Browsing Category

ଓଡିଶା

କାଲି ଓଡ଼ିଶା ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ: ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହାଙ୍କ ପାଇଁ ସୁରକ୍ଷାର ଛାଉଁଣି । ତେବେ ଶାହାଙ୍କ ଏହି ଗସ୍ତ ରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ତାଙ୍କ ସହିତ ରହିବେ ବୋଲି ଆଶା କରାଯାଉଛି ।ସୂଚନାମୁତାବକ ଓଡିଆର ଦୈନିକ ଖବର…

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ବେଳେ ବିମଖାଲ, ନୟାପଲ୍ଲୀରେ ପାଣି ଜମିରହିଛି । ରାସ୍ତାରେ ପାଣି ଚାଲିବା ଯୋଗୁ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି । ତେବେ କାଲି ଲଘୁଚାପ ଥିବା ବେଳେ ୧୦ତାରିଖ ଯାଏଁ ପ୍ରବଳରୁ…

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ନିସ୍ତୁକ ମାଡ଼

ବ୍ରହ୍ମପୁର: ମଦ ଧରପଗଡ଼ ବେଳେ ତହସିଲଦାରଙ୍କୁ ମାଡ଼ । ବ୍ରହ୍ମପୁର ପାତ୍ରପୁର ତହସିଲଦାର ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ । ଏହି ସମୟରେ ମଦ କାରବାର କରୁଥିବା ଲୋକ ତାଙ୍କୁ ଆକ୍ରମଣ କରିଥିଲେ । …

ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି

ଖୋର୍ଦ୍ଧା: ପିସି(PC) ମାଗିବା ଅଭିଯୋଗରେ ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି । ୩ ଲକ୍ଷର କାମ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାଙ୍ଗୀ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ୩୦ ହଜାର ଟଙ୍କା ପିସି ଦାବି କରିଥିଲେ । ଏହି ଘଟଣା ଜଣାପଡିବା ପରେ ସାଂସଦଙ୍କ…

ଯାଜପୁରରୁ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ଯାଜପୁର: ଜିଲ୍ଲାର ଛତିଆ ବିଟ୍‌କୁ ବଡ ସଫଳତା । ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଏକ କାର ଜବତ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଛତିଆ ବିଟ୍ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ପାଟ୍ରୋଲିଂ କରୁଥିଲା । ଏ ସମୟରେ ଏକ…

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଆଁରେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଯୋଗାଣ ବିଭାଗର ଦାୟିତ୍ୱ ନେବା ଦିନଠାରୁ ବଡ଼ ବାବୁଙ୍କ ହାକିମାତି। ସବୁ ସୌଜନ୍ୟତା ଭୁଲି, ଯାହାକୁ ଯା ଇଚ୍ଛା କହିଯାଉଥିଲେ। ବ୍ୟବହାର ବଦଳରେ ଦୁର୍ବ୍ୟହାର ଦେଉଥିଲେ। ଏଥିରୁ ବାଦ ପଡୁନଥିଲେ ମହିଳା କର୍ମଚାରୀ। ସହିବାର ସୀମା ଟପିଗଲା। ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ…

ବାହାରିନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ନିଜ ଘର ଛାଡ଼ି ବିଦେଶ ବହାରିନରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ନଜରକୁ ଆସିଛି । ସୂଚନା ଯେ ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର, ରାଜେନ୍ଦ୍ର କୁମାର ଆଦି…

୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର; ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ରେଜଲ୍ଟ ବାହାରିବ । CHSE କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦିଆଯାଇଛି । ଚଳିତବର୍ଷ କଳାରେ ୨ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ…

ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ବ୍ୟକ୍ତି ଯିଏ ସଂସଦରେ ଆଜି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ପ୍ରଦାନ କରିଛନ୍ତି । NDA ପ୍ରାଥୀ ଧନଖର ଏବଂ ମାର୍ଗାରେଟ୍‌ଙ୍କ ମଧ୍ୟରେ ନିର୍ବାଚନ ହେଉଛି । ସକାଳ ୧୦ଟାରୁ…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । …