Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଜ୍ରପାତ ସହ ବର୍ଷା ସମ୍ଭାବନା, ୨୩ ଜିଲାକୁ ୟେଲୋ ଓ୍ବାର୍ଣ୍ଣି
ଭୁବନେଶ୍ବର, ୩୧।୭ ଉପକୁଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୨୩ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଞ୍ଚଳିକ ପାଣିପାଗ ବିଭାଗ ଜାରି କରିଛି । ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ,!-->…
ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ନୂଆ ବିଷୟବସ୍ତୁ
ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ । ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ଠାରୁ ଏହି!-->!-->!-->…
ଗଣମାଧ୍ୟମକୁ ଅପରାଜିତାଙ୍କ ଅନୁରୋଧ, ଆମକୁ ଏକୁଟିଆ ଛାଡି ଦିଅନ୍ତୁ
ଭୁବନେଶ୍ବର: ଅପରାଜିତାଙ୍କ ଅପିଲ୍। ବାବୁସାନ୍ ଚେନ୍ନାଇରୁ ଫେରିବା ପରେ ଆଉ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି ଅପରାଜିତା ମହାନ୍ତି। ଆମକୁ ଏକୁଟିଆ ଛାଡି ଦିଅନ୍ତୁ ବୋଲି ସେ କହିଛନ୍ତି। ୪ରୁ ୬ ଦିନ ହେବ ଆମେ ଝରକା ଓ କବାଟ ଖୋଲିପାରୁନାହୁଁ। ରାସ୍ତାରେ ଯାଉଥିବା ଲୋକମାନେ ଆମ ପାଇଁ!-->…
ହାତଗୋଡ ବନ୍ଧା ଅବସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର , ସ୍ବାମୀ ଫେରାର
ସୋର, ୩୧।୭ ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀ ଭିତରୁ ମୃତ ଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ମହିଳା ଜଣକ ହେଲେ କୁନୁ ଲତା ନାୟକ l
ଭଦ୍ରକ ଜିଲ୍ଲା!-->!-->!-->…
ଇଡିର ସମ୍ପତ୍ତି ଆଟାଚ୍ ଉପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ଵାଳ
କଟକ: ସି ସୋର ଚିଟଫଣ୍ଡ କମ୍ପାନୀ ଠକେଇ ମାମଲାରେ ପ୍ରମାଣ ମିଳିଵା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ( ପିଏମଏଲଏ) ୨୦୦୨ ଅନୁଯାୟୀ ଇଡି କଟକ ସଦର ତଥା ଚୈ।ଦ୍ୱ।ର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ଥାବର ଅସ୍ଥାଵର ସମ୍ପତ୍ତି ଆଟାଚ୍ କରିଵା ପରେ ପ୍ରଭାତ ଏ ସମ୍ପର୍କରେ!-->…
କ୍ୟାପିଟାଲ ହସ୍ପିଟାଲର ୪ ଡାକ୍ତରଙ୍କୁ ଓାର୍ଣ୍ଣିଂ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ!-->…
ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୨୭ଜଣ ରହିଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭୫ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଆଜି ରାଜ୍ୟର ୨୭ଜିଲ୍ଲା ଓ!-->…
ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍
ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ୨ଟି ଗେଟକୁ ବନ୍ଦ କରିଦିଆଯାଇଛି । ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲାଯାଇଥିବା ୨ଟି ଗେଟ୍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଥିବା ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳ ବୃଦ୍ଧି ପାଇଥିଲା । ତେଣୁ ବନ୍ୟାଜଳ!-->…
ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ
ଭୁବନେଶ୍ୱର: ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲିପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥା ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ!-->…
ଚିଲିକା ଗ୍ରସ୍ତରେ କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି
ଚିଲିକା: ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି । ଆଜି ଶେଷ ଦିନରେ ଦିନିକିଆ ଚିଲିକା ନିର୍ବାଚନୀ ଗ୍ରସ୍ତରେ ଯାଇଛନ୍ତି । ଆଜାଦିକି ଅମୃତ ମୋହଉତ୍ସବ "ହର ଘର ତିରଙ୍ଗା "!-->…