Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୪ ଫୁଟ୍ ଲମ୍ୱର ବଜ୍ରକାପ୍ତା ଉଦ୍ଧାର
ସାଲେପୁର, ୨୨/୦୯: କିଶନ ନଗର ଥାନା ସିର୍ଲୋ ବରମମ୍ପୁରରୁ ଏକ ବଜ୍ରକାପ୍ତା ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛି । ବଜ୍ରକାପ୍ତାଟିର ଲମ୍ବା ପ୍ରାୟ ୪ ଫୁଟ ହେବ। ବଜ୍ରକାପ୍ତାଟିକୁ ଚୋରି କରି ବିକ୍ରି କରିବା ପାଇଁ ନେଉଥିବା ବେଳେ ଧରାପଡ଼ିଯିବା ଭୟରେ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଗଲା ଶିଶୁ ପୁତ୍ର, ୪ ଘଣ୍ଟାପରେ ଉଦ୍ଧାର
ରାୟଗଡ଼ା, ୨୨/୦୯: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ଶିଶୁ ପୁତ୍ର ୪ ଘଣ୍ଟା ପରେ ଉଦ୍ଧାର ହୋଇଛି । ଜଣେ ପୁରୁଷ ଚୋରି କରିଥିବା ସିସିଟିଭି କ୍ୟାମେରା ଫୁଟେଜରୁ ସ୍ପଷ୍ଟ ଦେଖିବାକୁ ମିଳିଛି । ଶିଶୁପୁତ୍ରକୁ ଦୁଇ ଜଣ ମହିଳା ହସ୍ତାନ୍ତର କରିଛନ୍ତି । ରାୟଗଡ଼ା ବ୍ଲକ ବାଲେଷର ଗ୍ରାମର ପେଶୁ!-->…
୫୧ ଗ୍ରାମର ବ୍ରାଉନସୁଗାର ଜବତ, ୪ ଗିରଫ
ଖୋର୍ଦ୍ଧା ୨୨।୦୯ : ୫୧ ଗ୍ରାମର ବ୍ରାଉନସୁଗାର ଜବତ। ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହୋଇଛି । ଏହାସହ ୪ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ ହୋଇଛି।
ତେବେ ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ!-->!-->!-->…
ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ
କୋଣାର୍କ: ସାଇକେଲରେ ଯାଉଥିଲେ ଯୁବକ । ପିଟିଦେଲା ଟ୍ରକ୍। ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ ହେବା ଦେଖାଦେଲା ଉତ୍ତେଜନା । ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ। ଏପରି ଉତ୍ତେଜନାମୂଳକ ପରିସ୍ଥିତି ଆଜି ପୁରୀ ଜିଲ୍ଲା ନିମାପଡ଼ା-ପିପିଲି ରାସ୍ତା ଜଇନାବାଦରେ ଦେଖିବାକୁ ମିଳିଛି। !-->…
ନକଲି ମେଡିସିନ୍ ନେଇ ତନାଘନା, ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡିଶା ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର ୨୨।୦୯ : ରାଜ୍ୟରେ ନକଲି ମେଡିସିନ୍ ନେଇ ତନାଘନା। ବିହାର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ସ୍ୱାସ୍ଥ୍ୟ ସଚିବ। ଓଡ଼ିଶାରେ ଧରା ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦, ଟେଲମା-ଏମ ବିହାର ଗୟା ସ୍ଥିତ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି ।
ତେବେ ପୂର୍ବରୁ!-->!-->!-->…
ଧାମନଗର ବିଧାନସଭା ଆସନ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି
ଧାମନଗର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଗଲା । ଗତ ୧୯ ତାରିଖରେ ବିଷ୍ଣୁ ସେଠୀଙ୍କ ବିୟୋଗ ହୋଇଥିଲା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଏବେ ଖାଲି ପଡିଛି!-->…
ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାମ ସୁଜାତା ରଥ ବୋଲି ଜଣାପଡ଼ିଛି । ସୁଜାତାଙ୍କ!-->…
କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ: ସିଡିଏମଓଙ୍କୁ ନବରଙ୍ଗପୁରକୁ ବଦଳି
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓଙ୍କୁ ନବରଙ୍ଗପୁରକୁ ବଦଳି। ସିଡିଏମଓ ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
ରାଜପଥରେ ଓଲଟି ପଡ଼ିଲା ଟ୍ରକ୍, ବୋହିନେଲେ ଛେଳି !
ଭଦ୍ରକ: ଓଲଟି ପଡିଲା ଛେଳି ବୋଝେଇ ଟ୍ରକ । ଦୁର୍ଘଟଣାର ସୁଯୋଗ ନେଇ ଶତାଧିକ ଛେଳିଙ୍କୁ ନେଇଗଲେ ଚୋର । ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ଆସିଛି ଏହି ଅଭିଯୋଗ । ଭଣ୍ଡାରିପୋଖରୀ ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ତିନିଶହରୁ ଅଧିକ ଛେଳି ନେଇଯାଉଥିବା ଟ୍ରକ ଭାରସାମ୍ୟ ହରାଇ!-->…
ପୁଣି ମୋ ବସ୍ରେ ଲୁଟ୍, କଲେଜ ଛାତ୍ରୀଙ୍କ ବ୍ୟାଗରୁ ନେଇଗଲେ ମୋବାଇଲ
ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ!-->…