Browsing Category

ଓଡିଶା

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ହତ୍ୟା ଅଭିଯୋଗ

ଭୁବନେଶ୍ବର: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ସଙ୍ଗୀନ ହତ୍ୟା ଅଭିଯୋଗ । ଗତ ଫେବ୍ରୁଆରୀ ମାସରେ ରହସ୍ୟଜନକ ମୃତ୍ୟୁ ହୋଇଥିବା ଆନନ୍ଦ ଟପ୍ପୋଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତକୁ…

ବୁଧବାର ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟ ବିଜେପିର ପଦାଧିକାରୀ ଏବଂ ବୁଧବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବେକାରୀ, ଚାଷୀ ମରଣ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଗୁରୁତର ସହିତ…

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିଆଳି: ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ମୃତ ମହିଳା ହେଲେ ଇନ୍ଦୁମତି ପରିଡ଼ା । କଟକ ଜିଲ୍ଲା ନିଆଳି ଥାନା ରାଇଚାନ୍ଦୋଳ ଗାଁରେ ଘଟିଛି ଏପରି ଘଟଣା । ନିଆଳି ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିଛି । ଖବର ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ଚାଉଳ ବସ୍ତ…

ପୁରୀ ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୧୯ ତାରିଖରୁ ଦୈନିକ କୋଭିଡ୍ ସଂକ୍ରମଣ ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ…

ଦ୍ରୌପଦୀ ମୁର୍ମୁଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ଆଜି କଥା ହୋଇଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ନବୀନ କହିଛନ୍ତି ଯେ, ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟବାସୀଙ୍କ…

କ୍ଳାଟ୍‌ ପରୀକ୍ଷାରେ ଆଞ୍ଚଳିକ ଟପ୍ପର ହେଲେ ଓଡ଼ିଆ ପୁଅ ଅନମୋଲ

ଜାତୀୟ ସ୍ତର ପ୍ରବେଶିକା ପରୀକ୍ଷାରେ କମାଲ କଲେ ଓଡ଼ିଆ ପୁଅ । କମନ୍‌ ଲ ଆଡମିସନ ଟେଷ୍ଟ ବା କ୍ଳାଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନମୋଲ ସାଇ । ଯାଜପୁର ବିଂଝାରପୁର ଅରେଇ ବରମପୁର ଗାଁ'ର ରାଜୀବ ମହାନ୍ତି ଓ ମମତା ସାମଲଙ୍କ ପୁଅ ଅନମୋଲ ସାଇ ଏହି ଗରବମୟ ସଫଳତା ହାସଲ କରିଛନ୍ତି । ସେ ସାରା…

ବସ ଧର୍ମଘଟ ପ୍ରସଙ୍ଗ, ଆସନ୍ତକାଲି ନିଷ୍ପତ୍ତି

ଭୁବନେଶ୍ବର: ସ୍ଥଗିତ ରହିଲା ବସ୍ ଧର୍ମଘଟ। ୧୦ ଦଫା ଦାବିକୁ ନେଇ ଘରୋଇ ବସ୍‌ ମାଲିକ ସଙ୍ଘ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଧର୍ମଘଟ ନ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ବାହୁଡା଼ ପର୍ଯ୍ଯନ୍ତ ସମୟ ମଗାଯାଇଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।…

ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ

ମୟୂରଭଞ୍ଜ: ପୁଣି କଳଙ୍କିତ ହେଲା ଭାଇ ଭାଇର ସଂପର୍କ । ସଂପର୍କରେ ଲାଗିଲା ରକ୍ତର ଛିଟା । ସାନଭାଇର କଟୁରୀ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ । ପାରିବାରିକ କଳହକୁ ନେଇ ସାନଭାଇ ନିଜ ବଡ଼ଭାଇକୁ କାଟୁରୀରେ ହାଣି ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୟୂରଭଞ୍ଜ…

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର: ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଉପରେ ଉଠିପାରିନାହିଁ ପରଦା । ଦୁଇ ଦିନ ବିତିଗଲା ହେଲେ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଂଚି ପାରିନାହିଁ କମିଶନରେଟ ପୋଲିସ । ଚାଲିଛି ତଦନ୍ତ । ରାଇମୋହନଙ୍କ ମୃତ୍ୟୁକୁ ନେଇ ଆଉ ଏକ ନୂଆ ଫର୍ଦ୍ଦ ଆରମ୍ଭ ହୋଇଛି । ଆତ୍ମହତ୍ୟା ନାଁ…

ରାଜ୍ୟର ୨୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁୁବନେଶ୍ୱର: ବାୟୁମଣ୍ଡଳରେ ଦୁଇଟି ନିମ୍ନ ଚାପ ରେଖା ସୃଷ୍ଟି ହୋଇଛି । ସେହିପରି ଛଡିଶଗଡ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ…