Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଣକବି ବୈଷ୍ଣବ ପାଣିଙ୍କ ୧୪୦ତମ ଜନ୍ମ ଜୟନ୍ତୀ
କଟକ, ୦୯/୧୦: ଗଣକବି ବୈଷ୍ଣବ ପାଣିଙ୍କ ଆଜି ୧୪୦ତମ ଜନ୍ମ ଜୟନ୍ତୀ।କଟକ ଖାନନଗର, ଯେଉଁଠି ଗଣକଵି ଶେଷ ଵିଶ୍ରାମ ନେଇଥିଲେ, ସେଠାରେ ତାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଖାନ ନଗର ପାର୍କରେ ଥିବା ଗଣକଵି ଵୈଷ୍ଣଵ ପାଣିଙ୍କ ପ୍ରତିମୂର୍ତ୍ତିରେ ମାହାଙ୍ଗା ଵିଧାୟକ ତଥା ପୂର୍ବତନ ମନ୍ତ୍ରୀ!-->…
୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରିଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଆଜି ବଢ଼ିବ ବିସ୍ତୃତି । ଦକ୍ଷିଣ ଉପକୂଳ ଓଡ଼ିଶା ଓ ବାକି ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ଘଣ୍ଟାରେ କଟକ, ଖୋର୍ଦ୍ଧା,!-->…
ବଜ୍ରପାତରେ ୪ ଚାଷୀ ଆହତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଭୁବନ, ୦୯/୧୦: ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ବଜ୍ରପାତ ଘଟିଥିବା ଜଣାପଡ଼ିଛି । ଏହି ବଜ୍ରପାତ ଯୋଗୁଁ ଧାନ ବିଲରେ କାମ କରୁଥିବା ଚାରି ଜଣ ଚାଷୀ ଗୁରୁତର ହୋଇ ଧାନ ବିଲରେ ପଡିରହିଥିଲେ । ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଛନ୍ତି । ତେବେ!-->…
ଆରମ୍ଭ ହେବ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ ୦୯।୧୦ : ସୋମବାରଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ଯୋଜନାରେ ପୁରୀର ୫ଟି ସ୍ଥାନରେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବେ ୩ ହଜାର ହବିଷ୍ୟାଳୀ। ସୋମବାର ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ହବିଷ୍ୟାଳୀ ଶିବିରର ଉଦଘାଟନ କରିବେ।!-->…
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଅସୁସ୍ଥ
ଧର୍ମଗଡ଼ ୦୯।୧୦ : ବିଷାକ୍ତ ଛତୁ ହେଲା କାଳ । ଛତୁ ଖାଇ ଗୋଟିଏ ପରିବାରର ୧୩ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଡିଦର ପଞ୍ଚାୟତ ତେନ୍ତୁଲିପଡ଼ାର ଘଟଣା ।
ଖବର ଅନୁଯାୟୀ, ତେନ୍ତୁଲିପଡ଼ାର ବିଷାକ୍ତ!-->!-->!-->…
ଆସିଲା ଅର୍ଚ୍ଚନାଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍
ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱରରୁ ଲେଡି ବ୍ଲାକମେଲର ଗିରଫ ଘଟଣା। ସାମ୍ନାକୁ ଆସିଲା କଳାଧନ୍ଦାର ହ୍ବାଟ୍ସ ଆପ୍ ଡିଲ୍। ଲେଡି ବ୍ଲାକମେଲର ଓ ହନିଟ୍ରାପ ସୁନ୍ଦରୀଙ୍କ ଡିଲ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ ଆସିଛି ସାମ୍ନାକୁ। ନ୍ୟୁଜ୍ ସେଭେନ ହାତରେ ଲାଗିଛି ଡିଲ୍ ସମ୍ବନ୍ଧୀୟ ହ୍ଵାଟ୍ସଆପ ଚାଟ।
!-->!-->!-->…
ନକଲିକୁ ଧରିଲା ଅସଲି ପୋଲିସ, ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା
ଘଟଗାଁ ୦୯।୧୦: ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ।
ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର,!-->!-->!-->…
ଗୁଜରାଟରେ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍
ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍ । ଆଜି ସେମିଫାଇନାଲରେ ତାମିଲନାଡୁକୁ ୫-୨ ଗୋଲ୍ରେ ହରାଇଥିଲା । ଫାଇନାଲ୍ରେ ମଣିପୁରକୁ ଭେଟିବ ଓଡ଼ିଶା ମହିଳା ଫୁଟବଲ୍ ଟିମ୍ । ସେହିପରି ଓଡ଼ିଶା ମହିଳା ବିଚ୍ ଭଲିବଲ ଟିମ୍ ବ୍ରୋଞ୍ଜ!-->…
ନବରଙ୍ଗପୁରରେ ବ୍ୟାପିଛି ଝାଡ଼ାବାନ୍ତି, ୧୫ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ନବରଙ୍ଗପୁର ୦୯।୧୦ : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ବ୍ୟାପିଛି ଝାଡ଼ାବାନ୍ତି । ସାହିର ୧୭ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ ୧୫ ଜଣ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୨ ଜଣ ଘରେ ରଖି ଚିକିତ୍ସିତ ହେଉଛନ୍ତି ।
ସେପଟେ!-->!-->!-->…
ଫୁଟବଲ୍ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି, ଦୁଇ ଦିନ ପରେ ମିିଳିଲା କ୍ଷତାକ୍ତ ମୃତଦେହ
ଆନନ୍ଦପୁର ୦୯।୧୦ : ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି । ଦୁଇ ଦିନ ପରେ ମିଳିଲା କ୍ଷତାକ୍ତ ମୃତଦେହ । ମୃତକ ଝିଙ୍କିପିଟା ଗାଁର ବୈଦନାଥ ମାରାଣ୍ଡି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିଛି ।
ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ବୈଦ୍ୟନାଥ ଫୁଟବଲ ଖେଳ!-->!-->!-->…