Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା, ଡାଲା ଅଟୋ ଓଲଟି ୭ ଆହତ
ଖଲ୍ଲିକୋଟ, ୯/୯ : ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା। ଡାଲା ଅଟୋ ଓଲଟି ୭ ଆହତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମ ପାଟଣାସାହିର ଗଣେଶ ମୂର୍ତ୍ତି କଣ୍ଟିଆଗଡ଼ର ଶୈବ ପୀଠ ବଟେଶ୍ୱର ନିକଟ ସମୁଦ୍ରରେ ବିସର୍ଜନ ସାରି ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଛି।!-->…
ସମ୍ବଲପୁର-ଅନୁଗୁଳ ଏନ୍ଏଚ୍ ସଂପ୍ରସାରଣର କାର୍ଯ୍ୟ ଆରମ୍ଭ କଲା ନୂଆ ସଂସ୍ଥା
ସମ୍ବଲପୁର ୦୯/୦୯: ସମ୍ବଲପୁରରୁ କଟକ ୪୨ ନମ୍ବର ଜାତୀୟ ରାଜପଥ ଏବେ ଅଧା ଓଡ଼ିଶାବାସୀଙ୍କ ପାଇଁ ଅଭିଶାପରେ ପରିଣତ ହେଲାଣି । ଦୀର୍ଘ ୫ ବର୍ଷ ପରେ ଏହି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇପାରୁନି । କାମ ସଂପୂର୍ଣ ପାଇଁ ଡେଡଲାଇନ୍ ପରେ ଡେଡଲାଇନ୍ ବଢ଼଼ିଚାଲିଛି । ଏଭଳି ସ୍ଥିତିରେ!-->…
ଜଟଣୀରେ ଭୁଶୁଡ଼ିଲା ୫୦ ଫୁଟ୍ର ଲାଇଟ୍ ଗେଟ୍, ଭାଙ୍ଗିଲା କାର୍ ଓ ସ୍କୁଟର
ଜଟଣୀ,୦୯/୦୯: ଜଟଣୀରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି । ଗଣେଶ ପୂଜା ପାଇଁ ସ୍ଥାନୀୟ ଗୋଲେଇ ମାର୍କେଟ ମଣ୍ଡପରେ ହୋଇଥିବା ୫୦ଫୁଟ୍ ଉଚ୍ଚର ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଥିଲା । ଜନଗହଳି ପୂର୍ଣ୍ଣ ଏହି ମାର୍କେଟରେ ସୌଭାଗ୍ୟକୁ କୌଣସି ଲୋକ ଉପରେ ଏହା ପଡ଼ିନଥିଲା । ତେବେ ସେଠାରେ ଥିବା ଗୋଟିଏ!-->…
ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି
ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନାହିଁନ୍ତି, ସେମାନେ ଏହି ନାମଲେଖାରେ ଭାଗ ନେଇପାରିବେ।!-->…
ମାଲକାନଗିରି, ହୀରାକୁଦ, କୋଣାର୍କ ଓ ବାରିପଦାରେ ହେବ ଏୟାର ଷ୍ଟ୍ରିପ୍
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ' ଉଡେ ଦେଶକା ଆମ୍ ନାଗରିକ(ଉଡାଣ) ଯୋଜନାର ପଞ୍ଚମ ପର୍ଯ୍ୟାୟରେ ଦେଶର ୫୦ ଅଭୟାରଣ୍ୟ , ତୀର୍ଥକ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀକୁ ଏୟାର ଷ୍ଟ୍ରିପ୍ ଦ୍ବାରା ସଂଯୋଗ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ସବୁ ସ୍ଥାନ ମଧ୍ୟରୁ!-->…
ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା
ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ବସିଥିବା ବେଳେ ହାଟ ଭିତରକୁ ପଶି ଆସିଥିଲା ହାତୀ । ହାତୀକୁ ଦେଖି ଲୋକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ ।
ତେବେ ନିଜ ଜୀବନ ବଞ୍ଚାଇବାକୁ!-->!-->!-->…
ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୧୧ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୁଳ ସମୁଦ୍ର ଏକ ସୁଦୃଶ!-->…
ମା’ଙ୍କ ହାତରେ ରହିବ ରୂପାନ୍ତରିତ ସରକାରୀ ସ୍କୁଲର ରକ୍ଷଣାବେକ୍ଷଣ ଭାର, ଓସେପା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ…
ଭୁବନେଶ୍ୱର : ଏଣିକି ମା'ମାନଙ୍କ ହାତରେ ରହିବ ସରକାରୀ ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ଭାର। ସ୍କୁଲ ହତାର ସୁରକ୍ଷା, ଆସବାବପତ୍ରର ଯତ୍ନ ଦାୟିତ୍ୱ ନେବେ ସ୍ୱୟଂ ସହାୟକ ଗୋଷ୍ଠୀ। ସ୍କୁଲକୁ ପରିଷ୍କାର ପରିଛନ୍ନ ରଖିବା, ଆସବାବପତ୍ରର ରକ୍ଷାଣାବେକ୍ଷଣ, ସ୍କୁଲ ହତାକୁ ସୁରକ୍ଷା ଆଦି ଦାୟିତ୍ୱ!-->…
ସାରା ରାଜ୍ୟରେ ଟେଲମା ୪୦ ଔଷଧକୁ ନେଇ ଚାଲିଛି ଚଢ଼ାଉ
ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର ପାଇଁ ଡାକ୍ତର ଟେଲମା-୪୦ ଏବଂ ଟେଲମା-ଏଏମ ଔଷଧକୁ ରୋଗୀଙ୍କୁ ଖାଇବାକୁ ଦିଅନ୍ତି । କିନ୍ତୁ ଏହି ଔଷଧର ନକଲିକରଣ କରାଯାଇଛି ବୋଲି ଅଭିଯୋଗ ପରେ ସାରା ରାଜ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର ସକ୍ରିୟ ହୋଇଯାଇଛନ୍ତି। ଗତକାଲି କଟକରେ ବିଭିନ୍ନ ଔଷଧ ଦୋକାନରେ!-->…
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପର ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜିଠୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।!-->…