Browsing Category

ଓଡିଶା

ହିଞ୍ଜିଳି : ଶେଷରେ ଦାଦନ ଶ୍ରମିକର ଶବ ଫେରିଲା ଗାଁ କୁ …

ସରକାରଙ୍କ ଗାଁ କୁ କାମ ଓ ମାଁ କୁ ସମ୍ମାନ ର ନଗ୍ନ ଚିତ୍ର...! ହିଞ୍ଜିଳିକାଟୁ : ହିଞ୍ଜିଳି ବ୍ଳକ ଖରିଡା ଗ୍ରାମକୁ ଗ୍ରାମରେ ଶୋକାକୁଳ ପରିବେଷ ।ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତାହା ଲୋକଙ୍କ ନିକଟରେ ନାରା ବାଜିରେ ସୀମିତ ହୋଇ ରହୁଥିବା…

ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର

ନୀଳଗିରି, ୧୮।୭ ରାଜ୍ୟରେ ଏବେ ହାତୀଙ୍କ ଜୀବନ ଅସୁରକ୍ଷିତ। କେଉଁଠି ବିଦ୍ୟୁତ ଆଘାତରେ ହାତୀର ଜୀବନ ଯାଉଛି ତ ଆଉ କେଉଁଠି ଶିକାରୀ ମାନେ ଶିକାର କରୁଛନ୍ତି। ଏଭଳି ସ୍ଥିତିରେ ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀର ମୃତ୍ୟୁକୁ…

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁ ନାବାଳିକା ଗୁରୁତର

ଯାଜପୁର: ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ନାବାଳିକା । ଛାତରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛି । ଆହତ ନାବାଳିକାର କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପଟେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କଳିଙ୍ଗନଗର ପୋଲିସ…

କାଶୀପୁର ବ୍ଲକରେ ଭୁବନେଶ୍ୱରର RMRC ଡାକ୍ତରୀ ଟିମ୍‌

ରାୟଗଡ଼ା କାଶୀପୁର ବ୍ଲକରେ ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍‌। ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ କାଶୀପୁର ଗସ୍ତ କରିଛନ୍ତି। ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ଆକ୍ରାନ୍ତ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ କରିଛନ୍ତି। ପ୍ରଥମେ…

ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ ନ ଥିବାରୁ ଆଜି ନିଜ ବିବେକ ହିସାବରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ । ଆଉ ଏହି କଥାକୁ ମୋକିମ ନିଜେ ସ୍ୱୀକାର କରିଥିବାବେଳେ ଏହାକୁ ନେଇ ଓଡିଶା କଂଗ୍ରେସରେ ଭୂକମ୍ପ ସୃଷ୍ଟି…

ମୁଢ଼ି ଓ ଚୁଡ଼ା ଉପରୁ ଲାଗିଥିବା GST ଉଚ୍ଛେଦ ନେଇ ଅର୍ଥମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ

ଭୁବନେଶ୍ବର: ମୁଢ଼ି,ଚୁଡ଼ା ଉପରୁ ଲାଗିଥିବା GST ଉଚ୍ଛେଦ ନେଇ ଅର୍ଥମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ। ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାକୁ ପରାମର୍ଶ ଦେଲେ ବାଚସ୍ପତି।ବାଚସ୍ପତିଙ୍କ ଏ ପରାମର୍ଶ ପରେ ଗୃହ ସ୍ୱାଭାବିକ ହୋଇଥିଲା।ଚୂଡ଼ା, ମୁଢ଼ିରେ ଲାଗିଥିବା GST ପ୍ରସଙ୍ଗକୁ ନେଇ…

ରୁଚିକାକୁ ନ୍ୟାୟ ଦାବିରେ ଆସନ୍ତାକାଲି ଓଡିଶା ବନ୍ଦ ଡାକରା

ଭୁବନେଶ୍ୱର : ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର‌୍ୟ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ…

ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ଭୁବନେଶ୍ବର ୧୮।୭: ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ । ୩୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ବର ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ବ୍ରାଉନସୁଗାର ବ୍ୟବସାୟ କରୁଥିବା କପିଳେଶ୍ବରର ଛବି ଭୋଇକୁ ଗିରଫ କରିଛି ଅବକାରୀ ବିଭାଗ ।…

ହୁଇଲ ଚ୍ୟାୟରରେ ଭୋଟ ଦେବାକୁ ଆସିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ

ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ…

ଶାଳକଙ୍କୁ ଗାଡି ଚଢାଇ ଭିଣୋଇର ହତ୍ୟା ଉଦ୍ୟମ

ସମ୍ବଲପୁର: ଆଜି ସମ୍ବଲପୁର ସହରର କଚେରୀ ଛକ ନିକଟରେ ଜଣେ ଓକିଲ ତାଙ୍କ ଶ୍ୱଶୁରଙ୍କୁ ଗାଡି ଚଢାଇ ମାରିଦେବା ଉଦ୍ୟମ କରିଛନ୍ତି। ଶ୍ୱଶୁର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି । ଏହି ସମ୍ପୂର୍ଣ ଘଟଣା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିଲ୍ମୀ ଷ୍ଟାଇଲରେ…