Browsing Category

ଓଡିଶା

ଓଡ଼ିଶାରେ ଆଉ ୭୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଏକ ହଜାର ତଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୦୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି…

ବୋହୂର ମୃତ୍ୟୁ ପରେ ସ୍ୱାମୀ, ଶାଶୂ- ଶ୍ୱଶୁର ଫେରାର

କେନ୍ଦ୍ରାପଡା : ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିl ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ମୃତଦେହ ଶାଶୂ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲାl ଏ ନେଇ ସସ୍ମିତାଙ୍କ…

ସିଏମ୍‌ସି କାଉନ୍‌ସିଲ୍‌ ବୈଠକ

କଟକ: କଟକ ପୌର ନିଗମର ବିଭିନ୍ନ ୱାର୍ଡର ସମସ୍ୟା ଦେଖିବା ପାଇଁ କମିସନର ଯାଉଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କୁ ସାଙ୍ଗରେ ନିଅନ୍ତୁ। କଟକ ପୌର ନିଗମ କାଉନସିଲ୍ ବୈଠକରେ ଆଜି ଏଭଳି ଦାବି କରିଛନ୍ତି କର୍ପୋରେଟର ସନ୍ତୋଷ କୁମାର ଭୋଳ, ଦୀପକ କୁମାର ଦାସ, ସୁଭାଶିଷ କୁମାର ପଟ୍ଟନାୟକ…

 OSLର କର୍ମଚାରୀ ତୌସିଫ ଖାନ୍‌ ସିବିଆଇରେ ହାଜର

ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ସିବିଆଇ ତଦନ୍ତ ଆଗକୁ ବଢ଼ିବା ସହ ବଢୁଛି ଗିରଫଦାରୀ ସଂଖ୍ୟା । ଏଯାଏ ୬ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ । ସମସ୍ତଙ୍କୁ ମୁହାଁମୁହିଁ ଜେରା ଚାଲିଛି । ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ଓ ବିଲଡର ଶିଶିର ଦାସଙ୍କୁ ଗିରଫ ପରେ ରିମାଣ୍ଡରେ…

ନଦୀ ବାଲିରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡା: ନଦୀ ପଠାରେ ଅଜଣା ଯୁବୀତଙ୍କ ମୃତଦେହ ଠାବ । ଆଜି(ରବିବାର) ନୂଆପଡା ଜିଲ୍ଲା କାପସି ଉଦନ୍ତୀ ସେତୁ ନିକଟରେ ଏହି ମୃତଦେହଟି ଠାବ ହୋଇଛି । ମୃତଦେହ ନଦୀ ବାଲିରେ ଅଧା ପୋତି ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ନିକଟରେ ଯୁବତୀଙ୍କ ଏକ ହଳଦିଆ ରଙ୍ଗର ଡ୍ରେସ ମଧ୍ୟ ପଡିଛି…

ପୁଣି ଶ୍ରୀମନ୍ଦିରରେ ଅଘଟଣ; ସର ଘରେ ଲାଗିଲା ନିଆଁ

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ଶ୍ରୀମନ୍ଦିର ରୋଷ ଘର ନିକଟ ‘ସର ଘର’ରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡରେ ମହାପ୍ରସାଦ ରନ୍ଧନ ପାଇଁ ଥିବା କିଛି ସାମଗ୍ରୀ ପୋଡ଼ି ଯାଇଛି । ସେଠାରେ ଉପସ୍ଥିତ ଥିବା ସେବକମାନେ ନିଆଁକୁ ଆୟତ୍ତ କରିଛନ୍ତି । ଯାହାଫଳରେ ଅଧିକ କ୍ଷୟକ୍ଷତି ଘଟିନାହିଁ ।…

ଗୃହରକ୍ଷୀମାନଙ୍କ ପାଇଁ ଖୁସି ଖବର : ୩୮ ପ୍ରତିଶତ ବଢିଲା ଡ୍ୟୁଟି କଲ୍‌ ଅପ୍‌ ଭତ୍ତା

ଭୁବନେଶ୍ବର : ରାଜ୍ୟର ଗୃହରକ୍ଷୀ ମାନଙ୍କ ପାଇଁ ଖୁସି ଖବର। ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍‌ ଅପ୍‌ ଭତ୍ତାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୩୮ ପ୍ରତିଶତ ବୃଦ୍ଧି ପାଇଛି ଡ୍ୟୁଟି କଲ୍‌ ଅପ୍‌ ଭତ୍ତା। ପୂର୍ବରୁ ଡ୍ୟୁଟି କଲ୍‌ ଅପ୍‌ ଭତ୍ତା ୯୦୦୦ ମିଳୁଥିଲା ଏବେ ତାହା ବୃଦ୍ଧି କରାଯାଇ…

ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣ ଜାରି

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବିରେ ନିଜ ପ୍ରେମିକ ଘର ସାମ୍ନରେ ଜଣେ ମହିଳା ଧାରଣା ଦେବା ଘଟଣା ଆଜକୁ ପାଞ୍ଚ ଦିନରେ ପହଞ୍ଚିଛି । ଗାନ୍ଧୀ ନଗରର ଅଞ୍ଚଳର କେ. ଦୀପିକା(୨୯) ନାମଙ୍କ ଏହି ମହିଳା ଦେଶୀ ବେହେରା ସାହିର କେ. ଦିଲ୍ଲୀପ କୁମାରଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।…

ରାଜ୍ୟରେ ବର୍ଷା ଜାରି: ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୧୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ…

ପ୍ରବଳ ବର୍ଷାରେ ବୁଡିଲା ମୋ ବସ, ପହଁରି ପହଁରି ବର୍ତ୍ତିଲେ ବସଯାତ୍ରୀ

ଜଟଣୀ: ପ୍ରବଳ ବର୍ଷାରେ ବେହାଲ ରାଜ୍ୟ । ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ପାଣିରେ ବୁଡ଼ିଯାଇଛି ମୋ ବସ୍ । ବସ୍‌ଟି ଜଟଣୀରୁ ଭୁବନେଶ୍ବର ଆସୁଥିଲା । ବସ୍ କର୍ମଚାରୀ ଓ…