାଲିଛି ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ!-->!-->!-->…
ଏନ୍କାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ
କନ୍ଧମାଳ ୧୨।୧୦: କନ୍ଧମାଳ ବାଲିଗୁଡ଼ାରେ ପୋଲିସ-ମାଓବାଦୀ ଗୁଳିବିନିମୟ। ସୁଡ୍ରା ପଞ୍ଚାୟତ କୁନାସାଲୁ ଜଙ୍ଗଲରେ ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଶସସ୍ତ୍ର ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ।
!-->!-->…
ଜଙ୍ଗଲ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଏନକାଉଣ୍ଟରରେ ଜଣେ ମହିଳା କ୍ୟାଡର ମାଓବାଦୀର…
ଫୁଲବାଣୀ :- ସୀମାନ୍ତ ବାଲିଗୁଡ଼ା ଥାନା ସୁତ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଥିବା ଖବର ମିଳିଛି । ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା!-->!-->!-->…
ଭାରତ ଯୋଡ଼ ଯାତ୍ରାର ସଫଳତା ପାଇଁ କମିଟି ଗଠନ କଲା କଂଗ୍ରେସ
ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ସଂପ୍ରତି କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲୁଅଛି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ “ଭାରତ ଯୋଡ଼ (ପରିବର୍ତନ) ଯାତ୍ରା” ଆସନ୍ତା ତା ୩୧.୧୦.୨୦୨୨ ରିଖ ଦିନ!-->…
ସୁରଙ୍କୁ କଳିଙ୍ଗ ଷ୍ଟାଡିୟମ୍ରେ ମିଳିଲାନି ଏଣ୍ଟ୍ରି
ଭୁବନେଶ୍ୱର ୧୧/୧୦: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ୧୭ ବର୍ଷରୁ କମ୍ ବାଳିକାଙ୍କ ଫୁଟ୍ବଲ୍ ବିଶ୍ୱକପ୍ ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ହଟହଟା ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାଏ। ସେ ଷ୍ଟାଡିୟମ୍ ଭିତରକୁ ଯିବାବେଳେ ତାଙ୍କୁ ଟିକେଟ୍ ମଗାଯାଇଥିଲା।!-->…
ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲିଲା ସଚେତନତା ରଥ
କଟକ ୧୧/୧୦: କଟକ ବାଲିଯାତ୍ରା ପାଇଁ ପ୍ଲଟ ବିକ୍ରି କାମ ଜାରି ରହିଛି। ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି। ଚଳିତ ବର୍ଷ ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ!-->…
ଚାକିରି ଲୋଭ ଦେଖାଇ ଟଙ୍କା ଠକିନେଲେ ସାଇବର ଠକ
ରାଉରକେଲା : ହଜାରରୁ ପନ୍ଦର ଶହ ଦେଇ ରେଜିଷ୍ଟ୍ରେସନ କର ଘରେ ବସି ମାସକୁ ୯ ହଜାର ରୋଜଗାର କର। ଏଭଳି ମେସେଜ କରି ପ୍ରଥମେ ଜାଲ ବିଛାଇଲେ ସାଇବର ଠକ। ଜାଲରେ ପଡିଲେ ୪୦ ରୁ ଉର୍ଦ୍ଧ ଯୁବକ ଯୁବତୀ। ବିଏସଏନଏଲ କଲ ସେଣ୍ଟର ରେ କାମ ଦେବା କହି ରାଉରକେଲା ର ପ୍ରାୟ ୪୦ ରୁ ଉର୍ଦ୍ଧ ଶିକ୍ଷିତ!-->…
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ସାକ୍ଷୀ ତାଲିକା ଦସ୍ତାବିଜ ଦେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ
କଟକ : ବର୍ଷା-ଅନୁଭବ ପାରିବାରିକ ଅଦାଲତ ମାମଲା। ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ!-->…
ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଘଟଣାକୁ ନେଇ ସିବିଆଇକୁ ମଧ୍ୟ ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରସଙ୍ଗରେ ଏହି ନୋଟିସ କରାଯାଇଥିବା ବେଳେ, ଘଟଣାକୁ ନେଇ କେଉଁ!-->…