Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ
ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତାକାଲି ପ୍ରକାଶ ପାଇବ। ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ପୂର୍ବାହ୍ନ ୧୧.୩୦ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଓଜେଇଇ ପରୀକ୍ଷାଫଳ ଘୋଷଣା!-->…
ରାଜ୍ୟରେ ମୁଣ୍ଡପିଛା ଋଣ ୨୨ ହଜାର, ୧୦ ବର୍ଷରେ ବଢ଼ିିଛି ୩୭୫ ପ୍ରତିଶତ
ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ଆଜି ବିଧାନସଭାରେ ଏ ସମ୍ପର୍କିତ ଏକ ମୁଲତବୀ ପ୍ରସ୍ତାବ ଆଗତ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଏହି ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ!-->…
ରାଜ୍ୟରେ କଚ୍ଚା ଘରେ ରହୁଛନ୍ତି ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର
ଭୁବନେଶ୍ବର: ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟର ବର୍ତ୍ତମାନ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ମିଳିଛି ଗୃହ ମରାମତି ସହାୟତା!-->…
ଆରଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଘଟଣା : ପଥର ଖାଦାନ ଓ ମାଫିଆଙ୍କ ବାସଭବନରେ ଚଢାଉ
ନୀଳଗିରି, ୨୬।୭ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ଵୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ସୋମବାର ବ୍ଲାଷ୍ଟିଙ୍ଗ କରି ଚୋରାରେ ପଥର ଚୋରି ହେଉଥିଲା।
ତହସିଲଦାରଙ୍କ ନିର୍ଦେଶରେ ସଜନାଗଡ଼ ଆର ଆଇ କେଏସ ସନ୍ତୋଷ କୁମାରଙ୍କୁ!-->!-->!-->…
ଓଡ଼ିଶାରେ ଅଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ: ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଏବେ ଛତୁ ଫୁଟିବା ଭଳି ୱେବ ମିଡ଼ିଆ ଚ୍ୟାନେଲ ଖୋଲିଛି । ପ୍ରତିଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ସୋସିଆଲ ମିଡ଼ିଆରେ ବିଭିନ୍ନ ନାଁ ଓ ଲୋଗୋ ଥିବା ୱେବ ମିଡ଼ିଆ ଏବେ ସାମ୍ନାକୁ ଆସୁଛି । ଏହି ସଂଖ୍ୟା ଶତାଧିକ ମଧ୍ୟ କମ ନୁହେଁ କିନ୍ତୁ ସରକାରଙ୍କ ତଥ୍ୟ ଆପଣଙ୍କୁ!-->…
ବିଜେଡିରେ ମିଶିଲେ ଶତାଧିକ ଭାଜପା-କଂଗ୍ରେସ କର୍ମୀ
ଭୁବନେଶ୍ୱର: ଗୋପାଳପୁର ଓ ନବରଙ୍ଗପୁରର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡି ମଙ୍ଗଳବାର ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ କର୍ମୀମାନେ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି!-->…
ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା
ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ଯବସାୟୀଙ୍କୁ ଅଟକାଇ ଭୂଜାଲିରେ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଆଜି ସକାଳା ୯ ଟା ସମୟରେ ଲକ୍ଷ୍ମଣପଡା!-->…
କାଶିପୁର ହଇଜା କୁ ନେଇ ବିଧାସଭାରେ ବିରୋଧୀଙ୍କ ହଟ୍ଟଗୋଳ
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଉତ୍କଳ ଆଲୁମିନା ପାଣିକୁ ବିଶୋଧନ ନକରି ଦୂଷିତ ପାଣି ଛାଡୁଥିବାରୁ ଝାନ୍ତାବାନ୍ତି ବ୍ୟାପୁଛି । ଏନେଇ ବିଧାନସଭା!-->…
ବାବୁ ପରିବାର ପାଖକୁ ଫେରି ଖୁସିରେ ସଂସାର କରୁ : ମନ୍ମଥ
ଭୁବନେଶ୍ୱର: ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ମଙ୍ଗଳବାର ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ସେ ଚାହାନ୍ତି ବାବୁସାନ ତାଙ୍କ ଘରକୁ ଫେରିଯାଆନ୍ତୁ!-->…
ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ: ଓଡ଼ିଶା ହାଇକୋର୍ଟକୁ ୩ ନୂଆ ବିଚାରପତି
କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୩ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଜଣଙ୍କ ମଧ୍ୟରେ!-->…