Browsing Category

ଓଡିଶା

ମାଟିରେ ମିଶିବ ବାଦାମବାଡ଼ି ବାଣିଜ୍ୟକର ବିଭାଗର ୭୨ କ୍ବାର୍ଟର୍ସ

କଟକ: ମାଟିରେ ମିଶିବ ବାଦାମବାଡ଼ି ନ୍ୟୁ ଏଲ୍ଆଇସି କଲୋନିସ୍ଥିତ ବାଣିଜ୍ୟ କର ବିଭାଗର ୭୨ କ୍ବାର୍ଟର୍ସ। ଏହା ବଦଳରେ ବାଣିଜ୍ୟ କର ଜୋନ୍ କାର୍ଯ୍ୟାଳୟ ପାଇଁ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରାସାଦ। ଏସଂକ୍ରାନ୍ତରେ ବାଣିଜ୍ୟ କର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ ପକ୍ଷରୁ ବିଧିବଦ୍ଧ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମଝି ରାସ୍ତାରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ବାଣପୁର: ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ ଆଜି ସକାଳେ ନାରଣଦେଇପୁର ଗ୍ରାମର ଶ୍ୟାମ ବାରିକଙ୍କ ପତ୍ନୀ ଲୀଳାବତୀ ବାରିକଙ୍କୁ…

ବଜ୍ରାଘାତରେ ୪ ମହିଳା ମୃତ, ୨ ଗୁରୁତର

ମାଲକାନଗିରି : ବଜ୍ରଘାତ ନେଲା ଜୀବନ । ଏକାଥରକେ ୪ଜଣଙ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ମାଲକାନଗିରି ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶଗୁଡା ଗାଁର ଘଟିଛି ଘଟଣା…

ଫି’ ପାଇଁ ପିଲା ବନ୍ଦୀ ପ୍ରସଙ୍ଗ, ଘରୋଇ ସ୍କୁଲରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓଙ୍କ ତଦନ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ସ୍କୁଲରେ ସ୍କୁଲ ଫି' ନଦେବାରୁ ପିଲା ବନ୍ଦୀ ଘଟଣା । ସ୍କୁଲରେ ତଦନ୍ତ କରିଛନ୍ତି ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ । ଏହି ଘଟଣାରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ, ଏହା ଶିକ୍ଷାର ବିରୁଦ୍ଧାଚରଣ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ।…

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ଯାଜପୁରରୁ କଟକ ଯାଉଥିଲେ ରୋଗୀ

ଯାଜପୁର: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ ଚାଳକ। ଯାଜପୁର କୁଆଖିଆ ଥାନା ତାରିଣୀ ଛକ ନିକଟରେ ଏଭଳି ଘଟଣା ଘଟିଛି । ଖବର ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ଏହି ଆମ୍ବୁଲାନ୍ସଟି ଜିଲ୍ଲା ମୁଖ୍ୟ…

୫ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ତେଜିଛି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ। ବୁଧବାର ଭୁବନେଶ୍ୱର କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ବାବୁଶାନଙ୍କ ସ୍ତ୍ରୀ ତୃପ୍ତି ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାମରେ…

କୃଷି ଅଧିକାରୀ ପରିଚୟ ଦେଇ ଲୁଟିନେଲେ ୪୧ହଜାର ଟଙ୍କା

ସିମୁଳିଆ: କୃଷି ଅଧିକାରୀ କହି ଅଭିନବ ଉପାୟରେ ଜୈନକ ବ୍ୟକ୍ତିଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଆକାଉଣ୍ଟରୁ ୪୧ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତର କରଂଜଗଡ଼ିଆ ଗ୍ରାମର ଗୌରହରି ଦାସଙ୍କ…

ବିଧାୟକଙ୍କ ଠାରୁ ଫିଡବ୍ୟାକ ନେବେ ନବୀନ

ଭୁବନେଶ୍ବର; ମନ୍ତ୍ରୀ ଓ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ବିଧାୟକଙ୍କ ଠାରୁ ଫିଡବ୍ୟାକ ନେବେ । ଲୋକଙ୍କ ସମସ୍ୟା ଓ ଅସୁବିଧା ସଂପର୍କରେ ବି ତଥ୍ୟ ନେବେ । ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଉପରେ ରହିବ ଫୋକସ । ବିଜେଡି ଇସ୍ତାହାରରେ ଦିଆଯାଇଥିବା…

ଠକେଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କଲା କାଳିଆପାଣି ପୋଲିସ

ଯାଜପୁର: ଯାଜପୁର ଜିଲ୍ଲାର କାଳିଆ ପାଣି ଥାନ ଅନ୍ତର୍ଗତ ବିର୍ସାନଗର ବସ୍ତି ର ଅଭିନାଶ ମହାନ୍ତି ମେ ମାସ 10ତାରିଖରେ ସାଇବର ଠକେଇରେ ଏକ ଲକ୍ଷ ତେପନ ହଜାର ଟଙ୍କାର ଶିଖାର ହୋଇଥିଲେ l ଏ ସମ୍ପର୍କରେ କାଳିଆପାଣି ଥାନରେ ଅଭିଯୋଗ କରିବା ସହ କଟକ ସାଇବର ଥାନରେ ସମ୍ପୂର୍ଣ ତଥ୍ୟ ଦେଇଥିଲେ l…

ରାଜ୍ୟରେ ଆଉ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ଶିଶୁ ସଂକ୍ରମିତ ଚିହ୍ନଟ…