Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିଶୁପୁତ୍ର ସହ ମାନସିକ ବିକୃତ ମହିଳା ଉଦ୍ଧାର
ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ବାଣୀପଦା ପଞ୍ଚାୟତ ସ୍ଥିତ ଆରଆଇ କାର୍ଯ୍ୟାଳୟ ପାଖରେ ଥିବା ଏକ ଭଙ୍ଗା ଘର ଭିତରୁ ଜଣେ ମାନସିକ ବିକୃତ ମହିଳା ଓ ତାର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ଅର୍ଦ୍ଧଲଗ୍ନ ମହିଳା ଏକ ଶିଶୁକୁ ଧରି ବସିଥିବା ଦେଖି ସ୍ଥାନୀୟ ଯୁବ ସମାଜସେବୀ ଉଦ୍ଧାର!-->…
ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର: ରାଷ୍ଟ୍ରପତି ରୂପେ ଆସନ୍ତା ୨୫ ତାରିଖରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ଏହି ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ ଫୋନ୍ କରି ଦ୍ରୌପଦୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ନିଜର ଶୁଭେଚ୍ଛା!-->…
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୋଗ ଦେଲେ ୩୫୮ ଆଲୋପାଥିକ୍ ୧୧୬ ହୋମିଓପାଥିକ୍ ମେଡିକାଲ୍ ଅଫିସର ଓ ୩୬…
ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୋଗ ଦେଲେ ୩୫୮ ଆଲୋପାଥିକ୍ ୧୧୬ ହୋମିଓପାଥିକ୍ ମେଡିକାଲ୍ ଅଫିସର ଓ ୩୬ ହୋମିଓପାଥିକ୍ ଅଧ୍ୟାପକ । ୩୫୮ ଏଲୋପାଥିକ୍ ମେଡିକାଲ୍ ଅଫିସର, ୧୧୬ ହୋମିଓପାଥିକ୍ ମେଡିକାଲ୍ ଅଫିସର ଏବଂ ୩୬ ହୋମିଓପାଥିକ୍ ଅଧ୍ୟାପକ ଆଜି ସ୍ୱାସ୍ଥ୍ୟ ଓ ପରିବାର!-->…
ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ସମ୍ମାନ
ଭୁବନେଶ୍ବର: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ପ୍ରତିଭାକୁ ପୁରସ୍କୃତ କରିବା ପାଇଁ ଆଜି ଘୋଷଣା ହୋଇଛି ୬୮ତମ ଜାତୀୟ ଫିଲ୍ମ ପୁରସ୍କାର । ଏହି ସମ୍ମାନରେ ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ ହୋଇଛନ୍ତି । ତାଙ୍କ ଲିଖିତ 'କାଲି ପାଇଁ କାଲି'ର ସିନେମା ପୁସ୍ତକ ପାଇଁ ଏହି ପୁରସ୍କାର!-->…
ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ପ୍ରଧାନ ଶିକ୍ଷକ
ବୋରିଗୁମ୍ମା ୨୨/୦୭: ବସରେ ଯିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରି ପୋଲିସ ହାତରେ ବନ୍ଧା ହେଲେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ରସିକିଆ ପ୍ରଧାନଶିକ୍ଷକ ଜି ସନ୍ତୋଷ କୁମାର। ଏଭଳି ଘଟଣା ଜୟପୁର ଟାଉନରେ ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାର ଏକ ବସରେ କୋରାପୁଟର ଜଣେ!-->…
ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାରୁ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷ
ନୂଆଦିଲ୍ଲୀ/ଭୁବନେଶ୍ବର: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ସାକ୍ଷାତ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟ, ସାନ୍ତାଳୀ ଲେଖିକା ଦମୟନ୍ତୀ ବେଶ୍ରା, ଲୋକକବି ହଳଧର ନାଗ୍ ଓ ସମାଜସେବୀ!-->…
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଗଇରବାହାଲ ପିଏଚ୍ସି ଡାକ୍ତର
ଅଟୋ ଡ୍ରାଇଭରଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଡାକ୍ତର । ସୁନ୍ଦରଗଡ଼ ଜିଲ୍ଲା ଗଇରବାହାଲ ପିଏଚ୍ସି ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗତ ୧୭ତାରିଖରେ ଯାତ୍ରୀ ନେଇ ଯାଉଥିବା ଏହି ଅଟୋ ଦୁର୍ଘଟଣାର ଶିକାର ହୋଇଥିଲା। ନିଜେ ଆହତ ହୋଇଥିବା ଅଟୋ ଡ୍ରାଇଭର!-->…
ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ବର: ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ କାରଣ!-->…
ଦ୍ରୌପଦୀ ମୁର୍ମୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଓ ପ୍ରୟାସକୁ ବିଧାନସଭାରେ ପ୍ରସଂଶା, ଶପଥ ସମାରୋହରେ ଯୋଗଦେବେ…
ଭୁବନେଶ୍ବର: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଓଡ଼ିଆ ତାଙ୍କ ସଫଳତା ପାଇଁ ଗର୍ବିତ ବୋଲି ତାଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଓ ବିଜୟକୁ ସୁନିଶ୍ଚିତ କରିବାରେ!-->…
ଚିନି ଭାବି ୟୁରିଆ ସାର ଖାଇ ବୃଦ୍ଧାଙ୍କ ସମେତ ୩ ଶିଶୁ ଅସୁସ୍ଥ
ଦେବଗଡ: ୟୁରିଆ ସାର ଖାଇ ବୃଦ୍ଧାଙ୍କ ସମେତ ୩ ଶିଶୁ ଅସୁସ୍ଥ । ବାରକୋଟ ଥାନା ବମ୍ଫରଡା ଗାଁରେ ଅଭାବନୀୟ ଘଟଣା । ଚିନି ଭାବି ୟୁରିଆ ସାର ଖାଇଥିବା ସୂଚନା । ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତେବେ ଚାଷ କାମରେ ସାହାଯ୍ୟ କରିବା ପାଇଁ ବମ୍ପରଡା ଗାଁର ସନ୍ତୋଷ ବେହେରାଙ୍କ ୩ ବିବାହିତ ଝିଅ ବାପ!-->…