Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
CBSE ଦଶମ ପରୀକ୍ଷାରେ ଟପ୍ପର ହୋଇଥବା ଓଡ଼ିଶାର ୨ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ ରୁ ୫୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ। ଗତକାଲି (ବୁଧବାର) CBSE ଦଶମ ପରୀକ୍ଷା ଫଳାଫଳ ଘୋଷଣା ହୋଇଛି। ଟିନା ପୁରୀର ମଦର୍ସ ପବ୍ଲିକ୍ ସ୍କୁଲର!-->…
OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ, କାମ କରିବନି କୌଣସି ସୁପାରିଶ
ଭୁବନେଶ୍ୱର : ଓଡ଼ିଶାରେ OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ । ବଦଳି ପାଇଁ କାମ କରିବନି ପାର୍ଟି ନେତାଙ୍କ ଚିଠି । ପ୍ରଥମ ୬ ବର୍ଷ ଗାଁ ଗହଳିରେ କାମ କରିବାକୁ ପଡ଼ିବ। ରାଜ୍ୟ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଜନସାଧାରଣଙ୍କ ଅଭିମୁଖୀ କରିବା ପାଇଁ ଓଡ଼ିଶା!-->…
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ
ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସରଣ୍ ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ- ନକ୍ସଲ ଗୁଳି ବିନିମୟ ଜାରି ରହିଛି । ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ!-->…
ମାଟ୍ରିକରେ ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ ଟିନା ରଥ
ଭୁବନେଶ୍ୱର : ଅପ୍ରିଲ୍ ୧୫ରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକଣ୍ଡାରି ଏଜୁକେସନ୍ (ସିବିଏସ୍ଇ)ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷା ପାଇଁ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଯେଉଁଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ । ପୁରୀ!-->…
ସ୍କୁଲ ଗେଟ୍ ଭୁଶୁଡ଼ି ୨ ଛାତ୍ରୀ ମୃତ
ଗଜପତି:ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ରୁବୁଡିସିଂ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ବୁଧବାର ଘଟିଛି ବଡ଼ ଅଘଟଣ। ସ୍କୁଲର ଗେଟ୍ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଚତୁର୍ଥ ଶ୍ରେଣୀ ଛା୍ତ୍ରୀ ହୋଇଥିବା ବେଳେ ଆଉ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ।
ପିଲାମାନେ!-->!-->!-->…
ନିର୍ବାଚନ ଫଳାଫଳ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ହିମନ୍ତ ବିଶ୍ୱ ଶର୍ମା
ଭୁବନେଶ୍ବର: ଆସାମ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହିମାନତା ବିଶ୍ୱ ଶର୍ମା।ବୁଧବାର ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହିମାନତା। ଏହି ସମୟରେ ସେ ଗଣମାଧ୍ୟମକୁ ବୟାନ ଦେଇ ରାହୁଲ ଗାନ୍ଧୀଙ୍କୁ!-->…
ଲୋକାର୍ପିତ ହେଲା ମୋକିମଙ୍କ ନୂଆ ଦଳ: ସଭାରେ ଝିଅ ସୋଫିଆ
ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଛି। ମହମ୍ମଦ ମୋକିମଙ୍କ ନେତୃତ୍ବରେ ନୂଆ ଆଞ୍ଚଳିକ ଦଳର ଲୋକାର୍ପଣ!-->…
ସମ୍ବିଧାନ ସଂଶୋଧନ ବିଲ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସମ୍ବିଧାନ ସଂଶୋଧନ ବିଲ୍ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଏହି ବିଲ୍ ଦ୍ବାରା ଲୋକସଭା ଆସନ ସଂଖ୍ୟା ବଢ଼ିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ‘ଲୋକସଭା ଆସନ ସଂଖ୍ୟା!-->…
ପ୍ରକାଶ ପାଇଲା CBSE ମାଟ୍ରିକ ପରୀକ୍ଷା ଫଳ, ବାଜି ମାରିଲେ ଛାତ୍ରୀ
ଭୁବନେଶ୍ବର: ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ପୁଣି ବାଜି ମାରିଛନ୍ତି ଛାତ୍ରୀ । ପୁଅଙ୍କୁ ପଛରେ ପକାଇଲେ ଝିଅ । ଛାତ୍ରୀଙ୍କ ପାସ ହାର ୯୪.୯୯ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସହାର ୯୨.୬୦ ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ସଫଳତା ହାର ପ୍ରାୟ!-->…
ଦମ୍ପତିଙ୍କୁ ଚାପି ଦେଲା ଟ୍ରକ: ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଚାପି ଦେଲା ପିଡିଏସ୍ ଚାଉଳ ଟ୍ରକ। ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର। ମୃତକ ହେଉଛନ୍ତି ଢେଙ୍କାନାଳ ଟାଉନଥାନା ରଗଡିସାହିର ଶ୍ୟାମସୁନ୍ଦର ନାୟକ । ଶ୍ୟାମସୁନ୍ଦରଙ୍କ ସ୍ତ୍ରୀ ଭାରତୀ ନାୟକଙ୍କୁ ଗୁରୁତର!-->…