Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜୁଲାଇ ୪ରୁ ଓଜେଇଇ ଆରମ୍ଭ
ଭୁବନେଶ୍ୱର: ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଓଜେଇଇ-୨୦୨୨ । ଏନେଇ ବୁଧବାର ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପରୀକ୍ଷା କାର୍ଯ୍ୟସୂଚୀ ଚୂଡାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଦୈନିକ ତିନୋଟି ସିପ୍ଟରେ ପରୀକ୍ଷା ଦେବେ । ଜୁଲାଇ ୪ ତାରିଖରୁ ୮ ତାରିଖ ଯାଏଁ ପରୀକ୍ଷା!-->…
ଆଜି ଭୁବନେଶ୍ବରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ!-->…
ଯୁବକଙ୍କ ଆକ୍ରମଣରେ ଡାକ୍ତର ଆହତ
ବାସୁଦେବପୁର: ବାସୁଦେବପୁର ଡାକ୍ତରଖାନାରେ ତୁମୂଳକାଣ୍ଡ । ରୋଗୀ ଦେଖାଇବାକୁ ଆସିଥିବା ଯୁବକଙ୍କ ମାଡ଼ରେ ଜଣେ ଡାକ୍ତର ଆହତ ହୋଇଛନ୍ତି । ଯୁବକ ଜଣକ କେଉଁ କାରଣରୁ ଏପରି କାଣ୍ଡ ଭିଆଇଛନ୍ତି ଜଣାପଡ଼ିନଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଯୁବକ ଜଣକଙ୍କୁ ଅଟକ ରଖି ପଚରାଉଚରା!-->…
ଘରୋଇ ସଂସ୍ଥାକୁ କଟକ ସହରର ପରିମଳ ଦାୟିତ୍ୱ, ୫ ବର୍ଷ ପାଇଁ ୫୩୪ କୋଟି
କଟକ : ଆସନ୍ତା ୫ ବର୍ଷ ପାଇଁ ୩ଟି ଘରୋଇ ସଂସ୍ଥାକୁ ସହରର ପରିମଳ ଦାୟିତ୍ୱ ଦିଆଯାଇଛି। ରାସ୍ତା ସଫେଇ, ଡ୍ରେନରୁ ପଙ୍କୋଦ୍ଧାର, ବୁଦା କାଟିବା ଭଳି ସମସ୍ତ କାର୍ଯ୍ୟ ଏହି ଘରୋଇ ସଂସ୍ଥା ପରିଚାଳନା କରିବ। ଏଥିପାଇଁ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ କାଉନସିଲ ବୈଠକରେ ୫୪୩ କୋଟି ଟଙ୍କାର!-->…
ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୁଲିସ
ଭୁବନେଶ୍ବର: ଆସନ୍ତା ଜୁଲାଇ ୨ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆୟୁକ୍ତ ଡ. ଉମାଶଙ୍କର ଦାସ ଓ ଉପାୟୁକ୍ତ!-->…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭୁବନେଶ୍ବର: ଆଜିଠୁ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା!-->…
ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି, ଓଡିଶାରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି
ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇରେ ପ୍ରତିଶ୍ରୃତି ଦେଇଛନ୍ତି ନିବେଶକ । ଏଥିସହ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଭଲ ଖବର ହେଉଛି, ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ!-->…
ସମ୍ କୋଭିଡ୍ ହସ୍ପିଟାଲ୍ରୁ ସୁସ୍ଥ ହେଲେ ଜାପାନ ନାଗରିକ
ଭୁବନେଶ୍ୱର : କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି । କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତେବେ ସମ୍ପୂର୍ଣ୍ଣ!-->…
ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ
ପୁରୀ: ସରିଲା ୨ବର୍ଷର ଅପେକ୍ଷା । ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କଲେ ଭକ୍ତ । ଅଣସର ପରେ ମହାବାହୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ କଡ଼ାକଡ଼ି!-->…
ମମିତା ମେହର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ୍
କଟକ ଅଫିସ,୨୯ା୬: ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ଜାମିନ୍ ମିଳିଛି। ଗୋବିନ୍ଦଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଏହି ଜାମିନ ମିଳିଥିବା ଜଣାପଡ଼ିଛି। ତେବେ ଗୋବିନ୍ଦଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ଦେଇଛନ୍ତି!-->…