Browsing Category

ଓଡିଶା

ପୁଣି ବିଜେବି କଲେଜ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ବର: ରୁଚିକା ମହାନ୍ତିଙ୍କ ମୃତ୍ୟୁରେ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ବିଜେବି କଲେଜରେ ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ। ବିଜେବି କଲେଜର +୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏକାଧିକ ସିନିୟର୍ ନିର୍ଯାତନା ଦେବା ସହ…

ମାଟ୍ରିମୋନି ସାଇଟରେ ଯୁବକଙ୍କ ଠାରୁ ୨୪ ଲକ୍ଷ ଲୁଟିନେଲେ ଯୁବତୀ

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ଠକିଗଲେ ଆଇଟି ପ୍ରଫେସନାଲ । ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଆଇଟି ପ୍ରଫେସନାଲ । ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ । ଯୁବତୀ ନିଜକୁ ବାଲେଶ୍ଵରର ଝିଅ କହିଥିଲା, ନିଜର ନାମ ପ୍ରିୟା ଗୁପ୍ତା କହୁଥିଲା । କାଲିଫର୍ଣ୍ଣିଆରେ MBBS କରୁଥିବା…

ପୋଷ୍ଟର ମୁକ୍ତ ହେବ ରାଜଧାନୀ, ରାସ୍ତାକଡ଼ କାନ୍ଥରେ ଲଗାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ…

ଜେଲ୍‌ ଗଲେ ୧୧ ହଜାର ଲାଞ୍ଚ ନେଇ ଧରାପଡ଼ିଥିବା ଡାକ୍ତର

କଟକ: ଲାଞ୍ଚ ନେଉଥିବା ସମୟରେ ଗତକାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭିଜିଲାନ୍ସ । ଏହା ପୂର୍ବରୁ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ମାରାଥନ ଜେରା କରିଥିଲା ଭିଜିଲାନ୍ସ ଟିମ ।…

ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା !

କୋରାପୁଟ : ରାୟଗଡା ଜିଲ୍ଲା କାଶୀପୁର ପରେ କୋରାପୁଟକୁ ବ୍ୟାପିଲା ହଇଜା । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ହାତୀମୁଣ୍ଡା ଗାଁରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଛତାଆମ୍ବରେ ୧୧ ଜଣ ଝାଡାବାନ୍ତିରେ…

ବାଘ ଛାଲ ଜବତ କଲା ଏସଟିଏଫ; ବ୍ୟବସୀୟୀ ଗିରଫ

ଭୁବନେଶ୍ୱର ୨୦/୦୭: ଏସଟିଏଫ ପଞ୍ଝାରେ ବାଘ ଛାଲ ବେପାରୀ। ବାଘ ଛାଲ ଉଦ୍ଧାର ସହ ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣଙ୍କ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡଗୁଡାର ମନୋହର ଗୌଡ। ମନୋହରଙ୍କ ଏକ ଠାରୁ ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ କାରବାର ନେଇ ଖବର ପାଇ ଏସଟିଏଫ…

କାଶୀପୁରରେ ପାଣି ଉତ୍ସରୁ ହୋଇଛି ସଂକ୍ରମଣ, ସ୍ଥିତି ନିୟନ୍ତ୍ରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ଓ ଦଶରଥପୁରରେ ହଇଜା ସଂକ୍ରମଣ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି କାସଈପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ଯାହା ଫଳରେ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି…

ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୫ଦିନ ପର୍ଯ୍ଯନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଓ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଏ ନେଇ ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ…

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୪୪,୨୪୫ ଛାତ୍ରଛାତ୍ରୀ

ଭୁବନେଶ୍ବର,୨୦।୭ ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି। ରାଜ୍ୟର ମୟୂରଭଞ୍ଜ ଜିଲାରେ ସର୍ବାଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। - ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ଗଣଶିକ୍ଷା…

ରାଜଧାନୀରେ ବଢ଼ିଲା ଟିକାକରଣ କେନ୍ଦ୍ର

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍‌ ଡୋଜ୍‌ ଦେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ ଏହା ୧୯…