Browsing Category

ଓଡିଶା

ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ

ଭୁବନେଶ୍ୱର: ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ଏଥିରେ ସଂପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ୍‌-୩ସ୍ଥିତ…

କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ପ୍ରକାଶିତ ଜେଇଇ-ଆଡ୍‌ଭାନ୍‌ସରେ ଓଡ଼ିଶା ଟପ୍ପର ହୋଇଛନ୍ତି ଦିବ୍ୟାଂଶୁ। ଏହା ସହ ସେ ସର୍ବଭାରତୀୟସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ସେ…

କଟକର ପୂଜା କମିଟି ଓ ଶାନ୍ତି କମିଟି ସହ ଜିଲ୍ଲା ପ୍ରଶାସନା ବୈଠକ

କଟକ: କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ସ୍ଥିତ ସହିଦ ଭବନରେ ଚଳିତ ବର୍ଷର ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ । ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ବୈଠକରେ…

ଏୟାର ସୋ’ ପାଇଁ ସୋମବାର ଭୁବନେଶ୍ୱରରେ ପହଞ୍ଚିବ ଇଣ୍ଡକ୍ସନ ଟିମ୍‌

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ଲାଗି ଆଜି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌। ଏଥିପାଇଁ ସପୋର୍ଟ ଟିମ୍‌ ଆସି ପହଞ୍ଚିଛନ୍ତି । ଆସନ୍ତା ୧୬ରେ ଭୁବନେଶ୍ୱରର କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଆରମ୍ଭ। କୁଆଖାଇ…

ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ: ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ । ଜୟପୁରର ଛତ୍ରିପୁଟ ନିକଟରେ ୪ଟି ବଗି ଲାଇନଚ୍ୟୁତ ହୋଇଛି । କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ…

କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ: କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ । …

ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ବୋଲେରୋ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା ଆଉ ଗୋଟିଏ କାର୍‌ । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି…

ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌: ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ

ଭୁବନେଶ୍ୱର:ହଜି ଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍‌ । ୧୦ ଦିନରେ ଘରକୁ ଫେରିଲେ ୨୨ଶହ ୩୧ ଜଣ ନିଖୋଜ । ଏମାନଙ୍କ ଭିତରେ ଅଛନ୍ତି ୧୫ଶହ ୩୬ ଜଣ ମହିଳା । ୩୯୦ ଜଣ ପୁରୁଷ ସେମାନଙ୍କ ପରିବାରକୁ ଫେରିଛନ୍ତି । ସେହିପରି ଏହି ସ୍ୱତନ୍ତ୍ର ଅଭିଯାନରେ ଘରକୁ…

ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା ସମୁଦ୍ର

ପାରାଦୀପ: କୂଳ ଲଂଘିଲା ଅଶାନ୍ତ ସମୁଦ୍ର । ବେଳାଭୂମିର ପ୍ରାୟ ୨୦୦ ମିଟର ଭିତରକୁ ମାଡ଼ି ଆସିଲା । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁରର ଶିଆଳି ବେଳାଭୂମି ନିକଟର ଏହି ଦୃଶ୍ୟ । ଅବପାତ ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର । କୂଳ ଲଂଘିଛି । ସମୁଦ୍ରରେ ଉଠିଛି ବଡ଼ ବଡ଼ ଜୁଆର ।…

ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ବନ୍ଧ, ଶହ ଶହ ହେକ୍ଟର ଚାଷଜମି ନଷ୍ଟ

ଧର୍ମଗଡ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା କେନାଲ୍‌ ବନ୍ଧ । କଳାହାଣ୍ଡି ଜିଲ୍ଲା ସର୍ଗିଗୁଡା ଗ୍ରାମ ପଞ୍ଚାୟତର ପ୍ରଜା ନାଗଫେଣି ଡଙ୍ଗରିପଡା ନିକଟରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବନ୍ଧ ଭୁଶୁଡିଛି । ଦୁଇ ଦିନର ଲଗାଣ ବର୍ଷାରେ କେନାଲରେ ପ୍ରବଳ ପାଣି ଆସିଥିଲା । ପୂର୍ବରୁ ଥିବା…