Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟାଙ୍ଗିଆରେ ହାଣି ଯୁବକକୁ ହତ୍ୟା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବାର ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଖସାପଦା ଗାଁର ଚଇତା ତନ୍ତୀ(୨୮)!-->…
ଜାମୁନି ଘଟଣା ପଛରେ ରାଜନୈତିକ ଶତ୍ରୁତା : ୫ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍
ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ଜାମୁନିରେ ଯୋଗେଶ ବେହେରା ହତ୍ୟା ଏବଂ ଅଜିତ କୁମାର ପାଣିଗ୍ରାହୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଦୁଇ ଭାଇ ଗଜନା ଓରଫ ଗଜପତି ମହାରଣା(୨୯) ଓ ଝଡ଼ିଆ ମହାରଣା(୩୭), ହରିହର ମହାନ୍ତି (୪୪), ପବିତ୍ରମୋହନ ପାଣିଗ୍ରାହୀ!-->…
ଏଟିଏମ କାଟି ୩୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ
ବାଲେଶ୍ୱର : ବାଲେଶ୍ୱରରେ ଏଟିଏମ କାଟି ପ୍ରାୟ ୩୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି। ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ଏହି ବଡ ଧରଣର ଲୁଟ୍ କରିଛନ୍ତି ଦୁର୍ବୃତ୍ତମାନେ। ସଦର ଥାନା ହଳଦିପଦା ଫାଣ୍ଡି ପଦ୍ମପୁର ହାଟରେ ଥିବା ଏଟିଏମରୁ ଏହି ଲୁଟ ହୋଇଛି।!-->…
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
କଟକ: ରାସ୍ତାକଡକୁ ଓଲଟିଲା ସ୍କୁଲ ବସ୍ । ମୃତ୍ୟୁମୁଖରୁ ବଞ୍ଚିଲେ ୫ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି ଚୌଦ୍ଵାର ମଣ୍ତାପଡା ରାସ୍ତାର ପୋଟଳେଇ ମନ୍ଦିର ନିକଟରେ । ସୂଚନା ଅନୁସାରେ, ଆଜି(ଶନିବାର) ସକାଳ ସମୟରେ ଉତ୍କଳ ଇଣ୍ଟରନେସନାଲ ସ୍କୁଲର ଏକ ଘରୋଇ ବସ୍ ପିଲାଙ୍କୁ ନେବା ପାଇଁ!-->…
ଆରୋଗ୍ୟ ଲାଭ କଲେ ମହାପ୍ରଭୁ
ପୁରୀ: ଦ୍ବାଦଶୀ ତିଥିରେ ଶ୍ରୀଜିଉମାନଙ୍କର ରାଜପ୍ରାସାଦ ବିଜେ ନୀତି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ବେହେରଣ ଦ୍ବାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି ।
ଶୁକ୍ରବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ!-->!-->!-->…
ରେଳ ଷ୍ଟେସନରେ ଲଗେଜ ସ୍କାନିଂବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୨୮ ଲକ୍ଷ ଟଙ୍କା
ପୁରୀ: ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ପୁଳାପୁଳା ଟଙ୍କା । ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗରୁ ଆରପିଏଫ ଜବତ କରିଛି ୨୮ ଲକ୍ଷ ୮୫ ହଜାର ୫ଶହ ଟଙ୍କା । ଲଗେଜ ସ୍କାନରରେ ସ୍କାନିଙ୍ଗ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଛି ଏହି ଟଙ୍କା। ଆରପିଏଫ ପୁଲିସ୍ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ!-->…
ବାଲେଶ୍ବର ଜିଲ୍ଲା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ: ବୁଲିଲେ ବିଭିନ୍ନ ସ୍କୁଲ୍
ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗତ କିଛି ଦିନ ହେବ ସେ ବିଭିନ୍ନ ଜିଲ୍ଲା ବୁଲି ପାଠପଢା ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ତେବେ ଏହାରି ମଧ୍ୟରେ ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାସ ଅଚାନକ ବାଲେଶ୍ଵର!-->…
ଷ୍ଟେସନ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଡିଆରଏମ ଓ ରେଲୱେ ଇଞ୍ଜିନିୟର
ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳଷ୍ଟେସନ କାର୍ଯ୍ୟ ନିମ୍ନମାନର ହେଉଥିବା ଖବର ପ୍ରସାରଣ ପରେ ଚେଇଁ ଉଠିଛି ରେଳବିଭାଗ । ଅଞ୍ଚଳବାସୀ ସାଂସଦଙ୍କ ହସ୍ତକ୍ଷେପ ଦାବି ପରେ ସେ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡିଆରଏମ ଆଜି ବିଭାଗୀୟ ଇଂଜିନିୟରଙ୍କୁ!-->…
ମଦ ଦୋକାନ ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର
ପଟ୍ଟାମୁଣ୍ଡାଇ : ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଦ କାଉଣ୍ଟର ପଛ ପଟେ ଜଣେ!-->!-->!-->…
ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ୍ୟୁ ଘଟଣା, ମାମଲା ରୁଜୁ କଲେ OHRC
କଟକ: ଗତ ଗୁରୁବାର କଟକ କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଯୁବକ ଗୁଣନିଧି ବିଶୋୟୀ ଗତକାଲି ଆଖି ବୁଜିଛନ୍ତି। ଗୁଣନିଧିଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିଲା। କଟକର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ସହ!-->…