Browsing Category

ଓଡିଶା

ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଭୁବନେଶ୍ୱର: ଦୁଃଖଦ ଖବର । ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମସ୍ତିଷ୍କ ଓ ଫୁସ୍ଫୁସ୍ କ୍ୟାନସରରେ ପୀଡିତ…

ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଇଡି ସମନ ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ରାଜମହଲ ଛକରେ ପୋଲିସ ଅଟକାଇବାରୁ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଥିଲେ। ସୂଚନାଯୋଗ୍ୟ, ନ୍ୟାଶନାଲ…

ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ଦାବି କଲେ ବିରୋଧୀ ଓ ଶାସକ ଦଳର ସଦସ୍ୟ

ଭୁବନେଶ୍ୱର: ବିଧାୟକଙ୍କ ହାତପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଛି । ଉଭୟ ଶାସକ ଓ ବିରୋଧୀ ସଦସ୍ୟ ବିଧାୟକ ଏଥିପାଇଁ ଦାବି କରିଛନ୍ତି । ବର୍ତ୍ତମାନ ବିଧାୟକଙ୍କପାଣ୍ଠି ୩ କୋଟି ଟଙ୍କା ରହିଛି । ଏଥିରୁ ୨ କୋଟି ଟଙ୍କା ସାଧାରଣରେ, ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ…

କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: ରାୟଗଡ଼ା ଜିଲାରେ ଭିବ୍ରିଓ କଲେରା ବ୍ୟାପି ୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହାରି ମଧ୍ୟରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ଗୁରୁବାର କାଶୀପୁର ଗସ୍ତ କରିଛନ୍ତି। ତାଙ୍କ…

ରାଜ୍ୟରେ ଆଉ ୧୧୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୧୨ ଶହ ମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୯୭ ଜଣ ସ୍ଥାନୀୟ…

ରାଜଧାନୀର ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ

ଭୁବନେଶ୍ବର: ଆଜିଠାରୁ ସ୍ମ୍ମା୍ମାସିିଟିି ଭୁବନେଶ୍ୱରର ମହାନଗର ନିଗମ ତରଫରୁ ବିଭିନ୍ନ ସପିଂ ମଲରେ କୋଭିଡ ବୁଷ୍ଟର୍ ଡୋଜ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏହି ପ୍ରକ୍ରିୟାର ଉଦଘାଟନ କରିଛନ୍ତି। ପାତ୍ରପଡା ସ୍ଥିତ ଡି…

ପୁରୀରେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ; ୫ ଜଣ ଶ୍ରମିକ ଉଦ୍ଧାର

ପୁରୀ: ପୁରୀ ସହରରେ ମଶାଣି ଚଣ୍ଡି ଛକ ନିକଟରେ ନିର୍ମାଣଧୀନ ଛାତ ଭୁଶୁଡ଼ି ଯାଇଛି । ନିର୍ମାଣ କାମ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଥିବା ୫ ଜଣ ଶ୍ରମିକ ଫସିଯାଇଥିଲେ । ଓଡ୍ରାଫ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର…

ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ୨ ବିଜେପି ବିଧାୟକ: ତାରା

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ବିଜେପି ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ । ନିଜ ଦଳର ପ୍ରାର୍ଥୀଙ୍କ ବଦଳରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି ଦୁଇ ବିଜେପି ବିଧାୟକ । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । …

ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି: ମୋହନ ମାଝୀ

ଭୁବନେଶ୍ବର: ବିଜେପି ବିଧାୟକ ମୋହନ ମାଝୀଙ୍କ ବଡ଼ ପ୍ରତିକ୍ରିୟା । ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି । ତେବେ କିଏ ସେହି ବିଧାୟକ ଆସନ୍ତାକାଲି ପର୍ଦ୍ଦଫାସ୍‌ ହେବ ବୋଲି କହିଛନ୍ତି ମୋହନ ମାଝୀ । ମୋକିମ ପରେ ଆଉ ୮ ଜଣ ବିଧାୟକ…

କାନ୍ଥ ଭୁଶୁଡ଼ି ପାଞ୍ଚ ବର୍ଷର ଶିଶୁପୁତ୍ର ମୃତ

ବୋଲଗଡ ବ୍ଲକ ଆରିକିମା ପଞ୍ଚାୟତ ବେଗୁନିଆମୂଳି ଗାଁରେ ଅଘଟଣ ।ମାଟି କାନ୍ଥ ଭୁଶୁଡି ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ୍ୟୁ ।ଘଟଣାରୁ ପ୍ରକାଶ ବେଗୁନିଆମୂଳି ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ବବିନା ମହାରଣା ଗତ କିଛିବର୍ଷ ହେବ ନିଜ ସ୍ବାମୀଙ୍କ ଠାରୁ ନିର୍ଯାତିତ ହୋଇ ବାପଘର ବେଗୁନିଆମୁଳି ଗାଁରେ…