Browsing Category

ଓଡିଶା

ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା

ଭୁବନେଶ୍ୱର: ପିଜି ନାମଲେଖା ପାଇଁ ପ୍ରକାଶ ପାଇଛି ମେଧା ତାଲିକା। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ରାଜ୍ୟଓ୍ୱାରୀ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ…

ପୁଅକୁ ଧରି ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା

ପୁରୀ: ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା। ପୁଅକୁ ଧରି ଧାରଣା ଦେଇଛନ୍ତି ବୋହୂ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣ ଅଞ୍ଚଳର ଘଟଣା।…

ସ୍ୱର୍ଗଦ୍ୱାରରେ ଶବଦାହ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନ

ପିପିଲି: ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ସାରି ଫେରୁଥିଲେ। ହେଲେ ବାଟରେ ନିଜେ ଶବ ହୋଇଗଲେ। ଆଜି ପୁରୀ-ଭୁବନେଶ୍ୱର ରାସ୍ତା ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏମିତି ଏକ ଦୁଃଖଦ ଘଟଣା। ଦୁର୍ଘଟଣାରେ ଚାଲି ଯାଇଛି ଦୁଇଟି ଜୀବନ। ମୃତକମାନେ ହେଲେ ସାକ୍ଷୀଗୋପାଳ ହୋତା ସାହିର…

ବାଇକ୍‌ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍

କେନ୍ଦୁଝର : କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ପାଲଟିଲା ଡେଥ ଲାଇନ୍। ଜାତୀୟ ରାଜପଥର ଜଡିଚାତର ଗାଁ ନିକଟରେ ବାଇଟ୍ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ…

ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଭବାନୀପାଟଣା: ନୂଆଁଖାଇ ଦିନ ଯୁବକଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହତ୍ୟା କରାଯାଇଥିବା ଯୁବକ ହେଉଛନ୍ତି ବଳଦିଆମାଲ ଗାଁର ମାନସ ମେହେର । ଭାଇରାଲ ହୋଇଥିବା ଭିଡିଓରେ ରାସ୍ତା ମଝିରେ ଦୁଇଟି ବାଇକ ଧକ୍କା ହେବା…

ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ

କଣ୍ଟାବାଞ୍ଜି ଜଣାଶୁଣା ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତ (୩୨) ଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । ପୂର୍ବରୁ ସେ କୌଣସି ଅଜଣା ରୋଗରେ ପୀଡିତ ହୋଇ ସୁସ୍ଥ ହୋଇଥିଲେ । ତେବ ମଙ୍ଗଳବାର ସକାଳ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ପ୍ରଥମେ…

ଦାଦା ବଟି ମାଗି ମୁଷା ଗିରଫ; ମହିଳାଙ୍କୁ ମାଗୁଥିଲା ମାସିକ ୫ହଜାର ଟଙ୍କା

ପୁରୀ: ଗିରଫ ହୋଇଛି ମୁଷା। ଧାର ଦେଇ ଟଙ୍କା ଫେରସ୍ତ ନେଲା ପରେ ଦାଦାବଟି ମାଗିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ତ୍ରିନାଥ ବସ୍ତିରେ ରହୁଥିବା ଲକ୍ଷ୍ମିପ୍ରିୟା ବାରିକ ନାମକ ମହିଳା ମୁଷା ଠାରୁ ୩ହଜାର ଟଙ୍କା ଧାର୍ ନେଇଥିଲେ। ପରେ ୩ ମାସ ଭିତରେ ସେ ମୁଷାକୁ ଟଙ୍କା ଫେରାଇ ଦେଇଥିଲେ। …

ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା: ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ

କଟକ: ଜଣେ ମହିଳାଙ୍କୁ ଚାକିରି କରାଇଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଆତ୍ମଘୋଷିତ ସାମ୍ବାଦିକ ଅକ୍ଷୟ ଦାସ ଗିରଫ ହୋଇଛନ୍ତି। ମହିଳା ଥାନା ପୁଲିସ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ଗିରଫ କରିଛି। ଅକ୍ଷୟଙ୍କ ନାଁରେ ଚାକିରି କରାଇ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିଲା। ଏତଲା କରିବା ଦିନ…

ସ୍କୁଲରେ ତାଲା ପକାଇବା ପରେ ଜିଲାପାଳଙ୍କୁ ଭେଟିବାକୁ ଚାଲିଚାଲି ଗଲେ ଛାତ୍ରଛାତ୍ରୀ

‍‍‍ବାରିପଦା: ଶିକ୍ଷକ ନାହାନ୍ତି। ତେଣୁ ପାଠପଢ଼ା ହୋଇପାରୁନି। ତେଣୁ ତୁରନ୍ତ ଶିକ୍ଷକ ଦିଅ। ନହେଲେ ସ୍କୁଲ ଗେଟ୍ ଖୋଲିବନି। ଏଭଳି ଦାବି ନେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଦାବି ଉପରେ ଶିକ୍ଷା ବିଭାଗ ଅଧିକାରୀମାନେ ଦୃଷ୍ଟି ନ ଦେବାରୁ ସେମାନେ ଚାଲିଚାଲି…

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁର ଘଟଣା। ଶଙ୍ଖା ସିନ୍ଦୁର ଦାବିରେ ଗତକାଲିଠାରୁ ଧାରଣା ଦେଇ ପ୍ରେମିକା ବସି ରହିଥିବା ଦେଖିବାକୁ ମିଳିଛି। ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗାଁର ପ୍ରେମିକ ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ…