Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଳୁରୁ : ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଶିଳ୍ପପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସି ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିଛନ୍ତି । ଶିଳ୍ସପତିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଭରପୁର!-->…
ଚିଙ୍ଗୁଡ଼ି କାରଖାନାରୁ ଆମୋନିଆ ଗ୍ୟାସ୍ ନିର୍ଗତ; ୩୦ରୁ ଅଧିକ ଶ୍ରମିକ ଅୁସୁସ୍ଥ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତର ଗଡ଼ଭଙ୍ଗ ଠାରେ ଅବସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଗ୍ୟାସ ଲିକ୍ ହେବା କାରଣରୁ ୩୦ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ ହୋଇଛନ୍ତି।!-->…
କଟକରେ ହାତୀ ଉପଦ୍ରବ ଘଟଣା: ଟ୍ରାଙ୍କୁଲାଇଜ ହେଲା ଆକ୍ରମଣକାରୀ ହାତୀ
କଟକ: କଟକ ସହର ଉପକଣ୍ଠ ଜଗତପୁର ଅଞ୍ଚଳରେ ଆଜି ସକାଳୁ ତାଣ୍ଡବ ରଚିଥିବା ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିଛି। ବନ ବିଭାଗର କର୍ମଚାରୀମାନେ ଆକ୍ରମଣକାରୀ ହାତୀକୁ ବସନ୍ତ ବିହାର ଅଞ୍ଚଳରେ ଟ୍ରାଙ୍କୁଲାଇଜ କରିଥିବା ଜଣାପଡ଼ିଛି। ବନ ବିଭାଗର ପ୍ରାୟ ୨୫ ଜଣ କର୍ମଚାରୀ ଦିନସାରା ନାକେଦମ!-->…
ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ ପାଇଁ…
ଭୁବନେଶ୍ୱର ୨୮।୦୯ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ । ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ!-->…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ
କଟକ: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଓ ଯାଞ୍ଚ ବ୍ୟବସ୍ଥାକୁ ସରକାର କଡାକଡି କାର୍ଯ୍ୟକାରୀ କରିବା ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ। ଏଭଳି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ସରକାର ନିର୍ଦ୍ଧାରିତ କରିଥିବା ସମୟସୀମାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ!-->…
ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁ ଘଟଣା: ଧର୍ମେନ୍ଦ୍ରଙ୍କ ଗାଁ ଖଣ୍ଡିଆକୁଦ ଯିବ କମିଶନରେଟ୍ ପୋଲିସ୍
ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତନାଘନା ତଦନ୍ତ । ତାଙ୍କର ଦୁଇଟି ମୋବାଇଲ୍ ନମ୍ବରର ସିଡିଆର୍ ଯାଞ୍ଚ କରିବ ପୋଲିସ । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଅଧିକ ଖୋଳତାଡ ପାଇଁ ତାଙ୍କ ଗାଁ ଗୋପର!-->…
ଟିଟିଇ ସ୍ବାମୀଙ୍କ ଘର ଆଗରେ ଧାରଣା ଦେବା ଘଟଣା; ଖୋର୍ଦ୍ଧା ଡିଆରଏମଙ୍କୁ ଭେଟି ଅଭିଯୋଗ କଲେ ସ୍ତ୍ରୀ ସ୍ୱପ୍ନା
ବ୍ରହ୍ମପୁର ୨୮/୦୯: ବ୍ରହ୍ମପୁରରେ ସ୍ବପ୍ନା ନାମକ ଜୈନିକ ମହିଳା ସ୍ବାମୀ ଘର ଆଗରେ ଧାରଣା ଦେବା ଘଟଣା। ଆଜି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ସ୍ବପ୍ନା ଖୋର୍ଦ୍ଧାରେ ଥିବା ଡିଆରଏମଘଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। ବୁଧବାର ତାଙ୍କ ଧାରଣାର ୬ ଦିନରେ!-->…
ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ମୃତଦେହ ଉଦ୍ଧାର
ଭଦ୍ରକ, ୨୮/୦୯: ଭଦ୍ରକ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ମୃତକ ସରସଦା ପଞ୍ଚାୟତ!-->…
ଗୁଳି ମାଡ଼ରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ବାଲେଶ୍ୱର: ମାଛ ମାରୁଥିଲେ ମତ୍ସ୍ୟଜୀବୀ। ହଠାତ୍ ଦେହରେ ବାଜିଲା ଗୁଳି। ଗୁଳି ମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଆଜି ବାଲେଶ୍ୱର ଚାନ୍ଦିପୁରରେ ଏହି ଅଘଟଣ ଘଟିଛି। ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ ରେଞ୍ଜ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳ!-->…
ରବି ରାଜା ହତ୍ୟା ଘଟଣାରେ ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ
ରାଉରକେଲା : ରାଉରକେଲା ସହରର ମଧୁସୂଦନପାଲି ବସ୍ତିରେ ରବି ରାଜା ହତ୍ୟା ଘଟଣାରେ ୩ ଦୋଷୀଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ରାଉରକେଲା ଏଡିଜେ ୧ କୋର୍ଟ ଆଜି ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ!-->…