Browsing Category

ଓଡିଶା

ଅଶାନ୍ତ ସମୁଦ୍ର ଗର୍ଭରେ ପୁରୀ-କୋଣାର୍କ ବେଳାମାର୍ଗର ଆଉ ଶହେ ମିଟର

କୋଣାର୍କ :କୋଣାର୍କ ଚନ୍ଦ୍ରଭାଗା ଉପକୂଳରେ ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର। ଚନ୍ଦ୍ରଭାଗା ବଜାରର ଉଭୟ ପାର୍ଶ୍ବ ଅର୍ଥାତ୍‌ ପୂର୍ବ ଓ ପଶ୍ଚିମ ଦିଗରେ ସମୁଦ୍ର ବିଭିନ୍ନ ସ୍ଥାନରେ କୂଳ ଖାଉଥିବାର ପରିଲକ୍ଷିତ ହୋଇଛି। ପୂର୍ବ ଦିଗରେ କେଳୁଣୀ ମୁହାଣ ପଟକୁ ଜନବସତି ନଥିବାରୁ ସମୁଦ୍ର କୁଳ…

ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ

କଟକ: ଏସସିବି ମେଡିକାଲ୍ ପରିସରରେ ଏକ୍ସପାରି ଔଷଧ ବିକ୍ରି ଅଭିଯୋଗ ହୋଇଛି। କଲ୍ୟାଣୀ ମେଡିକାଲ ଷ୍ଟୋର ଏକ୍ସପାରି ଔଷଧ ବିକ୍ରି ହେଉଥିବା ନେଇ  ଅଭିଯୋଗ ଆସିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଗଷ୍ଟ ମାସର ଏକ୍ସପାରି ରକ୍ତଚାପ ଔଷଧ ବିକ୍ରି…

ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି…

ମାଟିରେ ମିଶିଲା ସାନଛତା ମଠ

ପୁରୀ : ଶ୍ରୀମନ୍ଦିର ସେବା ସହ ଜଡ଼ିତ ‘ସାନଛତା ମଠ’କୁ ମାଟିରେ ମିଶାଇ ଦିଆଯାଇଛି। ରାତି ଅଧରେ ଜେସିବି ଲଗାଇ ଏହି ମଠକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ମଠ ମହନ୍ତଙ୍କ ସହ ଭକ୍ତ ମହଲରେ ବି ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ମଠ ସହ ମହାପ୍ରଭୁଙ୍କ ଦୋଳବେଦିକୁ ଲାଗି ରହିଥିବା ଡାକ୍ତରଖାନାକୁ…

ରାଇରଙ୍ଗପୁର ସହରରେ ସେକ୍ସ ରାକେଟ ! ଚଢାଉ ବେଳେ ଉଦ୍ଧାର ହେଲେ ୨ ମହିଳା, ୩ ଯୁବକ ଗିରଫ

ରାଇରଙ୍ଗପୁର: ରାଜଧାନୀଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ଏବେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଛି । ରାଇରଙ୍ଗପୁର ସହରରେ ମଧ୍ୟ ସକ୍ରିୟ ହେଉଛି ସେକ୍ସ ରାକେଟ ! ସହରର ବିଭିନ୍ନ ହୋଟେଲ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲି ଆସୁଥିବା ବେଳେ ପାର୍ବଣ ଋତୁରେ ପୋଲିସକୁ ଚକମା ଦେବା…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପୁରୀ ରେ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ

ପୁରୀ: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ପୁନର୍ବାର ପର୍ଯ୍ୟଟନ । ଏହି ଅବସରରେ ପୁରୀର ଗୋଲଡେନ ବିଚ୍‌ରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଛି । ୨୦ ଟନ୍‌ ବାଲିରେ ତିଆରି ହୋଇଥିବ ଏହି କଳାକୃତି ପାଇଁ ୧୨ ଘଣ୍ଟା ସମୟ…

ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

କଟକ: ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା…

ରାଷ୍ଟ୍ରପତି ଭବନରେ ରାଜଯୋଗୀ ବ୍ରହ୍ମାକୁମାର

ଭୁବନେଶ୍ୱର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ରାଜଯୋଗୀ ବ୍ରହ୍ମାକୁମାର ବିଜୟ ଭାଇ ୧୪ଜଣ ବିଶିଷ୍ଟ ଉଦ୍ୟୋଗପତି, ଦିଲୀର ବରିଷ୍ଠ ରାଜଯୋଗୀ ଜୟପ୍ରକାଶ ଭାଇ, ପ୍ରଭାତ ଭାଇ, ମୁମ୍ବଇର ତ୍ରିନାଥ ଭାଇ, ରାଜଯୋଗିନୀ ବ୍ରହ୍ମାକୁମାରୀ ସୂଚିତା ଭଉଣୀ ପ୍ରମୁଖ ରାଷ୍ଟ୍ରପତି…

କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁଣିଥରେ ଅଶାନ୍ତ ରାଜଧାନୀ । ଫୁଟିଲା ବୋମା। ଗତକାଲି ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ଗୋଟେ କି ୨ଟା ନୁହେଁ, ବାର୍‌ ଉପରକୁ ଏକାବେଳେ ୪ଟି…

ଧଳା ଜହର ବଳୟରେ ବ୍ରହ୍ମପୁର..! : ଫଳ ବିକାଳି ମହିଳାଙ୍କ ପାଖରୁ ମିଳିଲା ୧୨୭ ଗ୍ରାମ୍‌ ବ୍ରାଉନସୁଗର

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଠେଲା ଗାଡିରେ ଫଳ ବିକ୍ରି କରୁଥିବା ଜଣେ ମହିଳାଙ୍କ ନିକଟରୁ ସୋମବାର ୧୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଗିରଫ ମହିଳା ଜଣକ ହେଲେ ଗେଟବଜାରର ସୁକାନ୍ତି ବେହେରା। ଜବତ ବ୍ରାଉନସୁଗର୍‌ର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ…