Browsing Category

ଓଡିଶା

ପ୍ରତି ମାସରେ ଆସିବେ କେନ୍ଦ୍ରମନ୍ତ୍ରୀ -ବୈଜୟନ୍ତ

ଭୁବନେଶ୍ୱର : ପ୍ରତି ମାସରେ ଓଡିଶାକୁ ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ପ୍ରତି ମାସରେ ଆସିବେ , ୨ ଦିନିଆ ଗସ୍ତ କରିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପିର ସାଂଗଠନିକ କାର୍ଯ୍ୟ ନେଇ…

କେନ୍ଦ୍ରାପଡ଼ାରେ ୧୬ଟି ପ୍ରକଳ୍ପରେ ମିଛ ବିଲ୍‌ ଅଭିଯୋଗ, ଲୋକାୟୁକ୍ତ ଟିମର ତଦନ୍ତ

କେନ୍ଦ୍ରାପଡ଼ା: ପଞ୍ଚାୟତର ବିକାଶ ନାଁରେ ୧୬ଟି ପ୍ରକଳ୍ପରେ ହୋଇଛି ମିଛ ବିଲ୍‌ । ଯାହାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ଅଧିକାରୀଙ୍କ ନାମରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତଙ୍କ ଟିମ ପହଞ୍ଚି କରିଛି ବିଲ ସମ୍ପର୍କରେ ଖୋଳତାଡ଼ କରିଛି…

ଓଡ଼ିଶା ଆସିବ ସିବିଆଇ ଓ ଇଡି : ବିଶ୍ୱେଶ୍ୱର ଟୁଡୁ

ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ…

ନିଶା ଖାଇବାକୁ ମା’ ବାରଣ କରିବାରୁ ଶାଢ଼ିରେ ଝୁଲି ପଡିଲେ ଯୁବ ଇଞ୍ଜିନିୟର

ଭୁବନେଶ୍ୱର: ନିଶା ହେଲା କାଳ । ନିଶା ଖାଇବାକୁ ମା' ବାରଣ କରିବାରୁ ମା'ଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଦେଲେ ଜଣେ ଯୁବ ଇଞ୍ଜିନିୟର । ମୃତ ଯୁବକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ରହୁଥିବା ସନତ କୁମାର ପ୍ରଧାନଙ୍କ ପୁଅ…

ନକଲି ଔଷଧ ନେଇ ପୁରୀଘାଟ ଥାନାରେ ଏତଲା

କଟକ : ନକଲି ଔଷଧ ନେଇ ଥାନାରେ ଏତଲା । ପୁରୀଘାଟ ଥାନାରେ ଏତଲା କଲେ ଡ୍ରଗ୍ ଇନ୍ସପେକ୍ଟର । ଯାଉଁଳିଆପଟି ଅଂଚଳର ୨ ଡିଷ୍ଟ୍ରିବୟୁଟରଙ୍କ ନାଁରେ ଏତଲା । ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ । ନକଲି ଔଷଧ ଟେଲମା-୪୦ ନେଇ ଅଭିଯୋଗ ହୋଇଥିଲା । ଜଣେ ଗ୍ରାହକ ଅଭିଯୋଗ କଲେ ପରେ…

ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୩ଦିନିଆ ମୁମ୍ବାଇ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ୩ଦିନିଆ ମୁମ୍ବାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ନଭେମ୍ବରରେ 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ସେପ୍ଟେମ୍ବର ୧୪ତାରିଖରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ' ଅନୁଷ୍ଠିତ ହେବ ଓ ଏଥିରେ…

ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ; ପରିବାରରେ ଖୁସିର ଲହରୀ

ଫୁଲବାଣୀ : ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ, ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ସେହିପରି ଫୁଲବାଣୀ ସହରର ଜଣେ ଚା' ବ୍ୟବସାୟୀଙ୍କ ପୁଅ ନିଟ୍ ସର୍ବ ଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ୟ୍ୟ ହୋଇଛନ୍ତି । ଫୁଲବାଣୀର କଣ୍ଟ୍ରାକ୍ଟର ପଡ଼।ର…

ଗାଁ’ରେ ଅଜଣା ରୋଗ ଆତଙ୍କ, ୭ ଜଣଙ୍କର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲିରେ ଅଜଣା ରୋଗର ଆତଙ୍କ। ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଅଜଣା ରୋଗ। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଦିନ ଭିତରେ ଏହି ପ୍ରାଣଘାତୀ ରୋଗରେ ୭ ଜଣଙ୍କର ମୃତ୍ୟୁ ହେଲାଣି। ଆଜି ସକାଳୁ ହଳଦୀକୁଣ୍ଡ ଗାଁ ୩୫ ବର୍ଷୀୟ ଆଉତ୍ୟୁ ମାଡକାମୀଙ୍କର ମୃତ୍ୟୁ…

୮ ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ

ଅନୁଗୋଳ: ଶେଷ ହୋଇଛି କୋଇଲା ନଗରୀ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା । ଆଜି (ଶନିବାର) ଭସାଣି ପାଇଁ ହୋଇଛି ସ୍ବତନ୍ତ୍ର ଆୟୋଜନ । ତାଳଚେର ଗଣେଶ ପୂଜା ଭସାଣିରେ ସବୁଠାରୁ ଆକର୍ଷଣ ହୋଇଥାଏ ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ ନିଲାମ । ତେବେ ଏଥର ୮ ଲକ୍ଷ ୭୦ ହଜାର ଟଙ୍କାରେ ଏକ କ୍ୱିଣ୍ଟାଲ ଲଡୁ ନିଲାମ…

ରାଜଧାନୀରେ ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ

ଭୁବନେଶ୍ବର: ସହରରେ ଗୋଷ୍ଠୀ ବିବାଦ। ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ । ନିଶା କାରବାରରେ ରୋକ ଲଗାଇବାକୁ କହିବାରୁ ଯୁବକଙ୍କୁ ହତ୍ୟା। ଆନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା। ଏଭଳି ଘଟଣା ଘଟିଛି ଭୁବନେଶ୍ବର ୟୁନିଟ ୮ ଅଞ୍ଚଳରେ । ନିଶା କାରାବାର ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି…