Browsing Category

ଓଡିଶା

ସିଲ୍ ହେଲା କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ୱର ୧୫/୦୯: ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ହୋଟେଲ ଚଢଉ କରିଥିଲା । ଦୋକାନର ଫୁଡ୍‌…

ବିଳମ୍ବରେ ଆସିବ ଶୀତ ! 

ଭୁବନେଶ୍ୱର ୧୫।୦୯ : ଅକ୍ଟୋବର ଓ ନଭେମ୍ବରରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଏଥି ଯୋଗୁ ଶୀତ ଆଗମନ ଏ ବର୍ଷ ବିଳମ୍ବ ହେବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ । ଏଲ୍‌-ନିନୋ, ଇଣ୍ଡିଆନ ଓସନ…

ପୋଲିସ ସ୍ପେଶାଲ ଡ୍ରାଇଭ୍, ରାତି ରେ ବ୍ଲକିଂ ଚେକିଂ ସହ ବାରରେ ରେଡ୍

ଭୁବନେଶ୍ୱର ୧୫/୦୯: ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବାରୁ କମିଶନରେଟ ପୋଲିସ ଦ୍ବାରା ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାରରେ ଛାପା ମାରି ଥିଲା କମିଶନରେଟ ପୋଲିସ । ରାତି ପ୍ରାୟ ୧୧ପରେ ବ୍ଳକିଂ ଚେକିଂ ପରେ…

ଟିପିଏସଓଡିଏଲ ପକ୍ଷରୁ ସଠିକ ଚାଲୁଥିବା ଉପଭୋକ୍ତାଙ୍କ ମିଟର ପରିବର୍ତ୍ତନ ବନ୍ଦ କରିବା ପାଇଁ ଜିଲ୍ଲା ଉପଭୋକ୍ତା ଅଦାଲତରେ…

ବ୍ରହ୍ମପୁର : ଟାଟା ପାଓ୍ବାର କମ୍ପାନୀ ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରାଞ୍ଚଳରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗତ ଜାନୁଆରୀ ୨୦୨୧ ମସିହା ଠାରୁ ନେବା ପର ଠାରୁ ଉପଭୋକ୍ତା ମାନଙ୍କ ଘରେ ଲାଗିଥିବା ସଠିକ ଚାଲୁଥିବା ମିଟର ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ଯାହାକି ଆଇନ ସମ୍ବନ୍ଧୀୟ…

ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ

କେନ୍ୟୁଜ୍: ଓଡ଼ିଶା ଆସୁଛନ୍ତି ପ୍ରଧାନ ବିଚୀରପତି। ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। …

ସିକନ୍ଦରାବାଦ୍‌ ଅଗ୍ନିକାଣ୍ଡ ଘଟଣା: କଟକରେ ପହଞ୍ଚିଲା ପ୍ରାଣ ହରାଇଥିବା ଦମ୍ପତିଙ୍କ ମୃତଦେହ

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଲା ସିକନ୍ଦରବାଦରେ ଅଗ୍ନିକାଣ୍ଡରେ ପ୍ରାଣହରାଇଥିବା ଦମ୍ପତିଙ୍କ ମୃତଦେହ। ହାଇଦ୍ରାବାଦର ଗାନ୍ଧି ହସ୍‌ପିଟାଲରେ କଟକ ମହାନ୍ତିପଡ଼ାର ମୃତ ଦମ୍ପତିଙ୍କ ପୋଷ୍ଟମର୍ଟମ ହେବା ପରେ ଏହାକୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ପୈତୃକ ଘର କଟକ…

ରେରା ଆକ୍ଟ-୨୦୧୭କୁ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ରିୟଲ ଇଷ୍ଟେଟ ସଂସ୍ଥା ଘର କ୍ରେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି । ଘର, ଜମି କ୍ରେତାଙ୍କଠାରୁ ଜିଏସଟି, ସେସ୍‌ କିମ୍ବା ଅନ୍ୟ ଟିକସ ଆଦାୟ କରିପାରିବେନି । ରିୟଲ ଇଷ୍ଟେଟ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ ସହ ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ।…

ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’; ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁମ୍ବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାପୂର୍ବରୁ ଇଣ୍ଡଷ୍ଟ୍ରି କ୍ୟାପଟେନମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି । ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଏସବିଆଇ ଚେୟାରମ୍ୟାନ୍‌ ଦୀନେଶ କୁମାର ଖନ୍ନା,…

୫ ଲକ୍ଷ ଟଙ୍କା ଡିଲ୍‌ ବେଳେ ହନୁମାନ ପଇସା ବେପାରି ଗିରଫ

ଦେବଗଡ଼ ୧୪/୦୯: ୫ ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିଲା ହନୁମାନ ପଇସା। ଏହି ସମୟରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ଉ କରି ବ୍ୟବସାୟୀଙ୍କୁ କାବୁ କରିଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତ୍ରାପାଲି ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ…

ଆଇଏସ୍‌ ସ୍ତରରେ ଅଦଳ ବଦଳ, ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୧୪/୦୯: ବରିଷ୍ଠ ଆଇଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ବା ଶକ୍ତି ବିଭାଗର ସଚିବ ବରିଷ୍ଠ ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଧଳଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ସହ, ଅବକାରୀ…