Browsing Category

ଓଡିଶା

ଗଣେଷ ଭସାଣୀରେ ଅଘଟଣ: ଜଣେ ମୃତ, ୩ ଗୁରୁତର

ମାହାଙ୍ଗା: ଗଣେଷ ଭସାଣୀରେ ଅଘଟଣ। ପୂର୍ବଶତ୍ରୁତାକୁ ନେଇ ମାର୍‌ପିଟ୍‌। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମାହାଙ୍ଗା ବ୍ଲକ ପୋଡ଼ାମରାଇ ପଞ୍ଚାୟତ ଏରକଣା ଗାଁରେ ଜଣେ ପାଗଳର ଭୁଜାଲି…

କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର

ଭୁବନେଶ୍ବର: କମିଶନରେଟ ପୁଲିସର ବିନା ଅନୁମତିରେ ରହିପାରିବେନି ବାଉଁଶର। PSARA ଆକ୍ଟ ଅନୁଯାୟୀ, ବାର ମାଲିକ ସିକ୍ୟୁରିଟି ରଖିପାରିବେ। ବାଉଁସର ରଖିବା ପାଇଁ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ। ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁହେବ। ସେପ୍ଟେମ୍ବର ୭ରୁ…

ଗୁଣିଗାରେଡି ସନ୍ଦେହରେ ହତ୍ୟା, ଘରେ ପଶି ମହିଳାଙ୍କୁ ମାରିଦେଲା ଯୁବକ

ରାୟଗଡ଼ା ୦୫।୦୯: ରାୟଗଡ଼ା ସହର କୋଇଲାପଡ଼ାରେ ଅଭାବନୀୟ ଘଟଣା। ଗୁଣିଗାରେଡି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲେ ଜଣେ ଯୁବକ । ମୃତ ମହିଳାଙ୍କ ନାମ ଚନ୍ଦ୍ରମା ବିଭାର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣି ଗାରେଡି କରୁଥିବା ନେଇ ରାଜେଶ…

ମା’ କୋଳରୁ ଖସି ଭାସିଗଲା ୨୨ ମାସର ଶିଶୁପୁତ୍ର

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦…

ରାସ୍ତା ପାର୍ଶ୍ୱରେ ପଡ଼ିଛି ୭୦ରୁ ଊର୍ଦ୍ଧ୍ୱ ଘୁଷୁରୀଙ୍କ ମୃତଦେହ

ଭଦ୍ରକ: ରାସ୍ତା ପାର୍ଶ୍ୱରେ ପଡ଼ିଛନ୍ତି ଘୁଷୁରୀ। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୭୦ରୁ ଅଧିକ ଘୁଷୁରୀଙ୍କ ମୃତଦେହ। ତେବେ କେଉଁ କାରଣରୁ ଘୁଷୁରୀଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଯାଜପୁରକୁ ସଂଯୋଗ…

ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ: ରାସ୍ତା ପାଇଁ ୫ କୋଟି ବଜେଟ୍‌ ଅଟକଳ

କଟକ,୦୫/୦୯: ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଜମିକୁ ନେଇଥିବା ବିବାଦର ଅନ୍ତ ହେବା ପରେ ଚଣ୍ଡୀମନ୍ଦିର ଉନ୍ନୟନ ପ୍ରକଳ୍ପ କାମ ତ୍ୱରାନ୍ୱିତ କରୁଛି ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରେ ଚଣ୍ଡୀମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍କୁ ବନ୍ଦ କରି ସେଠାରେ ଜଙ୍କସନ୍‌…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୦୫/୦୯: ରାଜ୍ୟରେ ଉପର ତଳ ହେଉଛି ଦୈନିକ କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା…

‘ଭାରତ ଯୋଡ଼ୋ’ ଅଭିଯାନରେ ଓଡ଼ିଶା କଂଗ୍ରେସରୁ ୧୦୦ ପ୍ରତିନିଧି ସାମିଲ ହେବେ: ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ କଂଗ୍ରେସ ପକ୍ଷରୁ 'ଭାରତ ଯୋଡ଼ୋ' ଅଭିଯାନ ଆରମ୍ଭ ହେବ। କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ। ସେ କହିଛନ୍ତି, ଏହା ବଡ଼ ଜନସଂପର୍କ…

କମଳା ପୂଜାରୀଙ୍କୁ SCBରେ ଚିକିତ୍ସା ବେଳେ ନଚାଇବା ଘଟଣା, ୨ ଜଣଙ୍କୁ ହାଜର ନୋଟିସ୍

ଜୟପୁର: ପଦ୍ମଶ୍ରୀ ପୁରସ୍ତାରପ୍ରାପ୍ତ କମଳା ପୂଜାରୀଙ୍କୁ SCB ICUରେ ଚିକିତ୍ସା ବେଳେ ନଚାଇବା ଭିଡିଓ ଭାଇରାଲ ଘଟଣାରେ ୨ ଜଣଙ୍କୁ ଜାରି ହୋଇଛି ନୋଟିସ୍। ତଥାକଥିତ ସମାଜସେବୀ ମମତା ବେହେରା ଓ ପ୍ରଶାସନ ପକ୍ଷରୁ ନିଯୁକ୍ତ ଆଟେଣ୍ଡାଣ୍ଟ ରାଜୀବ ହିଆଲଙ୍କୁ ଏହି ନୋଟିସ ଜାରି ହୋଇଛି। ଉଭୟଙ୍କୁ…

ଗଣେଶ ମୂର୍ତ୍ତି ଭଷାଣି ବେଳେ ଅଘଟଣ : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୨ ଗୁରୁତର

କୁଆଖିଆ:ଗଣେଷ ପୂଜା ଭଷାଣି ସମୟରେ ଅଘଟଣ। ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଧର୍ମଶାଳା ଥାନା ବାରବାଟି ନିକଟ ବେତଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ରବିବାର ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ନ୍ୟୁ ଜେନେରେସନ କ୍ଲବର ଯୁବକମାନେ…