Browsing Category

ଓଡିଶା

ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ

ଭୁବନେଶ୍ୱର: ବଦଳିବ ଖୋର୍ଦ୍ଧା ବୋଲଗଡ ରେଲଓ୍ୱେ ଷ୍ଟେସନର ନାମ । ଏହାର ନୂଆ ନାମ ମାଣିକୋଗୋଡା ରେଲଓ୍ୱେ ଷ୍ଟେସନ ରଖାଯିବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଭୁବନେଶ୍ୱର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି ।…

ଆଇସିୟୁରେ ନଚାଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ କମଳା ପୂଜାରୀ

ଜୟପୁର: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ନଚାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଗୁରୁବାର ସେ ଏନେଇ ମୁହଁ ଖୋଲିଛନ୍ତି। କମଳା ପୂଜାରୀ କହିଛନ୍ତି ଯେ ତାଙ୍କୁ ଜୋର କରି ନଚାଯାଇଥିଲା। ସେ କହିଛନ୍ତି, ମୁଁ ନିଜେ ନାଚିବି ବୋଲି…

ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ଯୁବକ ଅଟକ, ମୃତ୍ୟୁ ପୂର୍ବରୁ ୭ ଥର ଯାଇଥିଲା ଫୋନ୍

ଭୁବନେଶ୍ୱର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ନୂଆମୋଡ଼। ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ । ଖାରବେଳନଗର ଥାନାରେ ଭୁବନେଶ୍ୱର ଡିସିପିଙ୍କ ଛାନବିନ। ମୃତ ଶୁଭଶ୍ରୀଙ୍କ ସିଡିଆରରୁ ମିଳିଲା ବିସ୍ଫୋରକ ତଥ୍ୟ । ଜଣେ ଯୁବକଙ୍କୁ ଅଟକ ରଖିଲା କମିଶନରେଟ ପୋଲିସ। …

ସାଳନ୍ଦୀ ନଦୀରେ ଭାସିଗଲେ ୩ନାବାଳକ : ୨ଉଦ୍ଧାର, ଜଣେ ନିଖୋଜ

ଭଦ୍ରକ : ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସାଳନ୍ଦୀ ନଦୀର ଭଦ୍ରକ ସାହପୁର ଘାଟରେ ନଦୀରେ ବୁଡି ଜଣେ ନାବାଳକ ନିଖୋଜ ହୋଇଯାଇଛି । ସୂଚନାନୁଯାୟୀ ଭଦ୍ରକ ସହରାଞ୍ଚଳ ୧୬ନମ୍ବର କଣ୍ଟାବଣିଆ ଅଂଚଳ ୩ନାବାଳକ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ତେବେ ଅନ୍ୟ ଦୁଇ…

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଆସିଲା ‘କାଳିଆ’ ସହାୟତା

ଭୁବନେଶ୍ବର: ନୂଆଁଖାଇରେ ଚାଷୀଙ୍କୁ ମିଳିଛି କାଳିଆ ସହାୟତା । ରାଜ୍ଯବାସୀଙ୍କୁ ଜୟ ଜଗନ୍ନାଥ ଓ ଜୟ ମା' ସମଲେଶ୍ବରୀ କହି ନୂଆଁଖାଇ ଜୁହାର ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଁଖାଇ ମାଟି ମା'ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା'ର ଆଶୀର୍ବାଦ…

ଶାରଦୀୟ ପୂଜାରେ ଏଥର ରାତି ୧୨ ଯାଏ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିବ ଅନୁମତି

ଭୁବନେଶ୍ୱର,୦୧/୦୯: କରୋନା କାଳରେ ପାର୍ବଣ ଋତୁରେ ଗ୍ରହଣ ଲାଗିଥିଲା । ଦୁଇ ବର୍ଷ କଟକଣାରେ ଚାଲିଗଲା । ଏଥର ପାର୍ବଣକୁ ନେଇ ରାଜଧାନୀର ଭକ୍ତ ବେଶ୍‌ ଉତ୍ସାହିତ । ଗଳିକନ୍ଦିରେ ମାଳ ମାଳ ଗଣେଶ ପୂଜା ମଣ୍ଡପ ମାହୋଲରୁ ସ୍ପଷ୍ଟ ବାରି ହୋଇପଡୁଛି । ଶାରଦୀୟ ପୂଜା ବେଳକୁ ସହର ଉଠିବ ପଡି଼ବ । ଗହଳି…

ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୁଲ୍‌ବେଶ୍‌ ଖାନ୍ ଓରଫ ହଜରତକୁ ଗିରଫ କରିଛି ପୁଲିସ୍‌। ଓଡ଼ିଶା ପୁଲିସ୍‌ର ଏସ୍‌ଟିଏଫ୍‌ ତାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଉତ୍ତର ପ୍ରଦେଶ ପୁଲିସ୍‌ର ଏସ୍‌ଟିଏଫ୍ ସହାୟତାରେ ଓଡ଼ିଶାର…

ଓଡ଼ିଶାର “ମହିଳା ଅସୁରକ୍ଷିତ, ମାତ୍ର ନବୀନ ପୁରସ୍କୃତ”: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟର ବିଶ୍ଲେଷଣ କରି ନବୀନ ଶାସନର ଅପାରଗତା, ଦାୟୀତ୍ୱହୀନତା ଏବଂ ନିଷ୍କ୍ରିୟତାର…

ସ୍କୁଲରେ କରେଣ୍ଟ ଲାଗି ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କୁନ୍ଦ୍ରା ବ୍ଲକ ଦିଗାପୁର ସରକାରୀ ‌ଆବାସିକ ସ୍କୁଲ ପରିସରରେ ଘଟିଛି ଏପରି ଅଘଟଣ । ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଗୁରୁତର ହୋଇ ପଡ଼ିଥିଲେ ଛାତ୍ରୀ । ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ…