Browsing Category

ଓଡିଶା

ଟ୍ରେନ ଲାଇନକୁ ଡେଇଁ ସାମ୍ବାଦିକଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଟ୍ରେନ ଲାଇନକୁ ଡେଇଁ ଜଣେ ସାମ୍ବାଦିକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଟ୍ରେନ ଲାଇନରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରିଛି ଜିଆରପି ପୁଲିସ। ଯୁବକଙ୍କ ନାମ ପାର୍ଥ ନାରାୟଣ ଦାସ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଳ ଅଞ୍ଚଳରେ ବୋଲି କୁହାଯାଉଛି। ଏକ ଘରୋଇ…

ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ। ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଯାହାକି ମାତ୍ର ୧୩ ପ୍ରତିଶତ। ସେହିପରି…

ସମ୍ବଲପୁର ବିଭିନ୍ନ ସମାଜିକ ଏବଂ ଶ୍ରମିକ ସଂଗଠନ ପକ୍ଷ୍ୟରୁ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ ଓ ଆଲୋଚନା…

ସମ୍ବଲପୁର : ସମ୍ବଲପୁର ର ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ସମ୍ବଲପୁର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ତଥା ରାଜ୍ୟ ବିଯୁଜନତା ଦଳର…

ଦରବୃଦ୍ଧି ଓ ବେକାରୀ ସମସ୍ୟା କୁ ନେଇ ଅଗଷ୍ଟ ୫ରେ ଜେଲଭରୋ ଆନ୍ଦୋଳନ କରିବ କଂଗ୍ରେସ…

ବ୍ରହ୍ମପୁର : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା…

ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ

ଭୁବନେଶ୍ବର: ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ। ବିଏମସି ସହିତ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛି ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘ। ସଙ୍ଘର ବିଭିନ୍ନ ଦାବିକୁ ମାନିନେଇଛି ବିଏମସି। ପ୍ରତି ସପ୍ତାହରେ ଉଛେଦ କାର୍ଯ୍ୟ ଜାରି ରହିବା ସଙ୍ଗେ ସୁରକ୍ଷା ପାଇଁ ସମ୍ପୂର୍ଣ ବନ୍ଦୋବସ୍ତ…

ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ମହାକାଳପଡ଼ାରୁ ଶୁଦ୍ଧିକ୍ରିୟା ସାରି ସୁକିନ୍ଦା ଫେରିଲା ବେଳେ ଦୁର୍ଘଟଣା ଘଟିଛି। କିଛି ଦିନ ତଳେ…

ଆଇଏଏସ୍ ସ୍ତରରେ ଅଦଳବଦଳ, ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀ ଓ ଅଶ୍ବଥୀ ଏସ୍ ଙ୍କୁ ରାଜ୍ୟ ସରକାର ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପାଢ଼ୀଙ୍କୁ କୃଷି ଓ…

ନୟାପଲ୍ଲୀରେ ଜଣେ କର୍ମଜୀବୀ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି କୃଷ୍ଣ ବଳରାମ ବିହାରରେ ଥିବା ଛାତ୍ରୀ ନିବାସରେ ରଞ୍ଜିତ ସାହୁ ନାମ୍ନୀ ଜଣେ କର୍ମଜୀବୀ ଯୁବତୀ ନିଜ ଓଢଣୀ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି।ପ୍ରାଥମିକ ସୂଚନାରୁ ତାଙ୍କର ଘର ଚୌଦ୍ଵାର ନିକଟ କୁମ୍ଭାରପୁର ଗ୍ରାମରେ ହୋଇଥିବା ବେଳେ ସେ…

ଦରବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଅଗଷ୍ଟ ୫ରେ ରାଜଭବନ ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା…

ଧରା ପଡ଼ିଯିବା ଭୟରେ ବିଷ ପିଇଦେଲା ବ୍ଲାକମେଲର୍‌ !

ବାରିପଦା : ନାବାଳିକାଙ୍କୁ ପ୍ରେମ କଲେ। ତାଙ୍କ ସହିତ ଦିନ କାଟିଲେ। ଆଉ ତା'ପରେ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲେ ଓ ଭିଡିଓ ରେକଡିଂ କରି ଭାଇରାଲ୍‌ କରିଦେଲେ।। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପ୍ରବର ଓ ତାଙ୍କର ତିନି ସହଯୋଗୀ…