Browsing Category

ଓଡିଶା

ସ୍କୁଲରେ ତାଲା ପକାଇବା ପରେ ଜିଲାପାଳଙ୍କୁ ଭେଟିବାକୁ ଚାଲିଚାଲି ଗଲେ ଛାତ୍ରଛାତ୍ରୀ

‍‍‍ବାରିପଦା: ଶିକ୍ଷକ ନାହାନ୍ତି। ତେଣୁ ପାଠପଢ଼ା ହୋଇପାରୁନି। ତେଣୁ ତୁରନ୍ତ ଶିକ୍ଷକ ଦିଅ। ନହେଲେ ସ୍କୁଲ ଗେଟ୍ ଖୋଲିବନି। ଏଭଳି ଦାବି ନେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କ ଦାବି ଉପରେ ଶିକ୍ଷା ବିଭାଗ ଅଧିକାରୀମାନେ ଦୃଷ୍ଟି ନ ଦେବାରୁ ସେମାନେ ଚାଲିଚାଲି…

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବାବରାକୋଟ ଗାଁର ଘଟଣା। ଶଙ୍ଖା ସିନ୍ଦୁର ଦାବିରେ ଗତକାଲିଠାରୁ ଧାରଣା ଦେଇ ପ୍ରେମିକା ବସି ରହିଥିବା ଦେଖିବାକୁ ମିଳିଛି। ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗାଁର ପ୍ରେମିକ ନାକଟିଦେଉଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ…

୨୫ ରେ ହେବ କଟକର ବୁଢ଼ା ଗଣେଶ ମୂର୍ତି ବିସର୍ଜନ

କଟକ: କଟକର ସମସ୍ତ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ଲଗାତାର ତିନୋଟି ରବିବାର ଅର୍ଥାତ୍ ୪,୧୧ ଓ ୧୮ ତାରିଖରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପରମ୍ପରା ଅନୁଯାୟୀ ଵୁଢା ଗଣେଶଙ୍କ ବିସର୍ଜନ ଦ୍ୱିତୀୟା ଘାଣ୍ଟ ପରେ କରାଯାଇଥାଏ ବୋଲି ଏଥିପାଇଁ ଵିଵାଦ ଦେଖା ଦେଇଥିଲା। …

ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ବଦଳିଲା ପାଗ। ଅସହ୍ୟ ଗୁଳୁଗୁଳିରୁ ମିଳିଲା ତ୍ରାହି । ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା। କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଏହାର ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ…

ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣା: ପତ୍ନୀ ଅପରାଜିତାଙ୍କୁ ଜେରା

କଟକ: ବହୁଚର୍ଚ୍ଚିତ କଟକ ପୋସ୍କୋ ଅଦାଲତ ବିଚାରପତି ସୁଵାସ ଵିହାରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତକୁ ଗୁରୁତ୍ୱ ଦେଇଛି କମିଶନରେଟ କଟକ ପୋଲିସ୍। ମର୍କତ ନଗର ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା କୁ ମାଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲାରେ ରୁପାନ୍ତରିତ ହୋଇଥିବା ଜଣାପଡିଛି।ମୃତକ ଜଷ୍ଟିସ ସୁଵାସ…

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏନେଇ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଜେ ପି ନଡ୍ଡା ୨୯ ଓ ୩୦ ଦୁଇଦିନ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ।…

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ

ଆସନ୍ତାକାଲି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ…

ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଜାମିନ୍‌ ଦେଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ

ଭୁବନେଶ୍ୱର : ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ସେ ଜାମିନରେ ଆସିବା ପରେ ତାଙ୍କର ପାସପୋର୍ଟ ଦାଖଲ କରିବେ, ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ୨ ଜଣ…

ଯାଜପୁର ଛାତ୍ରୀଙ୍କ ମୃତ୍ୟୁ ଘଟଣା, ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଘଟଣା ସ୍ଥଳରୁ ଜବତ

ଯାଜପୁର ମଙ୍ଗଳପୁର ଥାନା ନନ୍ଦିପୁର ନିକଟସ୍ଥ ପୋଖରୀରୁ ନନ୍ଦିପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତ ଘଟଣାକୁ ନେଇ ବଢୁଛି ସସପେନ୍ସ। ମୃତ ଦେହ ଉଦ୍ଧାର ଘଟଣା କୁ ୩ ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ପାରିନି ପୋଲିସ। ପୋଲିସ ଘଟଣା…

କମଳା ପୂଜାରୀଙ୍କୁ ଆଇସିୟୁରେ ନଚାଯିବା ଘଟଣା, ପକ୍ଷ ରଖିଲେ ଆଟେଣ୍ଡାଣ୍ଟ ଓ ସାମାଜିକ କର୍ମୀ

ଜୟପୁର : ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ଏସ୍‌ସିବି ଆଇସିୟୁରେ ନଚାଯିବା ଘଟଣାରେ ଆଜି ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି ଆଟେଣ୍ଡାଣ୍ଟ ରାଜୀବ ହିଆଲ। କମଳାଙ୍କୁ ନଚାଇଥିବା ତଥାକଥିତ ସମାଜସେବୀ ମମତା ବେହେରା ମଧ୍ୟ ନିଜର ପକ୍ଷ ରଖିଥିବା ସୂଚନା…