Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ
କଟକ: କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ। ଭିଆର ଏଜେନ୍ସି ଓ ପୂଜା!-->…
ରାଜ୍ୟରେ ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇ ଥିବା ବେଳେ ୧୦୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ!-->…
ବିପଦ ସଙ୍କେତ ଉପରେ ଜଳକା ନଦୀ, ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକେ
ଲଗାଣ ବର୍ଷାରେ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ଏବେ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୯୬ ମିଟର ରହିଛି ।
ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା!-->!-->!-->…
ରାଉରକେଲାରୁ ୧୬ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
ରାଉରକେଲା/ଭୁବନେଶ୍ୱର ୧୧।୦୯ : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ!-->…
ସମୁଦ୍ର ଜୁଆର ମାଡ଼ରେ ଭାଙ୍ଗିଲା ମେରାଇନ୍ ଡ୍ରାଇଭ୍ ରାସ୍ତା ଓ ସୁରକ୍ଷା ପ୍ରାଚୀର
ସୀମା ଲଙ୍ଘୁଛି ଅଶାନ୍ତ ସମୁଦ୍ର । ୫ ଫୁଟ ଉଚ୍ଚ ଜୁଆର ମାଡ଼ରେ ମେରାଇନ ଡ୍ରାଇଭ ରାସ୍ତା ଓ ସୁରକ୍ଷା ପ୍ରାଚୀର ଭାଙ୍ଗିଛି ଅଶାନ୍ତ ଜୁଆର । ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଶାନ୍ତ ହୋଇପଡ଼ିଛି ବଙ୍ଗୋପସାଗର । କୋଣାର୍କ- ପୁରୀ ବେଳାମାର୍ଗ ପାଶ୍ୱର୍ରେ ଥିବା ବେଳାଭୂମି ବିଭିନ୍ନ ସ୍ଥାନରେ କୂଳ!-->…
ଜଳିଗଲା ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ପାଇପ୍
ପଦ୍ମପୁର : ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲିରେ ଘଟିଛି ଏହି!-->…
ଜେଲ୍ ଗଲେ ଡିଏସପି ଇନଚାର୍ଜ: ୨ କୋଟିର ସଂପତ୍ତି ଠାବ, ଶାଶୁ ଓ ଶାଳକଙ୍କ ନାଁରେ ବେନାମୀ ସଂପତ୍ତି
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ପରେ ଭିଜିଲାନ୍ସ ତାଙ୍କ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଗତ ୮ରୁ ୧୦ ତାରିଖ ଯାଏ ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା।ଏହି ସମୟରେ ଶ୍ରୀ ଡାଳୁଆଙ୍କ ୧୪ଟି ପ୍ଲଟ ଠାବ ହୋଇଥିବା ବେଳେ!-->…
୨ଶହ ଦିଅ ସାର୍ଟିଫିକେଟ ନିଅ
ଯାଜପୁର: '୨୦୦ ଟଙ୍କା ଦେଲେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ ।' ମାଟ୍ରିକ୍ ପାସ୍ ପରେ ସାର୍ଟିଫିକେଟ ଆଣିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଏପରି ରୋକଠୋକ ଶୁଣାଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଶାଳିଜଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ବସନ୍ତ!-->…
ସେପ୍ଟେମ୍ବର ୩୦ ଯାଏ ଓପିଏସ୍ସି ସାକ୍ଷାତକାର ପରୀକ୍ଷା
ଭୁବନେଶ୍ୱର: ଓଡିଶା ପବ୍ଲିକ ସର୍ଭିସ କମିସନ(ଓପିଏସ୍ସି) ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ। ଏହି ସମୟ ମଧ୍ୟରେ ୟୁପିଏସ୍ସି ପରୀକ୍ଷା ମଧ୍ୟ ହେଉଛି। ତେଣୁ ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମୁଖ୍ୟ ପରୀକ୍ଷା ଦେବାକୁ!-->…
ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଗୋଟିଏ ଲଘୁଚାପ ନ ଯାଉଣୁ, ଆସୁଛି ଆଉ ଏକ ଲଘୁଚାପ। ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ବଙ୍ଗୋପସାଗରରେ!-->…