Browsing Category

ଓଡିଶା

ପାଟଣାଗଡ ଓ କୁଚିଣ୍ଡାରେ ଖୋଲିବ ନୂଆ ITI

ଭୁବନେଶ୍ବର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ…

ଜୟପୁର ଓ ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ : କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ମାନସ ମଙ୍ଗରାଜ । ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ…

ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଗର୍ଭ ଗୃହରେ ଆଦ୍ରତା ଅଧିକ ରହୁଥିବା ରତ୍ନ…

ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ

ଭୁବନେଶ୍ୱର: ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ। ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ । ଭୁବନେଶ୍ୱର, କଟକ ପରି ରାଜ୍ୟର ଅନ୍ୟ ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଆଜି ଲୋକସଭା ଭବନରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା…

ଯାଜପୁର ପ୍ରେମିକ ଆତ୍ମହତ୍ୟା: ବ୍ଲାକମେଲିଂ ଅଭିଯୋଗରେ ପ୍ରେମିକା ସମେତ ୪ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଚାଉଳିଆ ଗାଁର ଶେଷଦେବ ସାହୁ ଆତ୍ମହତ୍ୟା ଘଟଣାରେ ନୂଆ ଟୁଇଷ୍ଟ । ଧରା ପଡିଲା ପ୍ରେମିକାର ମିଛ ପ୍ରେମ । ଟଙ୍କା ପାଇଁ ପ୍ରେମ ଜାଲରେ ଫସାଇ ଯୁବକଙ୍କୁ ପ୍ରତାରିତ କରିଥିଲେ ପ୍ରେମିକା । ଏପରିକି ନୂଆ ପ୍ରେମିକ ସହ…

ଅସନପାଟ ଆଶ୍ରମ ସ୍କୁଲର ୨୫ ଛାତ୍ରୀ ଅଜଣା ରୋଗରେ ଆକ୍ରାନ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଆସନପାଟ ଆଶ୍ରମ ସ୍କୁଲର ୨୫ ଜଣ ଛାତ୍ରୀ ଅଜଣା ରୋଗରେ ପୀଡିତ ହୋଇଥିବା ଖବର ମିଳିଛି। ସମସ୍ତ ଆକ୍ରାନ୍ତ ଅନୁସୂଚିତ ଜନଜାତି ବର୍ଗର ହୋଇଥିବାବେଳେ ସେମାନେ ଏସ ଏସ ଡି ବିଭାଗ ଦ୍ଵାରା ପରିଚାଳିତ ଅସନପାଟ ଆଶ୍ରମରେ ହଷ୍ଟେଲରେ ରହୁଛନ୍ତି। ଆଜି…

ମୃତ୍ୟୁ ପ୍ରମାଣପତ୍ର ପାଇଁ ୫ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ

ଖୋର୍ଦ୍ଧା: ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବ୍ୟକ୍ତି ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ତଥା ଭାରପ୍ରାପ୍ତ ଭାଇଟାଲ୍ ଷ୍ଟାଟିଷ୍ଟିକ୍ସ କିରାଣୀ ଅନୂପ କୁମାର ଶତପଥୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନାନୁସାରେ,…

କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର,୨/୮: କ୍ୟୁସିଆଇ ନାବେଟ ର‌୍ୟାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ…

କଳିଙ୍ଗ ଷ୍ଟାଡିୟମରେ ନେପାଳ-ବାଂଲାଦେଶ ଖେଳାଳି ହାତାହାତି

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ହକି ଗ୍ରାଉଣ୍ଡ ପାଲଟିଯାଇଛି ବ୍ୟାଟଲ ଗ୍ରାଉଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନେପାଳ ଏବଂ ବାଂଲାଦେଶ ଖେଳାଳି ହାତାହାତି ହୋଇଛନ୍ତି । ସାଫ ଫୁଟବଲ ମ୍ୟାଚ୍ ବେଳେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମାରପିଟ୍ ହୋଇଛି । କିଛି ସମୟ ପାଇଁ ମ୍ୟାଚ୍ ବନ୍ଦ ରହିବା ପରେ ମ୍ୟାଚ୍…

୩ଦିନିଆ ମାଲକାନଗିରି ଗସ୍ତରେ ବିଏସଏଫ ଏଡିଜି ଆଶିଷ ଗୁପ୍ତା

ମାଲକାନଗିରି : ବିଏସ୍‌ଏଫ୍ ଏଡିଜି ଆଶିଷ ଗୁପ୍ତାଙ୍କ ୩ଦିନିଆ ମାଲକାନଗିରି ଓ ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସବୁ ଅଞ୍ଚଳ ଗସ୍ତ କରି ଏଡିଜି ଯବାନମାନଙ୍କ ସହ ଆଲୋଚନା କରିବା ସହ, ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ସ୍ବାଭିମାନ ଅଞ୍ଚଳରେ ଏଡିଜି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା…