Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପିପିଲି ଭାର୍ଗବୀ ନଦୀରେ ଏକାଧୀକ ଘଳିଆ
ପିପିଲି: ଭାର୍ଗବୀ ନଦୀ ନୂଆଶାସନରେ ସୃଷ୍ଟି ହେଲା ଘଳିଆ । ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଳିଆ ବନ୍ଦ କରିବାକୁ ଚେଷ୍ଟା କରୁଛି । ତେବେ ନଦୀ ବନ୍ଧର ପଶ୍ଚିମ ପାର୍ଶ୍ଵ ଘଳିଆ ଆୟତ୍ତ ହେଉନଥିବାରୁ ଚିନ୍ତାରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ।
ବାଲି ବସ୍ତା ବଲ୍ଲା ଦେଇ ଘଳିଆ କୁ!-->!-->!-->…
ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି
ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି । ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା!-->…
୧୯ରେ ସୃଷ୍ଟି ହେବ ଲଘୁଚାପ, ପ୍ରଭାବରେ ୧୮ରୁ ୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଅଗଷ୍ଟ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୧୮ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ତେବେ ୧୯ ଏବଂ ୨୦ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ରେ ରାଜ୍ୟରେ!-->…
କାଣୀ ନଦୀରେ ୧୫୦ଫୁଟ ଓ ପାଇକା ନଦୀରେ ୫୦ ଫୁଟର ଘାଇ
ଯାଜପୁର: ମହାନଦୀ ଓ ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ଦୁଃଖର ସାମ୍ନା କରୁଛନ୍ତି। ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି।!-->…
ବୈତରଣୀରେ ଭାସିଗଲେ ଯୁବକ, ଅଗ୍ନିଶମ ବିଭାଗ ପକ୍ଷରୁ ତଲାସି ଜାରି
ଭଦ୍ରକ: ରାଜ୍ୟରେ ବନ୍ୟାଜଳକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏହାରି ମଧ୍ୟରେ ଭଦ୍ରକ ଚାନ୍ଦବାଲି ବ୍ଲକ୍ ଆରଡ଼ିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୈତରଣୀରେ ନଦୀରେ ଭାସିଯାଇଛନ୍ତି ମୁଆଁଗାଁର ଜଣେ ଯୁବକ । କୁମ୍ଭୀର ଟାଣି ନେଇଥିବା ସୂଚନା ମିଳିଥିବା ବେଳେ ଖୋଜାଖୋଜି ଜାରି ରହିଛି ।!-->…
ହୀରାକୁଦ ଡ୍ୟାମ୍ରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଦ୍ବିତୀୟ ଦିନରେ ୪୦ଟି ସ୍ଲୁଇସ୍ ଗେଟ ମାଧ୍ୟରେ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ସନ୍ଧ୍ୟା ପରଠାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଦୁର୍ଦ୍ଦଶା ହ୍ରାସ!-->…
ପାରୋଲରେ ଆସି ଅପରାଧ ଘଟାଉଥିବା ହାର୍ଡକୋର କ୍ରିମିନାଲ ଗିରଫ
ଭୁବନେଶ୍ବର: କମିଶନରେଟ ପୋଲିସକୁ ସଫଳତା। ବନ୍ଧା ହେଲା ହାର୍ଡକୋର । ଭୁବନେଶ୍ୱରରେ କିଛି ମାସ ତଳେ ସିରିଜ ଚୋରି ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ପ୍ରକାଶ ନାୟକ ।ସାମନ୍ତରାପୁର, ଯାଆଁଳା, ସୌଭାଗ୍ୟନଗର ଜୁଏଲାରୀ ଦୋକାନ ଲୁଟ ଘଟଣାରେ ଏହି ଅଭିଯୁକ୍ତ ସାମିଲ!-->…
ବନ୍ୟା ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ପ୍ରଭାବିତ ହୋଇଛି। ତେବେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁ ରଖିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ!-->…
ମୁଣ୍ଡଳିରେ କମୁଛି ଜଳସ୍ତର; ମହାନଦୀରେ ୧୦ ଲକ୍ଷ ୯୬ ହଜାର ୯୮୦ କ୍ୟୁସେକ ଜଳ ପ୍ରବାହିତ
କଟକ: ମୁଣ୍ଡଳୀରେ କମୁଛି ଜଳ ସ୍ତର। ଗତକାଲି ପିକ୍ ଫ୍ଲଡ ଅତିକ୍ରମ କରିବା ପରେ ମୁଣ୍ଡଳିରେ ଜଳ ପ୍ରବାହ ଲଗାତାର ଭାବେ କମିବାରେ ଲାଗିଛି ହୀରାକୁଦରେ ମଧ୍ୟ ଜଳସ୍ତର କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।
ହୀରାକୁଦରେ ଗତକାଲି ଖୋଲାଯାଇଥିବା ଗେଟର!-->!-->!-->…
ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବାତିଲ ହେଲା ପରୀକ୍ଷା
ଭଦ୍ରକ : ସ୍କୁଲରେ ଲହଡ଼ି ମାରୁଛି ବନ୍ୟାପାଣି। ପରୀକ୍ଷା ନ ଦେଇ ଫେରିଗଲେ ଛାତ୍ରଛାତ୍ରୀ। ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷାକୁ ବାତିଲ କଲେ ପ୍ରଧାନଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ କାସିମପୁର ପଞ୍ଚାୟତର ହେମେନ୍ଦ୍ର ନାଥ!-->…