Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ
ସମ୍ବଲପୁର: ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । ନିକଟରେ ବରଗଡ଼!-->…
ମୋ ଝିଅକୁ ନ୍ୟାୟ ଦିଅ: ଲୋୟର ପିଏମ୍ଜି ରେ ଧାରଣା ଦେଲେ ରୁଚିକାଙ୍କ ମା
ଭୁବନେଶ୍ୱର : ନ୍ୟାୟ ଦାବୀରେ ଅଟଳ ରହିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଙ୍କ ମା । ଏହି ଘଟଣାକୁ ୧୨ ଦିନ ବିତି ଗଲାଣି ମଧ୍ୟ କିନ୍ତୁ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିପାରିନାହିଁ। ଏବେବି ପୋଲିସ ହାତ ଖାଲି ।
ସେପଟେ ଝିଅକୁ ନ୍ୟାୟ ଦେବା ଦାବିରେ ଧାରଣା ଜାରି ରଖିଛନ୍ତି!-->!-->!-->…
ଏକକ ପିଜି ପ୍ରବେଶିକା ଆବେଦନ ଅବଧି ବୃଦ୍ଧି, ଅଗଷ୍ଟ ପହିଲାରୁ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଆସନ୍ତା ୧୭ ତାରିଖ ଯାଏଁ ଏକକ ପିଜି ପ୍ରବେଶିକା ଲାଗି ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ!-->…
ବିଭାଘରର ୩ ବର୍ଷରେ ଆଖି ବୁଜିଲେ ମହିଳା, ସ୍ବାମୀ ଗିରଫ
କଟକ: ପୁଣି ଯୌତୁକ ଜୁଇରେ ବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ହରିପୁର ଗ୍ରାମରେ । ସୂଚନା ମୁତାବକ, ହରିପୁର ଗ୍ରାମର ରବୀନ୍ଦ୍ର ବିଶ୍ଵାଳଙ୍କୁ ସେହି ଗ୍ରାମର ଅନନ୍ତ ଚରଣଙ୍କ ଝିଅ ୩ ବର୍ଷ ହେଲା ବିବାହ କରିଥିଲେ। ବିଭାଘରର କିଛି ମାସ ପରେ ବିଭିନ୍ନ ସମୟରେ!-->…
ରାଷ୍ଟ୍ରପତି ନିର୍ବାଚନ ଲାଗି ଭୁବନେଶ୍ୱରରେ ପହଁଞ୍ଚିଲା ବାଲାଟ ବକ୍ସ
ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପହଞ୍ଚିଛି ବାଲଟ ବକ୍ସ। କେବଳ ହିମାଚଳପ୍ରଦେଶକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟକୁ ବିମାନ ଯୋଗେ ବାଲଟ ବକ୍ସ ପଠାଯାଇଛି। ଭୁବନେଶ୍ୱରରେ ମଧ୍ୟ ବିମାନ ଯୋଗେ ବାଲଟ ବକ୍ସ ଆସି ପହଞ୍ଚିଛି। କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର!-->…
ଏଟିଏମ୍ ଭ୍ୟାନ୍ ଲୁଟେରା ଗିରଫ, ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚ ପାଖରେ ସିଏମ୍ ଏସ ଗାଡ଼ିରେ ସିନାପାଲି ଓ ବୋଡ଼େନରେ ଥିବା ଏଟିଏମ ମାନଙ୍କରେ ଟଙ୍କା ଭର୍ତି କରିବା ପାଇଁ ଖଡ଼ିଆଳ ମୁଖ୍ୟ ବ୍ରାଞ୍ଚରୁ ୫୭ଲକ୍ଷ୍ୟ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ କୌଣସି କାର୍ଯ୍ଯ!-->…
ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ
ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬!-->…
ଭିଜିଲାନ୍ସ ହାତରେ ଧରାପଡିଲେ ଅଙ୍ଗନବାଡି ସୁପରଭାଇଜର
ବଲାଙ୍ଗୀର : ଦିନକୁ ଦିନ ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଇସିଡିଏସ ସୁପରଭାଇଜର । ୧୯ ହଜାର ୮ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ!-->…
ସରକାରୀ କର୍ମଚାରୀଙ୍କ ପାଇଁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢିଲା ଗୃହ ନିର୍ମାଣ ଋଣ
ଭୁବନେଶ୍ୱର : ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି!-->…
ମାଲକାନଗିରିରେ ଲଗାଣ ବର୍ଷା, ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ଠପ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରାୟ ୩ ଦିନ ହେଲା ବର୍ଷା ଲାଗି ରହିଛି । ଏଥିସହ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବର୍ତ୍ତମାନ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି । ଗୋଦାବରୀର ଜଳସ୍ତର ବର୍ତ୍ତମାନ ୫୦ ଫୁଟ ଉପରେ ରହିଛି । ଫଳରେ ଗୋଦାବରୀ ନଦୀର ପଛୁଆ!-->…