Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସଡ଼କ ଦୁର୍ଘଟଣାରେ ୫ ବର୍ଷ ମଧ୍ୟରେ ୪୯୪୭ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠୁ ନା କେଉଁଠୁ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଆଉ ଏସବୁ ଭିତରେ ସଡକ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।!-->…
ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ ନାମରେ ସଂଶୋଧନ ପ୍ରତ୍ୟାହାର ଦାବିରେ ପ୍ରତିବାଦ ବିକ୍ଷୋଭ
ଭୁବନେଶ୍ବର: ଗତ ୨୮ ଜୁନ ୨୦୨୨ ଦିନ କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ ର ପରିବର୍ତ୍ତନ କରିବା ପାଇଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨ ଆଦିବାସୀ ଓ ପରିବେଶ ବିରୋଧୀ ବୋଲି!-->…
ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଅଟକି ଯାଇଥିଲା
ବ୍ରହ୍ମଗିରି : ଯାନ୍ତ୍ରିକ ତୃଟି କାରଣରୁ ଚିଲିକା ମଝିରେ ଅଟକିଥିବା ଯାତ୍ରିବାହୀ ଭସାପୋଲ ପୁଣି ଚାଲିଲା । ଭସାପୋଲରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ୫ଟି ଚାରି ଚକିଆ ଯାନ ଓ ୨୦ ରୁ ଅଧିକ ବାଇକ ମଧ୍ୟ ଥିଲା । ସାତପଡ଼ା ଠାରୁ ଦିନ ୨ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ!-->…
କାଲିଠୁ ରାଜଧାନୀରେ ଗଡ଼ିବ ଇ-ବସ ଓ ଇ-ରିକ୍ସା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ୱରରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ବସ୍ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ଟି ଇ-ରିକ୍ସା ଚାଲିବ ବୋଲି!-->…
ମାଛର ଦାମ ୩ ଲକ୍ଷ: ରାତାରାତି ମାଛ ଧରାଳି ମାଲାମାଲ
ଭଦ୍ରକ: କୁହାଯାଏ ଭାଗ୍ୟ ଯେତେବେଳେ ସାଥ୍ ଦିଏ, ମାଟି ପିଣ୍ଡୁଳା ବି ସୁନା ପାଲଟିଯାଏ । ନହେଲେ ସୁନା ବି ପିତଳ ହୋଇଯାଏ । ତେବେ ଏମିତି ଏକ ଭାଗ୍ୟ ପାଇଛନ୍ତି ଜଣେ ମାଛ ଧରାଳୀ । ୩ ଲକ୍ଷରୁ ଅଧିକ ଟଙ୍କାରେ ସେ ମାଛ ବିକ୍ରି କରିଛନ୍ତି । ଆଶ୍ଚର୍ଯ୍ୟକର ହେଲେ ବି ଘଟଣାଟି ଏକଦମ ସତ । ଏହି!-->…
ଅତିରିକ୍ତ ଆଇଆଇସି ନିଲମ୍ବିତ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ
ଉମରକୋଟ: ଅତିରିକ୍ତ ଆଇଆଇସି ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନଙ୍କୁ ନିଲମ୍ବିତ କଲେ ଡିଜିପି । ଗତ ଜୁଲାଇ ୧୦ ତାରିଖ ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ଖବର ଅନୁଯାୟୀ, ନଳିନୀକାନ୍ତ ନାୟକଙ୍କ!-->!-->!-->…
ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା, ଟ୍ରେନ୍ ଟ୍ରାକ୍ରୁ ମା’ ଛୁଆଙ୍କ ଉଦ୍ଧାର କଲେ ଆରପିଏଫ୍ ଅଧିକାରୀ
କଟକ: ଭଲ ପାଇ ବାହା ହୋଇଥିଲେ । ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ହେବାରୁ ଆତ୍ମହତ୍ୟା ପାଇଁ ଘରୁ ଗୋଡ଼ କାଢ଼ିଥିଲେ ପତ୍ନୀ । ଦମ୍ପତିଙ୍କ କଳିରେ ନବଜାତକର ଭବିଷ୍ୟତ ବି ବାଜି ଲାଗିଥିଲା ରେଳ ଧାରଣାରେ । ନବଜାତକ ପୁତ୍ର ସନ୍ତାନକୁ ଧରି ଓଏମ୍ପି ଓଭରବ୍ରିଜ୍ ତଳ ରେଳଧାରଣାରେ ଆତ୍ମହତ୍ୟା!-->…
ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ଡକାୟତି ଗ୍ୟାଙ୍ଗ, ତିନି ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
ଭୁବନେଶ୍ବର: ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ଡକାୟତି ଗ୍ୟାଙ୍ଗ । ତିନି ଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ ମଧ୍ୟ କରିଛି । ସେହିପରି ଡକାୟତଙ୍କ ନିକଟରୁ ସୁନା ଗହଣା କିଣିବା ଅଭିଯୋଗରେ ତିନି ବଣିଆ ଗିରଫ ହୋଇଛନ୍ତି । ଏନେଇ!-->…
ସାଂସଦ ମାନସ ମଙ୍ଗରାଜ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ସଦସ୍ୟ ଭାବେ ନିର୍ବାଚିତ
ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ମିଳିଛି । MPEDA ବା ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ମାନସ ମଙ୍ଗରାଜଙ୍କୁ ନିର୍ବାଚିତ କରାଯାଇଛି । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକଟରେ!-->…
ଓଡ଼ିଶାରେ ଆଉ ୧୦୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଆଜି ବି ଦୈନିକ କରୋନା ସଂକ୍ରମିତ ସଂଖ୍ୟା ଏକ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୨୭ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮!-->…