Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁଁ ଏବେ ବି ବିଜେଡିରେ ଅଛି, ବହିଷ୍କାର ହୋଇନାହିଁ : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର: ଦୀର୍ଘଦିନ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ସେ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୌଣସି ବୈଠକକୁ ଡକାଯାଉ ନାହିଁ। କିନ୍ତୁ!-->…
କଟକ କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ: କିଶୋରନଗର ଥାନା ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଛନ୍ତି ।
ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ!-->!-->!-->…
ନାମାଙ୍କନପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ
ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଭରିବେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତେବେ ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଥା ହୋଇଥିଲେ। ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର ଦୁଇ!-->…
ଆତ୍ମହତ୍ୟା କରିଛନ୍ତି ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା: ଡିସିପି
ଭୁବନେଶ୍ବର: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଖୁଲାସା ହୋଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ!-->…
ବଢ଼ୁଛି ସଂକ୍ରମଣ : ଆଜି ରାଜ୍ୟରେ ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
!-->!-->!-->…
ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ ହେବ ଫେନ୍ସିଂ ଚମ୍ପିୟାନ୍ସିପ
କଟକ, : ଆସନ୍ତା ୨୯ ତାରିଖରୁ କଟକରେ ଆରମ୍ଭ ହେବ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିୟାନ୍ସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ । ଉଭୟ ରାଜ୍ୟ ସରକାର ଓ ଫେନ୍ସିଂ ରାଜ୍ୟ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ!-->…
ଦେଉଳି ମଠରୁ ଶ୍ରୀକ୍ଷେତ୍ର ଗଲା ଫଳ ଭାର
କୋଣାର୍କ: ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ସେପଟେ ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର!-->…
ରେରା ଆଇନ୍କୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର
କଟକ, ୨୨/୦୬: ଆଗକୁ ନୂତନ ରେରା ଆଇନ କାର୍ଯ୍ୟକାରୀ ହବ । ଆଗାମୀ ୩ ମାସ ମଧ୍ୟରେ ଏହି ସଂଶୋଧିତ ରିଅଲ ଇଷ୍ଟେଟ ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆପାର୍ଟମେଣ୍ଟ ବିକ୍ରୀ ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜିକରଣ ବାଧ୍ୟତାମୂଳକ!-->…
ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ
ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା!-->…
ଦୁଇ ମାଲିକଙ୍କ ଭିତରେ ଟଣା ଓଟରା, ଥାନାରେ ଅଟକ ରହିଲା ଗାଈ
ଭୁବନେଶ୍ବର : ଧଉଳି ଥାନାରେ ରୋଚକ ଘଟଣା। ଦୁଇ ଜଣଙ୍କ ଝଗଡା ପାଇଁ ଥାନାରେ ଅଟକ ରହିଛି ଗାଈ। ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଅନ୍ୟଜଣେ ମହିଳା ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେଣୁ ଗାଈ କାହାର? ଏ ନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି ।!-->…