Browsing Category

ଓଡିଶା

ମାଷ୍ଟର କ୍ୟାଣ୍ଟିନ୍‌ରେ ଦୁଇ ମଦ୍ୟପଙ୍କ ମଧ୍ୟରେ ମାଡ଼ପିଟ୍‌, ଜଣେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍‌ । ଭୁବନେଶ୍ୱରର ସବୁଠୁ ଲୋକାରଣ୍ୟ ଅଞ୍ଚଳ ଭାବେ ପରିଚିତ ମାଷ୍ଟର କ୍ୟାଣ୍ଟିନ ସମ୍ମୁଖ ଅଞ୍ଚଳ ଗତ କିଛିଦିନ ଧରି ଶାନ୍ତ ରହିବା ପରେ ଆଜି ଅପରାହ୍ନ ୪ଟା ସମୟରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି। ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ…

ଓଡିଶାରେ କାର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ

ଭୁବନେଶ୍ୱେର: ପୂର୍ବରୁ କାରରେ ଡ୍ରାଇଭର ସିଟ୍ ଏବଂ ପାଖରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା । ଏବେ କିନ୍ତୁ କାର ପଛରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ଓଡିଶା ସରକାରଙ୍କ ପରିବହନ ବିଭାଗ ଏ ନେଇ ଏକ ଚିଠି ଲେଖିଛନ୍ତି ପରିବହନ…

ORHDC ଓ ମେଟ୍ରୋ ବିଲ୍ଡର୍ସ ଦୁର୍ନୀତି ମାମଲା: ମହମ୍ମଦ ମୋକିମଙ୍କ ସମେତ ୪ ଜଣଙ୍କୁ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଓ ମେଟ୍ରୋ ବିଲ୍ଡର୍ସ ଦୁର୍ନୀତି ମାମଲାରେ ଗୁରୁବାର ରାୟ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ। ଏହି ମାମଲାରେ କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି…

ପାଳନ ହେଲା ବିଶ୍ୱ ହୃଦୟ ଦିବସ; ନିରୋଗ ଜୀବନଚର୍ଯ୍ୟା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ୨୯/୦୯: ଗୁରୁବାର ଝାରସୁଗୁଡ଼ାରେ ବିଶ୍ଵ ହୃଦୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବସଷ୍ଟାଣ୍ଡରୁ ମଙ୍ଗଳବଜାର ଅଡିଟୋରିୟମ ଯାଏଁ ଏକ ୱାକଥନ୍ କାର୍ଯ୍ୟକ୍ରମ କରାଯାଇଥିଲା l ଏହାସହ ମଙ୍ଗଳବଜାର ଓଡିଟେରିୟମରେ ହେଲ୍‌ଥ ଟକ୍‌ ନାମକ କାର୍ଯ୍ୟକ୍ରମ ଏବଂ ହୃଦରୋଗ…

ବାଇକ୍‌କୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ୍‌, ଜଣେ ମୃତ

ତେଲକୋଇ, ୨୯/୦୯: ଦୁର୍ଘଟଣାକୁ ନେଇ ଉତ୍ତେଜନା ଆଉ ତାପରେ ରାସ୍ତା ରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକ ଠାରେ । ଦିନ ସାଢେ ୧୨ଟା ସମୟରେ ଜଗମୋହନପୁର ଛକରେ ଗୋଟିଏ ଆଇରନ ବୋଝେଇ ଟ୍ରକ ପାଲଲହଡା ପଟୁ ଦୃତଗତିରେ ଆସୁଥିବା ବେଳେ ଏକ…

ପଞ୍ଚଭୂତରେ ବିଲୀନ ହେଲା ଜୟନ୍ତୀଙ୍କ ପାର୍ଥିବ ଶରୀର; ସ୍ୱର୍ଗଦ୍ୱାରରେ ହେଲା ଶେଷକୃତ୍ୟ

ପୁରୀ ୨୯/୦୯: ଗୁରୁବାର ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟର ପ୍ରଥମ ମହିଳା ସାଂସଦ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକଙ୍କ ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗଦ୍ଲାରରେ ଜୟନ୍ତୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ…

ବିଜେପିକୁ ଏତେ ଭୟ କାହିଁକି କରୁଛି ବିଜେଡି ? : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ …

ରାସ୍ତାରେ ଗତକାଲି ରାତି କାଟିଲେ କଟକ ମେୟର

ଭୁବନେଶ୍ୱର: ରାସ୍ତାରେ ଖାଇଲେ ରାସ୍ତାରେ ଶୋଇଲେ କଟକ ମେୟର। ମେୟର ସୁବାସ ସିଂ କଟକ ସହରର ଚୌଧୁରୀ ବଜାର ରାସ୍ତାରେ ଗତକାଲି ରାତି କାଟିଛନ୍ତି। କଟକ ସହରରେ ଜାଇକା କାମ ଚାଲିଥିବା ବେଳେ ବିଭିନ୍ନ ସମୟରେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଉଛି। ଗତକାଲି ରାତି ପ୍ରାୟ ୯ ଟା ସମୟରେ ଏଭଳି ଖବର…

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା, ୫ ମହିଳା…

ନୟାଗଡ଼:ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା । ୫ଜଣ ମହିଳାଙ୍କୁ ଗିରଫ କଲା ନୟାଗଡ଼ ଥାନା ପୋଲିସ। ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ଦଶପଲ୍ଲା ବାଣିଗୋଚ୍ଛା ଅଞ୍ଚଳର କିଛି ଲୋକଙ୍କ ଜମି ଯାଇଥିବା ବେଳେ ଆର୍ଥିକ…

ଓଡ଼ିଶାରେ ଚାଲିଛି କୁଶାସନ: ଜେପି ନଡ୍ଡା

ଭୁବନେଶ୍ୱର: ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଛନ୍ତି । ପରେ ଭୁବନେଶ୍ଵର ସ୍ଥିତ ଜନତା ମଇଦାନ ଠାରେ …