Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ପରାକ୍ରମ ଦେଖାଇଲେ ବାୟୁବୀର
ଭୁବନେଶ୍ୱର ୧୬/୦୯: ଆଜି ରାଜଧାନୀ ଭୁବନେଶ୍ବରରେ ସୂର୍ଯ୍ୟକିରଣ ଏୟାର ସୋ । ବାୟୁସେନା ଦେଖାଇଛି ଦମଦାର ପ୍ରଦର୍ଶନ । କୂଆଖାଈ ବାଲିଯାତ୍ରା ପଡିଆରେ ହୋଇଥିଲା ଏହି ସୂର୍ଯ୍ୟକିରଣ ସୋ । ଦେଖିବାକୁ ମିଳିଲା ଶହ ଶହ ସଂଖ୍ୟାରେ ଭିଡ । ଆକାଶରେ ଗର୍ଜିଥିଲା ୯ ଲଢୁଆ ହକ୍ ବିମାନ । ଘଣ୍ଟାକୁ ୧୬୦୦!-->…
ହାଇଡ୍ରା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ
ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ହାଇଡ୍ରା ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ଲିଜା ଧୁରିଆ ଓ ତାଙ୍କ ଘର ଜମିଦାରପଡ଼ା ବୋଲି ଜଣାପଡିଛି। ଲିଜା ସାଇକେଲରେ ଅର୍ଡ଼ା କଲେଜକୁ ଯାଉଥିବା ସମୟରେ ରାସ୍ତାରେ ତାଙ୍କୁ ଏକ ବଡ଼!-->…
ସିଆଲଦା-ପୁରୀ ମଧ୍ୟରେ ଚାଲିବ ପୂଜା ସ୍ପେସାଲ
ଭୁବନେଶ୍ବର : ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା-ପୁରୀ ମଧ୍ୟରେ ପୂଜା ସ୍ପେସାଲ ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା ହୋଇଛି। ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେସାଲ ଅକ୍ଟୋବର ୧, ୨୦୨୨ ରୁ ଅକ୍ଟୋବର ୨୯, ୨୦୨୨ ମଧ୍ୟରେ ୫ ଟ୍ରିପ କରିବ। ପ୍ରତି!-->…
ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ
ଭୋଗରାଇ ୧୬/୦୯: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭାରମୁଳି ପଂଚାୟତ ଚୌକି ଗ୍ରାମର ଚନ୍ଦନ ଆଧେକ । ତାଙ୍କ ବୟସ ୩୦ ହେବ । ବାପା ଜଗନ୍ନାଥ ଆଧେକ ତାଙ୍କର ଦୁଇ ଭାଇ ଜଣେ ଭଉଣୀ ଅଛନ୍ତି । ତାଙ୍କର ଚୌକି ବଜାରରେ ଏକ ସାଇକେଲ ଦୋକାନ!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୪ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୬/୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
କଣ୍ଟାବାଞ୍ଜି ସହରର ଏକ ଲଜରୁ ୬୦ ଲକ୍ଷ ଜବତ: ୭ ଗିରଫ
କଣ୍ଟାବାଞ୍ଜି ୧୬/୦୯: ପାର୍ବଣ ଆରମ୍ଭରୁ ପୋଲିସକୁ ସଫଳତା । ଲଜରୁ ମିଳିଲା ୬୦ ଲକ୍ଷରୁ ଅଧିକ ଟଙ୍କା । କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ପୋଲିସ । ବିଳମ୍ବିତ ରାତି କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜ ରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୭ ରାଜ୍ୟ!-->…
ଲୋକଙ୍କ ପାଇଁ କାମ କଲେ କ୍ଲାନ୍ତ ଅନୁଭବ ହୁଏନି: ନବୀନ
ଭୁବନେଶ୍ୱର ୧୬/୦୯: ଲୋକଙ୍କ ପାଇଁ କାମ କଲେ କଷ୍ଟ ଲାଗେନି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କ ପ୍ରଶ୍ନରେ ଇଏ ଥିଲା ନବୀନଙ୍କ ଉତ୍ତର । ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ!-->…
ଖୁବଶୀଘ୍ର ଓଡ଼ିଶାରେ 5G ଟେଲିକମ ସେବା
ନୂଆଦିଲ୍ଲୀ ୧୬/୦୯: ଖୁବ୍ ଶୀଘ୍ର ଓଡ଼ିଶାରେ ଉପଲବ୍ଧ ହେବ 5-G ସେବା । ଭୁବନେଶ୍ବରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଆଇ.ଟି. ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏଥି ସହ ଖୁବ୍ ଶୀଘ୍ର ସୋଆରେ 5-G ଲ୍ୟାବ୍ ଓ!-->…
ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ) ପକ୍ଷରୁ ଆୟୋଜିତ ମୋଦୀ @୨୦ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ । ସକାଳ ୮.୪୫ମିନିଟରେ!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡରୁ ପଡି ମହିଳାଙ୍କ ମୃତ୍ୟୁ
ଜୟପୁର ୧୫।୦୯ : ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଡାକ୍ତରଖାନା ବେଡରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଭାନୁ ଜାନୀ। ଜୟପୁର ଟାଉନ ଥାନାରେ ସଂପର୍କୀୟଙ୍କ ଅଭିଯୋଗ । ସ୍ବାମୀ ମଙ୍ଗଳା ଜାନୀଙ୍କ କେୟାର ଟେକର ଭାବେ ଗତକାଲି ଡାକ୍ତରଖାନା ଯାଇଥିଲେ!-->…