Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟ୍ରକ୍ ତଳେ ଚାପିହୋଇ ବାଇକ୍ ଚାଳକ ଗୁରୁତର
କେନ୍ଦୁଝର: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଛକରେ ସଡକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍ ତଳେ ଚାପି ହୋଇ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଖପରାଖାଇ ଗ୍ରାମର ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାସ୍ତା କଡ଼ରେ ଠିଆ ହୋଇ ମୋବାଇଲରେ!-->…
ପାରିବାରିକ କଳହରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ବାମୀ ଓ କୀଟନାଶକ ପିଇ ଜୀବନ ହାରିଲା ସ୍ତ୍ରୀ
ପାଣିକୋଇଲି : ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା। ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିଵା ଦେଖିବାକୁ ମିଳିଛି । ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା ଆତ୍ମହତ୍ୟା କରିଛନ୍ତି ।
!-->!-->!-->…
ଦୁଇ ପରିବାର ମଧ୍ୟରେ ହଣାକଟା, ୪ ଆହତ
ରେଢ଼ାଖୋଲ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପରିବାରର ୪ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା!-->…
ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ
ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ।
ସୂଚନା!-->!-->!-->…
ଗୁଜୁରାଟରେ ପଥଚାରୀଙ୍କୁ ଧକ୍କା ଦେଲା କାର୍, ୬ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଗୁଜୁରାଟର ଅରବଲ୍ଲୀ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍ ଦ୍ରୁତଗତିରେ ଆସି ପଥଚାରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଅରବଲ୍ଲୀ!-->!-->!-->…
ଅଧିକ ଭଡ଼ା ଆଦାୟ ଘଟଣା: ୮ ବସ୍ରୁ ୮୦ ହଜାର ଜରିମାନା ଆଦାୟ
ବଡ଼ବିଲ: କେନ୍ଦୁଝର ଜିଲ୍ଲାରେ ଘରୋଇ ବସ୍ ମାଲିକଙ୍କ କବଜାରେ ଜିଲ୍ଲା ପରିବହନ ବିଭାଗ ରହିଥିବାବେଳେ ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡ଼ା ଠାରୁ ଢେର ଅଧିକ ଭଡ଼ା ନେଉଥିବା ନେଇ 'ସମ୍ବାଦ' ଖବର କାଗଜରେ ଖବର ପ୍ରସାର ହେବାପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯାତ୍ରୀବାହୀ ବସ୍ର!-->…
ପୁଲିସ୍ କବଜାରେ ଏଟିଏମ୍ ଲୁଟେରା, ପାଣି ଭିତରୁ ଏଟିଏମ୍ ବାକ୍ସ ଉଦ୍ଧାର
ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରୁ ଏଟିଏମ୍ ମେସିନ୍ ଚୋରି ଓ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ୬ଜଣ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। କୁଆଖିଆ ଥାନା ହରିପୁର ହାଟରେ ଗତ ୨୬ ତାରିଖ ରାତିରେ ହୋଇଥିବା ଏଟିଏମ୍ ଟଙ୍କା ଲୁଟ୍ ଘଟଣାରେ!-->…
ସାକ୍ଷୀଗୋପାଳ ମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ: ଜିଲାପାଳ
ସୁଆଣ୍ଡୋ: ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ଥିବା ଦେକାନ ଗୃହ ଓ ସେବାୟତଙ୍କ ଘରଗୁଡିକ ଉଚ୍ଛେଦ କରାଯାଇ ଆକର୍ଷଣୀୟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଗୁରୁବାର ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହିତ ଆସି!-->…
ଲାଲଗଡ଼ରେ BSF ଏବଂ ଜିଲ୍ଲା ପୋଲିସର ସହାୟତା ମାଓବାଦୀଙ୍କ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ
ମାଲକାନଗିରି : ମାଓବାଦୀ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ।BSF ଏବଂ ଜିଲ୍ଲା ପୋଲିସର ସହାୟତାରେ ଲାଲଗଡ଼ରେ ଦୌଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ପ୍ରଥମ କରି ଗଣ ଦୌଡ।!-->…
ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି
ନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ!-->…