Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ମର୍ଡର, ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ
ଭୁବନେଶ୍ବର ୨୦।୦୯ : ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତକ ରାଜମୋହନ ସେନାପତି ହୋଇଥିବା ବେଳେ ହତ୍ୟାକାରୀ ବଡଭାଇ ହେଲେ ବିଶ୍ବମୋହନ ସେନାପତି ବୋଲି ଜଣାପଡିଛି।
ଖବର ଅନୁଯାୟୀ, ବଡଭାଇ ନୟାପଲ୍ଲୀ ଅଞ୍ଚଳରେ!-->!-->!-->…
ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦାରେ ଲାଗିବ ଲଗାମ, ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ
ଭୁବନେଶ୍ୱର ୨୦।୦୯ : ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ। ଚନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି!-->…
ଓଡିଶା ଆସିବେ ପ୍ରଭାରୀ ସୁନୀଲ ବଂଶଲ
ଭୁବନେଶ୍ୱର : ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଆସିବେ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ନଡ୍ଡାଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ ବଂଶଲ । ଏହାସହ ସଙ୍ଗଠନ ମଜବୁତ ନେଇ ବରିଷ୍ଠ!-->…
କଣ୍ଟାବାଞ୍ଜି : ଲଜରୁ ଟଙ୍କା ଜବତ ଘଟଣା, ୫ ଇଟାଭାଟି ମାଲିକ ଓ ୨ ଦାଦନ ସର୍ଦ୍ଦାରଙ୍କୁ ଗିରଫ କଲା ପୋଲିସ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଲଜ୍ରୁ ଟଙ୍କା ଜବତ ଘଟଣା। ୫ଜଣ ଇଟାଭାଟି ମାଲିକ ଓ ଦୁଇ ଜଣ ଦାଦନ ସର୍ଦ୍ଦାରକୁ ଏସ୍ପି ଅଫିସକୁ ଉଠାଇ ଆଣିଲା କଣ୍ଟାବାଞ୍ଜି ପୋଲିସ। ଅତିରିକ୍ତ ଏସ୍ପିଙ୍କ ପ୍ରକୋଷ୍ଠରେ ଚାଲିଛି ପଚରାଉଚରା। ବଢୁଛି ହେରଫେର ଟଙ୍କାର ପରିମାଣ। ପ୍ରଥମେ ୫୮ଲକ୍ଷ ଟଙ୍କା ଜବତ!-->…
ଭାରତ ଯୋଡ଼ୋ ଯାତ୍ରା ପାଇଁ ମହିଳା କଂଗ୍ରେସର ପ୍ରସ୍ତୁତି ବୈଠକ
ରାଜ୍ୟରେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ବୁଥ, ବ୍ଲକ, ଜିଲ୍ଲା ଏବଂ ପ୍ରାଦେଶିକ!-->…
ଗାଧୋଇବା ବେଳେ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡା ପଞ୍ଚାୟତ ବାଙ୍ଗରଡା ଗାଁ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ । ବାଙ୍ଗରଡା ଗାଁର ବଳିଆ ଡାକୁଆ ନିଖୋଜ ରହିଥିବା ବେଳେ ଜଗନ୍ନାଥ ସେଠିକୁ ସାନ ଖେମୁଣ୍ଡି ଦମକଳ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ।!-->…
ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି
ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି।
ରାଷ୍ଚ୍ରପତି ନିର୍ବାଚନରେ!-->!-->!-->…
୨୨ରେ କ୍ୟାବିନେଟ୍ ବୈଠକ, ୪ଟି ବିଭାଗର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ
ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ବୈଠକରେ ପଂଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ!-->…
ମହଙ୍ଗା ପଡିଲା ପୋଲିସକୁ ବିରୋଧ ଏବଂ ଦୁର୍ବ୍ୟବହାର, ବନ୍ତ ଛକରେ ୧୪୪ ଧାରା ଜାରି
ଭଦ୍ରକ ୨୦।୦୯ : ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ ନିକଟରେ!-->!-->!-->…
ସାଲିଆସାହିରେ କମିଶନରେଟ୍ ପୋଲିସର ଚଢାଉ, ବିପୁଳ ପରିମାଣର ଦେଶୀ ମଦ ନଷ୍ଟ
ଭୁବନେଶ୍ବର ୨୦।୦୯: ଦଶହରା ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଭୁବନେଶ୍ବର ସାଲିଆସାହିରେ ପୋଲିସର ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଥିବା ସୂଚନା ।
ଖବର ଅନୁଯାୟୀ,!-->!-->!-->…