Browsing Category

ଓଡିଶା

ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍‌ ଚୋରି କରିଥିଲେ, ମାସେ ପରେ ବନ୍ଧା ହେଲେ ୫ ଜଣ

ପାରାଦୀପ: ଟ୍ରକ୍‌ ବିକି ମାଲେମାଲ ହେବାକୁ ମାସେ ତଳେ ଘଟାଇଥିଲେ  ଅମାନବୀୟ କାଣ୍ଡ । ଉଛୁଳା ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍‌ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଉକ୍ତ ଟ୍ରକ୍‌କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିବା ବେଳେ ଏବେ ପୁଲିସ୍‌ ୫…

ଜୋବ୍ରା ଆନିକଟରେ ଲାଗିଲା ହାତୀର ମୃତଦେହ

କଟକ: ଚୌଦ୍ୱାର ଦେଇ ଜଗତପୁର ଅଞ୍ଚଳକୁ ହାତୀପଲ ଚାଲି ଆସି ଉତ୍ପାତ ରଚିଥିବା ବେଳେ ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍‌ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ…

କଟକ ସହରରେ ପଶିଲେ ହାତୀ, ଆକ୍ରମଣରେ ୨ ମୃତ

କଟକ: କଟକ ଜଗତପୁର ଅଞ୍ଚଳରେ ଗତ ରାତିରୁ ଏକ ହାତୀପଲ ପଶି ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା…

ପାଇଲଟ୍ ହେବାର ସ୍ୱପ୍ନ ଦେଖୁଥିବା ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ପ୍ରେରଣା : ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ…

ସୁନ୍ଦରଗଡ଼ : ‘‘ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ

ପୁରୀ ୨୭।୦୯ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ନୀତି ସବ କମିଟି ଓ ଛତିଶା ନିଯୋଗରେ ହୋଇଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମୋହର ମାରିଲା ପରିଚାଳନା କମିଟି । ମହାପ୍ରଭୁଙ୍କ ଜମି ବିକ୍ରିର ଡିଜିଟାଇଜେସନ ହେବ। ଆଦର୍ଶ ଗୁରୁକୂଳକୁ ଜମି ଲିଜରେ ଦିଆଯିବ। ସେହିପରି ସେବକ…

ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ବର: ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ନଭେମ୍ବର ୨ ତାରିଖ ଯାଏଁ ଚାଲିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀ ମିଶ୍ର, ଅରୁଣ…

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଚାରି ପଟେ ଗେଟ୍‌ ବନ୍ଦକୁ ନେଇ ସରପଞ୍ଚ ଏବଂ କୁଳପତିଙ୍କ ଆଲୋଚନା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ କିଛ ଦିନ ହେଲା କ୍ୟାମ୍ପସ ଚାରିପଟେ ରହିଥିବା ୫ଟି ଗେଟକୁ ତାଲା ପକାଇବା ଯୋଗୁଁ କ୍ୟାମ୍ପସ ଚାରିକଡେ ରହୁଥିବା ଅଧିବାସୀ ମାନେ ହଇରାଣ ହରକତ ହେଉଛନ୍ତି । ଆଉ ଏଥିପାଇଁ ସୋମବାର ସ୍ଥାନୀୟ ସରପଞ୍ଚ କୁଳପତିଙ୍କୁ ସାକ୍ଷାତ କରି ଗେଟ୍‌…

ନୂଆଗଡ଼ ବୁରୁଜ ନିକଟରୁ ମହିଳାଙ୍କ ମୃତଦେହ ଠାବ

ଅସ୍ତରଙ୍ଗ: ସାମୁଦ୍ରିକ ଥାନା ଅନ୍ତର୍ଗତ ନୂଆଗଡ଼ ମାଛଧରା ଜେଟି ନିକଟସ୍ଥ ଏକ ସ୍ପର ନିକଟରୁ ଜଣେ ମହିଳାଙ୍କ ମୃତଦେହ ସ୍ଥାନୀୟ ପୁଲିସ୍ ଠାବ କରିଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁ ପରେ ଏଠାକୁ ମୃତଦେହ ଆସି କିପରି ଲାଗିଲା ତାକୁ ନେଇ ସନ୍ଦେହ ବଢୁଛି। ମୃତ ମହିଳାଙ୍କର ବୟସ…

ଘରେ ପଶୁଥିଲେ ଲୁଟେରା, ପାଟି କରିବାରୁ ଘର ମାଲିକଙ୍କୁ ହତ୍ୟା

ଯାଜପୁର: ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ । ଚୋରି କରିବାକୁ ଯାଇଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବରି ବ୍ଲକ ଚଟୁମାରି ଗାଁର ବିଶ୍ୱରଞ୍ଜନ ବିଶ୍ୱାଳ । ଗତକାଲି ରାତିରେ ବିଶ୍ୱରଞ୍ଜନ ଘର ବାରଣ୍ଡାରେ ଶୋଇଥିଲେ । ଚୋର…

ଜଙ୍ଗଲରୁ ପୁଣି ଏକ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ନାଫ୍ରି ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ହାତୀ ଶାବକର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ମଙ୍ଗଳବାର ସକାଳୁ ବନ…