Browsing Category

ଓଡିଶା

କାର ସହ ତିନିଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ଦୁଇ ଗିରଫ

କଟକଛ କଟକ ସଦର ଥାନା ଗୋପାଳପୁର ଛକରେ ଏକ କାରରେ ଯାଉଥିବା ଷାଠିଏ କେଜି ଚୋରା ଗଞ୍ଜେଇକୁ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ। ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା। ଏହି ଗଞ୍ଜେଇ ଗଞ୍ଜାମର କୋଦଳାରୁ…

ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ, ଫାଙ୍କା ଗୁଳିଚାଳନା

ସୁନ୍ଦରଗଡ଼:ଆଜି ଅପରାହ୍ନରେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ମସଜିଦରେ ମୁସଲିମ ସମ୍ପ୍ରଦାୟର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍, ଧସ୍ତାଧସ୍ତି ହୋଇ ଥିବାବେଳେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଫାଙ୍କା ଗୁଳିଚାଳନା କରିଥିବା ପୁଲିସ ସୂଚନା ଦେଇଛି। ଖବର ପାଇ…

ନିମାପଡ଼ା ବନ୍ୟା ପାଣିରେ ବିରଳ ମାଛ

ଏ ଫଟୋ ଦେଖି ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ ମାଛଟି ଚାଲି ଆସିଥିବା ଅନୁମାନ କରାଯାଉଛି । ଚିତ୍ର ବିଚିତ୍ର ମାଛଟି ଦେଖିବାକୁ ଭାରି…

ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ବର: ଜୟଦେବ ବିହାରରେ ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେହେନାଜ ମଲ୍ଲିକ ଓ ଚିତ୍ତରଞ୍ଜନ ନାୟକ ଗିରଫ। ସେମାନଙ୍କ ଠାରୁ ଖଣ୍ଡା ଓ ବାଇକ ଜବତ କରିଛି ପୋଲିସ। ଏମାନଙ୍କ ଘର ବୋଲଗଡ଼, ଏମାନେ ଭୁବନେଶ୍ବରର ବାଜପେୟୀ ନଗରରେ ଭଡାଘରେ…

ହୀରାକୁଦରେ ୨୦ ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ

ଭୁବନେଶ୍ଵର: ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ଏବଂ ଏହାରି ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବନ୍ୟା ପ୍ରଭାବିତ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି।…

ବାଲି ଚୋରା ଚାଲାଣକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ ବାଲି ଚୋରା ଚାଲାଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତାଙ୍କ ଅଭିଯୋଗ କ୍ରମେ, ଜୟଦେବ ବିଧାନସଭା କ୍ଷେତ୍ରର ବାଲିଅନ୍ତାରେ ରହିଛି…

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

କଟକ: ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ଆଉ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡା ଗାଁରେ । ସକାଳୁ ସକାଳୁ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହେବାରୁ ୪ଜଣଙ୍କର ସ୍ବାସ୍ଥ୍ୟବସ୍ଥା…

ଆଜି ରାତିରୁ ପ୍ରବଳ ବର୍ଷା, ଓଡିଶାର ୪ ନଦୀ ବଢିବାର ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଅବପାତ ଆଣୁଛି ବଡ଼ ବର୍ଷା । ଆଜିଠାରୁ ରାଜ୍ୟରେ ଭୀଷଣ ବର୍ଷା ହେବ । ପ୍ରବଳ ବର୍ଷା ସମ୍ଭାବନା ପାଇଁ ୪ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଆଲର୍ଟ କରାଯାଇଛି । ଆଜି ରାତିରୁ ପ୍ରବଳ ବର୍ଷା ହେବ । ଉପରମୁଣ୍ଡରେ ବର୍ଷା ହେଲେ ୪ଟି ନଦୀ…

ପ୍ରାଣୀଧନ ଚିକିତ୍ସା ଓ ଟିକାକରଣ ୟୁଜର୍ସି ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି' ଛାଡ଼ କଲେ ରାଜ୍ୟ ସରକାର । ସମ୍ପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସମ୍ପଦ ଚିକିତ୍ସା ଓ ଟିକାକରଣ ଆଦିକୁ ୟୁଜର୍ସ ଫି'…

ପାର୍ବଣ ପାଇଁ ମହାନଦୀ ଓ କାଠଯୋଡ଼ିରୁ ଉଠିଲା ମାଟି

କଟକ: ପାରମ୍ପରିକ ରୀତିନୀତିରେ କଟକ ସହରର ବିଭିନ୍ନ ପୂଜାମଣ୍ଡପ ଶାରଦୀୟ ଦୁର୍ଗାପୂଜା ପାଇଁ ପବିତ୍ର ମହାନଦୀ ଓ କାଠଯୋଡ଼ିରୁ ମାଟି ଉଠାଇଛନ୍ତି। କିଛି ମଣ୍ଡପ ଗତକାଲି ପବିତ୍ର ଜନ୍ମାଷ୍ଟମୀରେ ମାଟି ଉଠାଇ ଥିବା ବେଳେ ଅଧିକାଂଶ ମଣ୍ଡପ ଆଜି ପବିତ୍ର ନନ୍ଦୋତ୍ସଵରେ ମାଟି ଉଠାଇଛନ୍ତି। …