Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ : ତର୍ଜମା ପରେ ନିଷ୍ପତ୍ତି ନିଆଯିବ- ଆଇନମନ୍ତ୍ରୀ
ଭୁବନେଶ୍ୱର ୨୩।୦୯: ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ଯେତେବେଳେ ଆବଶ୍ୟକ ପଡେ ସେବେ ମରାମତି କଥା ଆସେ । ଏଏସ୍ଆଇ ଯେଉଁ ଚିଠି ଲେଖିଛନ୍ତି ତାକୁ ତର୍ଜମା କରିବା ପରେ ନିଷ୍ପତ୍ତି ନିଆଯିବ । ଆଲୋଚନା ପର୍ଯ୍ୟାଲୋଚନା ପରେ ହିଁ ନିଷ୍ପତ୍ତି ନିଆଯାଇ!-->…
RGH ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ରାଉରକେଲା ୨୩/୦୯: ରାଉରକେଲା ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ । ରାଉରକେଲା ସରକାରୀ କ୍ତରଖାନା(RGH) ପରିଦର୍ଶନ କରିବା ସହ ରୋଗୀଙ୍କୁ ଭେଟି ଭଲ ମନ୍ଦ ପଚାରି ବୁଝିଛନ୍ତି । ଏହାସହ ଶିଶୁ ଓ ମାତୃ ବିଭାଗ, ଆଖି ବିଭାଗ, ରକ୍ତ ଭଣ୍ଡାର ବରିଷ୍ଠ ଅଧିକାରୀ ସହ କରିଥିଲେ ଆଲୋଚନା ।
ତେବେ!-->!-->!-->…
ନୟାଗଡ଼ରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳି କରି ହତ୍ୟା
ନୟାଗଡ଼: ନୟାଗଡ଼ରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୁଳିମାଡ଼ । ମୃତଦେହ ସହ ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ମୃତକ ଜଣଙ୍କ ହେଲେ ଗଣିଆ ଥାନା ରାସଂଗ ଗ୍ରାମର ରଜତ ରାଉତ । ରାସଂଗ ପଞ୍ଚାୟତ ଗୋଛାବାରି ଗ୍ରାମର ତାରେନି ବେହେରା ଓ ସାଗର ବେହେରାଙ୍କ ସହ ରଜତଙ୍କ ବଚସା!-->…
ପୁରୀ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ଏମଏର ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ
ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ଏମଏର ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି। ପୂର୍ବରୁ ୨୦୧୪ ମସିହାରେ ଏନଏମଏ ନୂଆ ପ୍ରଶାସନିକ କୋଠା ପାଇଁ ୧୨. ୧୯ ମିଟର ତଥା!-->…
ଟ୍ରକ୍ ଧକାରେ ଯୁବକ ମୃତ
ନିଶ୍ଚିତକୋଇଲି ୨୩/୦୯: ଟ୍ରକ୍ ଧକ୍କାରେ ଯୁବକ ମୃତ। ନିଶ୍ଚନ୍ତକୋଇଲି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ସୁକରପଡା ବଜାରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ଗୋତରା ପଞ୍ଚାୟତ ଆପିଲୋ ଗ୍ରାମର ସୁବାସ ପଣ୍ଡାଙ୍କ ୪୨ ବର୍ଷୀୟ ପୁଅ ମାନସ!-->…
କଳାହାଣ୍ଡି ରେ ଡାଇରିଆ ଆତଙ୍କ, ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍
ଧର୍ମଗଡ଼ ୨୩।୦୯: କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ l ଗତ ଦୁଇ ମାସ ହେବ ଜିଲ୍ଲାର ବିଭିନ୍ନ ବ୍ଲକରେ ଡାଇରିଆ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଏବଂ ମେଡିକାଲ ଟିମ ଗାଁ ଗାଁରେ ଯାଇ ସ୍ଥିତି ଅନୁଧ୍ୟାନ କରି ମେଡ଼ିସିନ ଦେଉଛନ୍ତି । ହେଲେ ବର୍ତମାନ ପୁଣି ଆଉ ଏକ ବ୍ଲକରେ ଡାଇରିଆ!-->…
ଧବଳେଶ୍ୱରରେ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଲୋକାର୍ପିତ
ଆଠଗଡ଼: ଧବଳେଶ୍ୱରରେ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଏହି ନବ ନିର୍ମିତ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଧବଳେଶ୍ୱର ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏହା ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ!-->…
ବ୍ୟାଗ୍ରୁ ମିଳିଲା ନବଜାତର ମୃତଦେହ
ଭଦ୍ରକ ୨୩।୦୯ : ମେଡିକାଲ ପରିସରରୁ ନବଜାତ ଉଦ୍ଧାର । ଜନ୍ମ ପରେ ନବଜାତକୁ ବ୍ୟାଗ୍ରେ ଫିଙ୍ଗି ଦେଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।
ଖବର ଅନୁଯାୟୀ, ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ ପାର୍କିଂ ପାଇଁ ଯିବା!-->!-->!-->…
୩୪ ଏକର ଭିତରେ ସୀମିତ ରହିବ ବାଲିଯାତ୍ରା
କଟକ ୨୩।୦୯ : ୩୪ ଏକର ଜାଗା ଭିତରେ ସୀମିତ ରହିବ ବାଲିଯାତ୍ରା । ବାଲିଯାତ୍ରାକୁ ସଂପ୍ରସାରିତ କରିବାକୁ ହେଲେ ଅନୁମତି ଲୋଡା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ । ମହାନଦୀ ପଠାକୁ!-->…
ଅଜଣା ଗାଡି ଧକ୍କାରେ ଦୁଇ ମୃତ
ପଟ୍ଟାମୁଣ୍ଡାଇ: ଅଜଣା ଗାଡି ଧକ୍କାରେ ଦୁଇ ମୃତ ଜଣେ ଗୁରୁତର । ରାଜକନିକା ପେଗର ପଡା ଚଡେଇଖିଆ ନାଳ ପାଖରେ ଅଘଟଣ । ତିନି ଜଣ ସାଙ୍ଗ ଗୋଟିଏ ବାଇକ ନିଜ ଘରକୁ ଫେରିବା ସମୟରେ ଅଘଟଣ ।
କେହି ଅଜଣା ଗାଡି ପିଟି ଚାଲି ଯାଇଥିବା ସନ୍ଦେହ । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ!-->!-->!-->…