Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ
ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ବଢି ପାଣି କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ଥିବା ବିପନ୍ନଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।!-->…
ଦବିଗଲା ଓଡ଼ିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ
ରାଉରକେଲା: ଦବିଗଲା ଓଡିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ । କୋଏଲ ନଦୀ ଉପରେ ଝାଡ଼ଖଣ୍ଡର ମନୋହରପୁର ନିକଟ ଦାନାପାଲି ପୋଲ ଦବି ଯାଇଥିବା ଜଣାପଡ଼ିଛି । ଫଳରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟତରେ ବିଧା ସୃଷ୍ଟି ହୋଇଛି । ଓଡ଼ିଶାର ରାଉରକେଲା ଓ ଝାଡ଼ଖଣ୍ଡର ମନୋହରପୁର ମଧ୍ୟରେ ଯାତାୟାତ ଏକ!-->…
ସାମ୍ବାଦିକଙ୍କୁ ଚପଲରେ ପିଟିଲେ ଯୁବତୀ
କଟକ: କଟକରେ ଵିଚ୍ ରାସ୍ତାରେ ସାମ୍ବାଦିକ ଓ ଯୁଵତୀ ପିଟାପିଟି । ଷ୍ଟାଡିୟମ ନିକଟରେ ଥିବା ସିଡିଏମ୍ଓ ଅଫିସ ନିକଟରେ ଜନୈକ ଯୁଵତୀ ଅକ୍ଷୟ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି।
ଖବର ଅନୁଯାୟୀ, ସାମ୍ବାଦିକ ଜଣକ ଦୀର୍ଘ ଵର୍ଷ ହେଵ ଏହି ଯୁଵତୀଙ୍କୁ ମିଡିଆରେ ଚାକିରୀ କରାଇଦେଵା!-->!-->!-->…
ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର : ଜଳ ସମ୍ପଦ ମନ୍ତ୍ରୀ
ଭୁବନେଶ୍ବର : ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ସ୍ଥିର ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୮ ଘଣ୍ଟା ହେବ ନଦୀରେ ବନ୍ୟାଜଳ ସ୍ଥିର ରହିଛି । ବାଲେଶ୍ବର ଜିଲ୍ଲାର ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ!-->…
ମୁଖ୍ୟସ୍ରୋତକୁ ଫେରିଲେ୧୫୦ରୁ ଅଧିକ ମାଓ ସମର୍ଥକ, ଭାଙ୍ଗିଲେ ନକ୍ସଲ ସହିଦ ସ୍ମୃତି ସ୍ତମ୍ଭ
ଚିତ୍ରକୋଣ୍ଡା: ନକ୍ସଲଙ୍କ ହାତ ଛାଡ଼ି ବିକାଶ ଓ ପ୍ରଗତିକୁ ବାଛିଲେ ସ୍ୱାଭିମାନ ଅଞ୍ଚଳବାସୀ। ଜଣେ କି ଦୁଇ ଜଣ ନୁହେଁ ଦେଢ଼ ଶହରୁ ଅଧିକ ମିଲିସିଆ ଅର୍ଥାତ ମାଓ ସମର୍ଥକ ଆଜି ମୁଖ୍ୟସ୍ରୋତକୁ ଫେରିଛନ୍ତି। ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି, ଆଉ ଶପଥ ବି ନେଇଛନ୍ତି, ଆଉ କେବେ ବି ପଛକୁ!-->…
ମଦ୍ୟପ ସାଙ୍ଗଙ୍କ ଉନ୍ମତ୍ତ କାଣ୍ଡ: ନିଶାରେ ବ୍ଯକ୍ତିଙ୍କ ମଳଦ୍ଵାରରେ ଭର୍ତ୍ତି କରିଦେଲେ ଷ୍ଟିଲ ଗ୍ଲାସ୍
ବ୍ରହ୍ମପୁର: ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ସୁରତରେ କିଛି ମଦ୍ୟପ ସାଙ୍ଗ ମାନେ ଜଣେ ବ୍ୟକ୍ତିଙ୍କ ମଳଦ୍ଵାର ଯୋଗେ ଷ୍ଟିଲ ଗ୍ଲାସକୁ ଶରୀର ଭିତରେ ଭର୍ତ୍ତି କରି ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ହେଲେ ବୁଗୁଡ଼ା ବାଲିପଦର!-->…
ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୧,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୪।
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୫, ବରଗଡ ୧୧, ଭଦ୍ରକ ୩, ବଲାଙ୍ଗୀର ୧୪, ବୌଦ୍ଧ ୧, କଟକ!-->!-->!-->…
କେନ୍ଦୁଝର ବଡ଼ବିଲ ଶାରଦା ମାଇନ୍ସ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ
ବଡ଼ବିଲ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଶାରଦା ମାଇନ୍ସ ଉପରେ ଅତର୍କିତ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର । ବେଆଇନ୍ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ!-->!-->!-->…
ବନ୍ୟା ବିପନ୍ନ ମହିଳାଙ୍କୁ ମିଳିବ ମାଗଣା ସାନିଟାରୀ ପ୍ୟାଡ୍
ଭୁବନେଶ୍ୱର: ରାଜ୍ୟରେ ଏବେ ବି ବନ୍ୟା ସ୍ଥିତି ବଜାୟ ରହିଛି । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସରକାର । ଏଣିକି ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବେ ସରକାର । ମାଗଣା ସାନିଟାରୀ ପ୍ୟାଡ ବାଣ୍ଟିବା ଚିଠି ଲେଖିଛନ୍ତି ଏସଆରସି । ବନ୍ୟା ପ୍ରଭାବିତ ଅଞ୍ଚଳର!-->…
ବାଲେଶ୍ବରର ୪ଟି ବ୍ଲକରେ ବନ୍ୟା ଲାଗି ସ୍କୁଲ ଛୁଟି ଘୋଷଣା
ବାଲେଶ୍ୱର: ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ସ୍କୁଲ ଛୁଟି ନିଷ୍ପତ୍ତି । ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ରହିଛି । ବସ୍ତା, ବାଲିଆପାଳ, ଜଳେଶ୍ବର, ଭୋଗରାଇ ବ୍ଲକରେ ସ୍କୁଲ ଛୁଟି କରିବାକୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ!-->…