Browsing Category

ଓଡିଶା

ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି ଟିମ୍‌

ନୂଆଦିଲ୍ଲୀ I ଭୁବନେଶ୍ୱର ୨୬/୧୦: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଟିମ୍‌ ଆୟୋଗଙ୍କୁ ସାକ୍ଷାତ କରିଛି। ଧାମନଗର ଉପନିର୍ବାଚନରେ ଅନିୟମିତତା ହେଉଥିବା ବିଜେପି ଟିମ୍‌ ଇଲେକ୍ସନ କମିଶନରଙ୍କ…

ଧାମନଗର ଉପ-ନିର୍ବାଚନ: ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର୨୫/୧୦: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ…

ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣା: ଶାଶୁ ଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ୱର: ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣାରେ ଶାଶୁ ଗିରଫ। ତମାଣ୍ଡୋ ଥାନା ପୋଲିସ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୪୯୮A, ୩୦୪B, ୩୪୧PC ଲାଗିଛି। ଘଟମାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ୱାମୀ, ଶଶୁର ଓ ନଣନ୍ଦ…

ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ୨୦ ବାଲାଂଦେଶୀ ମତ୍ସ୍ୟଜୀବ ଉଦ୍ଧାର

ପାରାଦୀପ: ଭାଗ୍ଯ ଥିଲା ଟାଣ। ସାହା ହେଲେ ଭଗବାନ। ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ଉଦ୍ଧାର ହେଲେ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ମାଛ ଧରୁଥିବାବେଳେ ଭାଙ୍ଗିଯାଇଥିଲା ବୋଟ । ସମୁଦ୍ରରେ ଶୋଲ ଧରି ଭାସୁଥିବାବେଳେ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ସିତରଙ୍ଗ ବାତ୍ୟାର…

ଧାମନଗର ଉପନିର୍ବାଚନ ଭୋଟିଂ ବେଳେ ମୁତୟନ ହେବେ ୧୦ ପ୍ଲାଟୁନ୍ ଫୋର୍ସ : CEO

ଭୁବନେଶ୍ୱର ୨୫/୧୦: ଧାମନଗର ଉପନିର୍ବାଚନ ନେଇ CEOଙ୍କ ପ୍ରେସମିଟ୍ । ଧାମନଗର ଉପନିର୍ବାଚନରେ ୧୧ ଶହ ପୁଲିଙ୍ଗ ଅଧିକାରୀ ନିୟୋଜିତ ରହିବେ । ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ବି ଆସି ସାରିଛନ୍ତି । ନିର୍ବାଚନ ପାଇଁ ପୋଲିସ ପକ୍ଷରୁ କଡା…

ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର୍ ନୋଟିସ୍

କଟକ ୨୫/୧୦: ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର୍ ନୋଟିସ୍ । ସକିଲ ସମେତ ଆଉ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର ପାଇଁ ଜାରି ହୋଇଛି ନୋଟିସ୍ । ସକିଲକୁ ନୋଟିସ୍ ଜାରି କରିଛି ମଙ୍ଗଳାବାଗ୍ ପୋଲିସ । ନିକଟରେ ଜେଲରୁ ଜାମିନରେ ମୁକୁଳିଥିଲା ଗ୍ୟାଙ୍ଗଷ୍ଟର ସକିଲ । ଅନ୍ୟ ଦୁଇ ଅପରାଧୀ ମିଲନ…

ନକଲି ଔଷଧ କାରବାର ଘଟଣା, ଦୁଇ ଏଜେନ୍ସି ମାଲିକ ଗିରଫ

କଟକ ୨୫/୧୦: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସକୁ ସଫଳତା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୁରୀ ଘାଟ ଥାନା ପୋଲିସ । ନୟା ସଡକର ଦୁଇ ଏଜେନ୍ସିର ମାଲିକଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗିରଫ ଡିଷ୍ଟ୍ରିବିୟୁଟରଙ୍କ ଠାରୁ ଔଷଧ କିଣୁଥିଲେ ଏମାନେ । ପୂର୍ବରୁ ଏହି ମାମଲାରେ ୬…

ORHDC ଦୁର୍ନୀତି ମାମଲା, ପୀୟୁଷ ମହାନ୍ତିଙ୍କୁ ଜାମିନ୍

କଟକ ୨୫/୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲାଗିଲା ଅନ୍ତରୀଣ ରହିତାଦେଶ । ପୀୟୁଷଙ୍କୁ ମିଳିଲା ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ମେଟ୍ରୋ…

କଂସା,ପିତଳ ବୋଝେଇ ମିନି ଟ୍ରକକୁ ପୋଡିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରେଢାଖୋଲ: କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନିଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଅଭିଯୋଗ। ରେଢ଼ାଖୋଲ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କଇଥସାହିର ମସଜିଦ ପାଖରେ ଘଟିଛି ଏହି ଘଟଣା । ସୂଚନା ମୁତାବକ, ଜଣେ ବ୍ୟବସାୟୀଙ୍କ ଏକ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌, ମହିଳାଙ୍କ ଗର୍ଭପାତ ଅଭିଯୋଗ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌ । ମାରପିଟ୍‌ରେ ମହିଳାଙ୍କ ଗର୍ଭପାତ ଅଭିଯୋଗ । ଭୁବନେଶ୍ୱର ପାହଳ ଥାନା ବାଙ୍ଗୁଆରି ଗାଁରୁ ଆସିଛି ଏପରି ଅଭିଯୋଗ । ଗତ ୨ ତାରିଖରେ ସୋନାଲି ପଣ୍ଡା, ଏବଂ ତାଙ୍କ ପରିବାର ଲୋକଙ୍କୁ କିଛି ଲୋକ ମାରପିଟ କରିଥିଲେ । ଏଥିରେ ସୋନାଲିଙ୍କ…