Browsing Category

ଓଡିଶା

ବନ୍ୟା ବିପନ୍ନଙ୍କୁ ମିଳିଲାନି ପଲିଥିନ, ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ

ବନ୍ୟା ପ୍ରଭାବିତ ଲୋକଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଲେ ଜିଲ୍ଲା ପରିଷଦ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ । ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଉଫୁଲା ପଂଚାୟତ ଖମ୍ବେଶ୍ୱରୀପାଲି ଗ୍ରାମର ଅନେକ ଲୋକଙ୍କ ଘର…

ନେତାଜୀ ବସ୍ ଟର୍ମିନାଲ୍‌ ନିର୍ମାଣ: ରିଂରୋଡ୍‌ ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କଲେ ମେୟର୍‌ ଓ କମିସନର୍‌

କଟକ: କଟକ ମହାନଗର ନିଗମ (ସିଏମସି) ମେୟର୍‌ ସୁବାସ ସିଂହ ଓ କମିସନର ନିଖଳ ପବନ କଲ୍ୟାଣ ଶନିବାର ଅପରାହ୍ନରେ ଖାନନଗର ଠା‌ରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏ ନେଇ କାମ କରୁଥିବା ଏଜେନ୍ସି ଓ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।…

ବୈତରଣୀରେ କୁମ୍ଭୀର, ଲୋକେ ଭୟଭୀତ

ଧାମନଗର: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଆନନ୍ଦପୁର ପଞ୍ଚାୟତର ନିର୍ମାଣାଧୀନ ବୈତରଣୀ ସେତୁ ନିକଟରେ ଶନିବାର ଅପରାହ୍ନରେ ନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ନଦୀରେ କୁମ୍ଭୀର ଭାସୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ମହାନଦୀ ସ୍ରୋତରେ ଭାସିଯାଇଥିବା ୫୦ ଯାତ୍ରୀ ସୁରକ୍ଷିତ ଉଦ୍ଧାର

କେନ୍ଦ୍ରାପଡ଼ା: ମହାନଦୀ ସ୍ରୋତରେ ଭାସିଯାଇଥିବା ଡଙ୍ଗାରେ ସମସ୍ତେ ସୁରକ୍ଷିତ ଉଦ୍ଧାର ହାଇଛନ୍ତି। ସମସ୍ତ ୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ମେରାଇନ୍‌ ପୋଲିସ ଉଦ୍ଧାର କରିଛନ୍ତି। ଏହି ଡଙ୍ଗାଟି ପାରାଦୀପ ପଟୁ ବାହାକୁଦ ଆଡ଼କୁ ଆସୁଥିଲା। ପ୍ରଖର ସ୍ରୋତରେ ୪ କିମି ପର୍ଯ୍ୟନ୍ତ…

ହୀରାକୁଦରୁ ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ ଜାରି

ସମ୍ବଲପୁର: ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ମାତ୍ର ୪ ଟି ଗେଟ୍ ଖୋଲା ରହିଛି । ଆଜି ସକାଳେ ୨୦ ଟି ଗେଟ ଖୋଲାଥିଲା । ପର୍ଯ୍ୟାୟ କ୍ରମେ ଆଜି ୧୬ ଟି ଗେଟ ବନ୍ଦ କରାଯାଇ ଆଉ ମାତ୍ର ୪ ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସନ କରାଯାଉଛି । ବର୍ତମାନ ହିରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୬୨୦.୫୦ ଫୁଟ…

ଚଳିତ ବର୍ଷ ଜମିବ କଟକ ବାଲିଯାତ୍ରା: ଚିହ୍ନଟ କରାଯିବ ୧୦୦ ଏକର ଜାଗା

କଟକ: ଏଥର ଜମିବ କଟକ ବାଲିଯାତ୍ରା । ଚଳିତ ବର୍ଷ କଟକ ବାଲିଯାତ୍ରାକୁ ବୃଦ୍ଧି କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଶହେ ଏକର ଜାଗା ଚିହ୍ନଟ କରାଯିବ । ୧୬ ଶହ ଷ୍ଟଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୨ ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେବାକୁ ଥିବାରୁ ଭିଡ…

ନିୟମ ଭାଙ୍ଗି ବାରିମୂଳ ଆଶ୍ରମରେ ପୂଜା କଲେ ସାରଥୀ ଭକ୍ତ

କେନ୍ଦ୍ରାପଡା: ଆତ୍ମଘୋଷିତ ବାବା ସାରଥୀଙ୍କୁ ଭୁଲି ପାରୁ ନାହାନ୍ତି ତାଙ୍କ ଭକ୍ତ। ଜନ୍ମାଷ୍ଟମୀ ସମୟରେ ସାରଥୀଙ୍କ ଆଣ୍ଠୁଅ ଗୋପାଳ ବେଶକୁ ଭାରି ମନେ ପକାଉଛନ୍ତି। ତେଣୁ ଅଦାଲତଙ୍କ ପକ୍ଷରୁ ସମସ୍ତ ବାରଣ ସତ୍ତ୍ଵେ କେନ୍ଦ୍ରାପଡା ସହର ଉପକଣ୍ଠ ବାରିମୂଳର ବହୁ ଚର୍ଚ୍ଚିତ ସାରଥି ଆଶ୍ରମକୁ…

ଓଡ଼ିଶା ବିଧାନସଭାରେ ସଦ୍‌ଭାବନା ଦିବସ ପାଳିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ସଦ୍‌ଭାବନା ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ନିମନ୍ତେ ଶପଥ…

ସରକାରୀ ମହାବିଦ୍ୟାଳୟରେ ୩୩୪ ଜଣଙ୍କୁ ଦିଆଯିବ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ୩୩୪ ଜଣ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ହେବେ। ଏମାନଙ୍କ ମଧ୍ୟରେ ୧୮ ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ (ପିଇଟି), ୨୫ ଜଣ କନିଷ୍ଠ ଗ୍ରନ୍ଥାଗାରିକ (ଜୁନିଅର ଲାଇବ୍ରେରିଆନ୍‌) ଏବଂ ୨୯୧ ଜଣ…

ଭୁଲ ପାଇଁ କ୍ଷମା ମାଗିଲେ ଓଲିଉଡ ଷ୍ଟାର ବାବୁସାନ

ଭୁବନେଶ୍ବର, ୨୦।୮ ଭୁଲ ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ଓଲିଉଡ ଷ୍ଟାର ବାବୁସାନ। ଭୁଲ ପାଇଁ ସେ ଅନୁତାପ ମଧ୍ୟ କରିଛନ୍ତି । ଏମିତି ଭୁଲ ଆଉ ହେବ ନାହିଁ । ମୋ ସ୍ତ୍ରୀ ଓ ଶ୍ବଶୁର ମୋ ପାଇଁ ବହୁତ କଷ୍ଟ ଭୋଗିଲେନି ବୋଲି ସେ ଏକ ଭିଡିଓରେ କହିଛନ୍ତି। ଏକ ଭିଡିଓରେ ସେ କହିଛନ୍ତି ଯେ…