Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ସୁରକ୍ଷାକର୍ମୀଙ୍କ ମକଡ୍ରିଲ୍
ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । କରୋନା ପାଇଁ ୨ବର୍ଷ ବିନା ଭକ୍ତରେ ବଡ଼ଦାଣ୍ଡକୁ ଆସିଥିଲେ ମହାପ୍ରଭୁ । କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ହେବ ଘୋଷଯାତ୍ରା । ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ଚ୍ୟାଲେଞ୍ଜର ସାମ୍ନା!-->…
ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ
ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଗତକାଲି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି।
ଭକ୍ତମାନଙ୍କ!-->!-->!-->…
ରଥଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା, ୩୦ ମଧ୍ୟରାତ୍ରିରୁ କଟକଣା
ପୁରୀ: ରଥଯାତ୍ରା ବେଳେ ଗହଳିକୁ ଦେଖି ରଥ ପାଖକୁ ଆସୁଥିବା ପଥଚାରୀ ଭକ୍ତଙ୍କ ସୁରକ୍ଷା, ଠେଲାପେଲା, ଦଳାଚକଟା, ଭିଡ଼ ନିୟନ୍ତ୍ରଣ, ତିନି ରଥର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ରାଫିକର ସୁପରିଚାଳନା ପାଇଁ ୩ ସ୍ତରରେ ବିଭକ୍ତ କରାଯାଇଛି । ଭିତର ଟ୍ରାଫିକ୍କୁ ୨ଟି ଓ!-->…
ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ମିଳିଛି ସବୁ ହାତୀ କଙ୍କାଳ : ପିସିସିଏଫ୍
ଭୁବନେଶ୍ବର : ବଡମ୍ବା ରେଞ୍ଜର ଗୋଟିଏ ସେକ୍ସନରୁ ସବୁ ହାତୀ କଙ୍କାଳ ମିଳିଛି ବୋଲି ପିସିସିଏଫ ଶଶୀ ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଘଟଣା ପରେ ୨ ଜଣ ଫରେଷ୍ଟର ଫେରାର ଅଛନ୍ତି । ସୋମବାର ଉଚ୍ଚସ୍ତରୀୟ ତଦନ୍ତ କମିଟି ଉପସ୍ଥିତିରେ ଆଉ ଗୋଟିଏ ହାତୀର କଙ୍କାଳ ମିଳିଛି ।
ଆସନ୍ତାକାଲି ଦୁବାଇରେ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ଦୁବାଇରେ ହେବ ବହୁ ପ୍ରତିକ୍ଷିତ ଇନଭେଷ୍ଟର ମିଟ୍। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବେ। ସେଥିପାଇଁ ଦୁବାଇରେ ଲାଗିଲାଣି ସ୍ବାଗତଂ ଗେଟ। ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଗତକାଲିଠାରୁ ଦୁବାଇରେ ପହଞ୍ଚିସାରିଛନ୍ତି। ଏଥିସହିତ!-->…
ରାଜ୍ୟର ୧୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହାସହିତ ବର୍ଷା ହେବା ନେଇ ରାଜ୍ୟର ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି,!-->!-->!-->…
ନୃସିଂହନାଥ, ହରିଶଙ୍କର ପର୍ଯ୍ୟଟନସ୍ଥଳୀର ହେବ ନବକଳେବର, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୦ କୋଟି
ଭୁବନେଶ୍ୱର: ନୃସିଂହନାଥ, ହରିଶଙ୍କର ପର୍ଯ୍ଯଟନସ୍ଥଳୀର ହେବ ନବକଳେବର। ଏହାର ବିକାଶ ପାଇଁ ଚୂଡାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପର୍ଯ୍ଯଟନ ବିଭାଗ। ନୃସିଂହନାଥ ପାଇଁ ୧୫ କୋଟି, ହରିଶଙ୍କର ପାଇଁ ୨୩ କୋଟି ଟଙ୍କା ସରକାର ବ୍ୟୟ ଅଟକଳ କରିଛନ୍ତି। ମୋଟ ୩ ଟି ପର୍ଯ୍ଯାୟରେ ଦୁଇ ମନ୍ଦିରର କାମ!-->…
ଆସିଲା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧ ହେବାରୁ ମୃତ୍ୟୁ
ଭୁବନେଶ୍ବର: ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହେବାରୁ ରାଇମୋହନଙ୍କ ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ରାଇମୋହନ ନିଜେ ବେକରେ ଦଉଡ଼ି ଦେଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ଓଡ଼ିଆ!-->!-->!-->…
କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ଘଟଣା, ଥାନା ଅଧିକାରୀ ନିଲମ୍ବିତ
କଟକ: ସାଲେପୁର କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ସସ୍ମିତା ନିଲମ୍ବିତ । ପୋଲିସ ଡିଜି ସୁନୀଲ ବଂଶଲ ଥାନା ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ଦାୟିତ୍ବରେ ଅବହେଳା ଦର୍ଶାଇ DGP ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।
ଗତ ମଙ୍ଗଳବାର କଟକ କିଶନ ନଗର!-->!-->!-->…
ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ।
ବିଶେଷ ନୀତି ସକାଶେ!-->!-->!-->…