Browsing Category

ଓଡିଶା

ନାଗାବଳୀ ନଦୀ ମଝିରେ ଫସିଲେ ୩ ପୁଅ, ଉଦ୍ଧାର କରିବାକୁ ଯାଇ ଫସିଲେ ବାପା

ରାୟଗଡ଼ା: ରାୟଗଡ଼ାର ନାଗାବଳୀ ନଦୀ ମଝିରେ ଫସିଲେ ଆନ୍ଧ୍ରପ୍ରଦେଶର ଗୋପାଳ କ୍ରିଷ୍ଣା ଓ ତାଙ୍କ ପରିବାର। ନାଗାବଳୀ ନଦୀର ଝୋଲାପୋଲ ଠାରେ ଗାଧୋଉଥିବା ବେଳେ ଅଘଟଣ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣି ଆସିବାରୁ ଏଭଳି ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶର ଏଲୁରରୁ ଗୋପାଳକ୍ରିଷ୍ଣା ପରିବାର ସହ…

ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ

କଟକ: ରାଜ୍ୟରେ ଗତ କିଛି ଦିନ ଧରି ହାତୀ ମୃତ୍ୟୁ ଘଟିବାରେ ଲାଗିଛି। କେଉଁଠି ହାତୀ ଶିକାରୀଙ୍କ ଗୁଳିବିଦ୍ଧରେ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ରାଜ୍ୟର କେତେକ ଜିଲାରେ ହାତୀର ଗୁଳିବିଦ୍ଧ ମୃତଦେହ, ହାତୀ କଙ୍କାଳ ଗତ କିଛି ଦିନ ଧରି ଠାବ ହୋଇଛି। ତେବେ ହାତୀ…

ନଳକୂପରୁ ଏକାଠି ବାହାରୁଛି ପାଣି ଓ ନିଆଁ, ସ୍ଥାନୀୟ ଲୋକେ ଚକିତ

ଛତରପୁର: ଏମିତିବି ନିଆଁ ଓ ପାଣିର କୌଣସି ମେଳ ନଥାଏ, କିନ୍ତୁ ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଯେଉଁଠାରେ ଏକ ନଳକୂପରୁ ନିଆଁ ଓ ପାଣି ଉଭୟ ବାହାରୁଛି, ଯାହାକୁ ଦେଖି ଆଖ ପାଖର ଲୋକ ଚିନ୍ତାରେ ପଡି ଯାଇଛନ୍ତି। ଛତରପୁର ଜିଲ୍ଲାର କଛାର…

୬ ଫାୟାର୍‌ ଷ୍ଟେସନକୁ ଆଇଏସ୍‌ଓ ମାନ୍ୟତା

କଟକ: ଫାୟାର ଷ୍ଟେସନ୍‌ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ ସହ ଧନଜୀବନର ସୁରକ୍ଷା, ଉଦ୍ଧାର ଆଦି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦମକଳ କେନ୍ଦ୍ର (ଫାୟାର ଷ୍ଟେସନ)କୁ ଆଇଏସ୍‌ଓ ମାନ୍ୟତା ମିଳିବାରେ ଲାଗିଛି । ପୂର୍ବରୁ ରାଜ୍ୟର ପ୍ରାୟ ୫ଟି ଫାୟାର ଷ୍ଟେସନ୍‌ ଆଇଏସ୍‌ଓ…

ରାଜଧାନୀରେ ଚାଞ୍ଚଲ୍ୟ: ସନ୍ଦେହଜନକ ଅବସ୍ଥାରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ପୁଣି ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଦ ଘରୁ ମିଳିଲା ମହିଳାଙ୍କ ସନ୍ଦେହଜନକ ମୃତଦେହ। ବେକରେ ଦଉଡି ଲଗାଇ ଝୁଲି ଯାଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ। ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା…

୧୨ ଜିଲ୍ଲାରେ ହେବ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ

ଭୁବନେଶ୍ୱର : ୫-ଟି ଯୋଜନାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଟ୍ରକ ଟର୍ମିନାଲ । ଏହି ଟର୍ମିନାଲରେ ଟ୍ରକ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ରହିବ । ଖାଲି ପାର୍କିଂ ନୁହେଁ, ଏହା ସହ ସର୍ଭିସିଂ, ଗ୍ୟାରେଜ, ସ୍ପେୟାର ପାର୍ଟସ ଦୋକାନ, ଗୋଦାମ, ଡ୍ରାଇଭର ଓ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ,…

ଶ୍ରୀମନ୍ଦିର ସୁରକ୍ଷା ଲାଗି କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି, କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦିଅ : ହାଇକୋର୍ଟ

କଟକ : ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି ? ଜଗମୋହନ ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟର ସ୍ଥିତି କଣ ଅଛି ? ମନ୍ଦିର ସୁରକ୍ଷାକୁ ନେଇ ଆଉ କଣ କରାଯାଇପାରିବ ? କ୍ଷେତ୍ର ପରିଦର୍ଶନ କରି ସେ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ କୋର୍ଟମିତ୍ର ବା…

ସୌମ୍ୟଜିତ୍‌ଙ୍କ ମାନସିକ ସ୍ଥିତି ଠିକ୍ ନାହିଁ, ସେ ପୁରା ଜେରାର ସମ୍ମୁଖୀନ ହୋଇଛନ୍ତି- ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ଆତ୍ମହତ୍ୟା ଘଟଣା ପରେ ପ୍ରଥମ ଦିନରେ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲା । ସମସ୍ତ ପ୍ରଶ୍ନର ଜେରାର ସମ୍ମୁଖୀନ ହୋଇଛନ୍ତି ସୌମ୍ୟଜିତ୍ ମହାପାତ୍ର ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ଵେତାଙ୍କ ବାପା ପରିବାର ଲୋକଙ୍କ…

ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଓ ଛୁଆ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ଠାରେ ବୁଧବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ଟ୍ରକ୍ ଧକ୍କା ଦେବାରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ବାମୀ ଓ ଛୁଆ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ…

ଅସୁରକ୍ଷିତ ହୀରାକୁଦ ଡ୍ୟାମ୍, ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ

ଅସୁରକ୍ଷିତ ହୀରାକୁଦ ଡ୍ୟାମ୍ । ଡ୍ୟାମର ସୁରକ୍ଷା ନେଇ ଚିଫ୍ ଇଞ୍ଜିନିୟରଙ୍କ ରିପୋର୍ଟ ତଲବ । ହୀରାକୁଦ ସ୍ପିଲୱେରେ ଫାଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଡ୍ୟାମ ସେଫ୍ଟି ଚିଫ୍ ଇଂଜିନିୟର । ଏହି ଫାଟ ଚିନ୍ତାର ବିଷୟ ଏବଂ ଏହାକୁ ଅନୁଧ୍ୟାନ ନିଆଯିବାର ଆବଶ୍ୟକତା ରହିଛି ବୋଲି ଚିଠି…